ଫେସବୁକରୁ ଆପଣଙ୍କ ଡାଟା ହେବ ନାହିଁ ଲିକ, ଯଦି ରଖିବେ ଏହି ସେଟିଙ୍ଗ ।

ଫେସବୁକରୁ ଡାଟା ଲିକ ହେବା କଥା ପ୍ରତିଦିନ ଶୁଣିବାକୁ ମିଳିଥାଏ। ସୋସିଆଲ ମିଡ଼ିଆର ଏହି ବଡ଼ ପ୍ଲାଟଫର୍ମରେ ଆଜି ସମସ୍ତେ ଅଛନ୍ତି। ଏପରି ସ୍ଥିତିରେ ଡାଟା ଲିକ ଡ଼ରରେ ଏଥିରୁ ଦୂରରେ ରହିବା ମଧ୍ୟ ସମ୍ଭବ ନୁହେଁ। ଡରନ୍ତୁ ନାହିଁ ଆପଣ ନିଜ ଫେସବୁକ ଆକାଉଣ୍ଟର ସେଟିଙ୍ଗରେ ପରିବର୍ତ୍ତନ କରି ଏହାକୁ ସୁରକ୍ଷିତ ରଖିପାରିବେ।

Google
ପାସୱାର୍ଡ଼ର ରଖନ୍ତୁ ଧ୍ୟାନ:-

ଅଧିକତମ ଲୋକ ବାରମ୍ବାର ପାସୱାର୍ଡ଼କୁ ଭୁଲିଯାଉଥିବାରୁ ବହୁତ ସହଜ ପାସୱାର୍ଡ଼ ରଖିଦେଇଥାନ୍ତି। ବେଳେ ବେଳେ ସାଇବର ସିକ୍ୟୁରୀଟି ଏକ୍ସପଟ ଏପରି ପାସୱାର୍ଡ଼ର ସୁଚି ଜାରିକରିଥାନ୍ତି ଯାହାଠୁ ବଞ୍ଚିବା ଉଚିତ। ଏହାର ଅର୍ଥ ଏହା ଏପରି ପାସୱାର୍ଡ଼ ଅଟେ ଯାହା ଜାଣିବା ହ୍ୟାକର ମାନଙ୍କ ପାଇଁ ବହୁତ ସହଜ ଅଟେ। ସବୁବେଳେ ଲମ୍ବା ପାସୱାର୍ଡ଼ ବାଛନ୍ତୁ ଓ ପାସୱାର୍ଡ଼ ଛୋଟ ଲେଟର, ବଡ଼ ଲେଟର, ସ୍ପେସାଲ କ୍ୟାରେକ୍ଟର, ଓ ନ୍ୟୁମେରିକରେ ହେବ ଉଚିତ।ଏହା ଛଡା ବି ଆପଣ ନିଜ ଆକାଉଣ୍ଟକୁ ସ୍ୟୁକୋର କରିପାରିବେ।

ଲଗଇନ ଡ଼ିଭାଇସ ଚେକ କରନ୍ତୁ:-

ନିଜ ନିଜ ଲ୍ୟାପଟପ ବା ମୋବାଇଲରେ ଯେବେବି ଫେସବୁକ ଆକାଉଣ୍ଟ ଲଗଇନ କରିଥିବେ , ଏହାର ପୁରା ଲିଷ୍ଟ ଆପଣ ଦେଖିପାରିବେ। ଏହା ପାଇଁ Settings and Privacy ପରେ Setting and security କୁ ଯାଆନ୍ତୁ। ଏହାର ସବୁଠୁ ଉପରେ ଆପଣ ଦେଖିବେ କି ସବୁ ଡିଭାଇସ ଲିଷ୍ଟ ଥିବ ଯେଉଁଠି ଆପଣ ଲଗଇନ କରିଥିବେ। IP ଆଡ୍ରେସ ଓ ବ୍ରାଉଜର ବିଷୟରେ ତଥ୍ୟ ମିଳିଥାଏ। ଏଠାରେ ଆପଣ ସବୁ ଡିଭାଇସ ଉପରେ ନଜର ରଖିବା ସହିତ ଆବଶ୍ୟକ ହେବା ଦ୍ଵାରା ଲଗଆଉଟ ଭି କରିପାରିବେ।

Google
ଆକାଉଣ୍ଟ ସହିତ ଜଡିତ ଆପ୍ସ:-

ଯଦି ଆପଣ ଲକ୍ଷ କରିଥିବେ ତ ବହୁତ ଆପ୍ସ ଆପଣଙ୍କ ଆପ୍ସ ସହିତ ଯୋଡିହୋଇଥିବେ। ଏହାକୁ ଦେଖିବା ପାଇଁ ଫେସବୁକ ଖୋଲନ୍ତୁ , ଆକାଉଣ୍ଟ ସେଟିଙ୍ଗ କୁ ଯାଆନ୍ତୁ। ଏପ୍ସ ଆଣ୍ଡ ୱେବସାଇଟ(Apps anda website) କୁ ବାଛନ୍ତୁ। ଏଠାରେ ଆପଣଙ୍କ ସେହି ସବୁ ଆପ୍ସ ଦେଖାଯିବ ଯାହା ଆପଣଙ୍କ ଫେସବୁକ ଡାଟାକୁ ସାରୁଛନ୍ତି। କୌଣସିବି ସନ୍ଦେଶ ଅଛି ତ ତୁରନ୍ତ ବକ୍ସକୁ ଚେକ କରନ୍ତୁ ଓ ତାକୁ ରିମୁଭ କରନ୍ତୁ।

ମେସେଞ୍ଜରକୁ ପରିମିଶନ ଦିଅନ୍ତୁ ନାହିଁ:-

ଯେବେବି ଆମେ ମେସେଞ୍ଜରକୁ ଇଂଷ୍ଟଲ କରିଥାଉ ଅନ୍ୟ ପରିମିସନ ସହିତ ମ୍ୟାସେଜ ପଢିବା ପରିମିସନ ମଧ୍ୟ ମାଗିଥାଏ। ଆପଣ ସେଠାରେ ପରିମିସନ ଦିଅନ୍ତୁ ନାହିଁ ଓ ଚେଷ୍ଟା କରନ୍ତୁ ଯେପରି ସେଥିରେ ଆପଣଙ୍କ ମୋବାଇଲ ନମ୍ବର ନଯୋଡ଼ିହେଉ। ଯଦି ଭୁଲରେ ବି ଏପରି ହୋଇଯାଇଛି ତେବେ ଚିନ୍ତା ନ କରି ମେସେଞ୍ଜର କୁ ଅନଇଂଷ୍ଟଲ କରି ଆଉଥରେ ଇଂଷ୍ଟଲ କରନ୍ତୁ।

Google
ଫେସବୁକ ଫିଚରରୁ ଲଗଇନ:-

ଯଦି ଆପଣ ଲକ୍ଷ କରିଥିବେ ତ ଯେବେ ଆପଣ କୌଣସି ନୂଆ ୱେବସାଇଟରେ ଲଗଇନ କରିଥାନ୍ତି ସେଥିରେ ଲଗ ଇନ ବିଦ ଅପ୍ସନ ଆସିଥାଏ। ସେମିତିରେ ଏହା ସ୍ୟୁକୋର ମାନାଯାଇଥାଏ। ଏହା ଆପଣ ଧ୍ୟାନ ରଖିବେ କି କୌଣସି ଆପକୁ କଣ ପରିମିଶନ ଦେଉଛନ୍ତି। କିଛି ଏପରି ଆପ ଅଛନ୍ତି ଯାହା ଆପଣଙ୍କ ଇଚ୍ଛା ପରେ ମଧ୍ୟ ପରିମିଶନ ନେଇଯାଇଥାନ୍ତି ଯାହା ଫଳରେ ଆପଣଙ୍କୁ ବହୁତ ଅଶୁବିଧା ହୋଇଥାଏ।

ଇମେଲରେ ଲଗଇନ:-

ଏହି ଫିଚରର ଏହା ସୁବିଧା କି ଯେବେବି କୌଣସି ଅନ୍ୟ ବ୍ୟକ୍ତି କୌଣସି ଅନ୍ୟ ବ୍ରାଉଜର ବା ସିଷ୍ଟମରେ ଲଗଇନ କରିଥାଏ ଆପଣଙ୍କ ପାଖୁ ତୁରନ୍ତ ମ୍ୟାସେଜ ଆସିଥାଏ। ଯଦି ଆପଣଙ୍କୁ ଏପରି ଆପଣଙ୍କୁ କେବେ ଲାଗେ ଆପଣ ଲଗଇନ କରିନହାଁନ୍ତି ତ ତୁରନ୍ତ ପାସୱାର୍ଡ଼ ବଦଳାଇ ଦିଅନ୍ତୁ। ଏହି ଫିଚର ଆକ୍ଟିଭେଟ କରିବା ପାଇଁ security and login କୁ ଯିବାକୁ ପଡ଼ିବ ଓ ତଳକୁ ଯାଇ setting up extra security -get alert about unrecognized login ପର୍ଯ୍ୟନ୍ତ ପହଁଚି ଏହାକୁ ଅନ କରନ୍ତୁ।

Google
ଟୁ ଫେକ୍ଟର ଓର୍ଥଟିକେସନ:-

ଫେସବୁକରେ ଲଗଇନ ପାଇଁ ଟୁ ଫେକ୍ଟର ଓର୍ଥଟିକେସନ ବହୁତ ସୁରକ୍ଷିତ ମାନାଯାଇଥାଏ। ଯେବେ ଏହି ଫିଚର ଆକ୍ଟିଭେଟ ହୋଇଯାଇଥାଏ ତେବେ ଫେସବୁକ ଆପଣଙ୍କ ମୋବାଇଲକୁ ଏକ କୋଡ଼ ପଠାଇଥାଏ। ସଠିକ କୋଡ଼ ଭରିବା ପରେ ହିଁ କୌଣସି ବ୍ରାଉଜରେରେ ଲଗଇନ କରିପାରିବେ। ଏହାର ଅର୍ଥ ଯେବେ କିଏ ଖରାପ ଉଦେଶ୍ୟରେ ଆପଣଙ୍କ ଆକାଉଣ୍ଟ ଲଗଇନ କରିଥାଏ ତେବେ ଭୁଲ କୋଡ଼ରେ ସେ ଆପଣଙ୍କ ଆକାଉଣ୍ଟ ଲଗଇନ କରିପରିନଥାଏ। ଏଥିପାଇଁ ସର୍ଵ ପ୍ରଥମେ security and login ବାଛିବାକୁ ପଡିବ। ସେଠାରେ ଆପଣଙ୍କୁ ଆପଣଙ୍କ ଫେସବୁକ ଆକାଉଣ୍ଟର ସ୍ୟୁକୁରୀଟିରୁ ଆରମ୍ଭ କରି ଫିଚର ପର୍ଯ୍ୟନ୍ତ ମିଳିଯିବ। ଏଠାରେ ଯଦି ଆପଣ ପୂର୍ବରୁ ମୋବାଇଲ ନମ୍ବର ଦେଇନାହାଁନ୍ତି ତ ପ୍ରଥମେ ମୋବାଇଲ ନମ୍ବର ଦେବାକୁ ହେବ। ଏହା ପରେ ଆପଣ ଟୁ ଫେକ୍ଟର ଓର୍ଥଟିକେସନକୁ ଅନ କରିପାରିବେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *