ଆନ୍ଧ୍ରପ୍ରଦେଶର ନିଲୋର ଜିଲ୍ଲାରେ ଜଣେ ଦମ୍ପତ୍ତି ତାଙ୍କର ୧୨ ବର୍ଷର ଝିଅକୁ ଜଣେ ୪୬ ବର୍ଷର ବ୍ୟକ୍ତିଙ୍କୁ ବିକ୍ରି କରିଦେଲେ। ଦମ୍ପତ୍ତି ଏହା ଏଥିପାଇଁ କଲେ କାରଣ ତାଙ୍କୁ ତାଙ୍କ ବଡ଼ ଝିଅର ଚିକିତ୍ସା କରିବାର ଥିଲା। ତାଙ୍କ ବଡ ଝିଅ ନିଶ୍ୱାସ ରୋଗରେ ପୀଡିତ ଥିଲେ। ଆରୋପୀ ଚିନ୍ନା ସୁବେୟା ବୁଧବାର ଦିନ ଜଣେ ନାବାଳିକା ସହ ବିବାହ କଲେ। ମାତ୍ର ଗୁରୁବାରକୁ ତାଙ୍କୁ ମହିଳା ତଥା ଚାଇଲଡ଼ ବିକାଶ ଅଧିକାରୀ ମାନେ ବଞ୍ଚେଇ ଦେଲେ। ନାବାଳିକାଙ୍କୁ ଜିଲ୍ଲାର ସ୍ୱାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତରିତ କରି ଦିଆଯାଇଛି ଯେଉଁଠାରେ କି ତାଙ୍କର ଯାଞ୍ଚ କରାଯାଉଛି।

କୋଟ୍ଟୁର ନିବାସୀ ଦମ୍ପତିଙ୍କ ସହ ତାଙ୍କର ପଡୋଶୀ ସୁବେୟା ଯୋଗାଯୋଗ କଲେ। କଥିତ ଉପାୟରେ ତାଙ୍କ ସହ ସେ ୧୦୦୦୦ ଟଙ୍କାର ସଉଦା କଲେ। ଇଂରାଜୀ ପେପର ଟାଇମସ ଅଫ ଇଣ୍ଡିଆର ଏକ ରିପୋର୍ଟ ଅନୁସାରେ ଝିଅର ବାପା ମା ତାଙ୍କୁ ୨୫୦୦୦ ଟଙ୍କା ମାଗିଥିଲେ। ଏହି ମାମଲାର ଯାଞ୍ଚ କରୁଥିବା ପୋଲିସ ଅଧିକାରୀ ମାନେ କହିଲେ କି ସୁବେୟାର ପତ୍ନୀ ତାଙ୍କୁ ଏକ ଝଗଡା ପରେ ଛାଡିଦେଲା।
ସରପଞ୍ଚ ଚାଇଲଡ଼ ବିକାଶ କେନ୍ଦ୍ରକୁ ଖବର ଦେଲେ:
ନାବାଳକଙ୍କ ସହ ବିବାହ କରିବା ପରେ ବୁଧବାରକୁ ସେ ତକୁ ତାଙ୍କ ସମ୍ପର୍କୀୟଙ୍କ ଘର ଧାମପୁରକୁ ନେଇ ଆସିଲା। ଏଠାରେ ନାବାଳିକା କାନ୍ଦିବା ଆରମ୍ଭ କଲା। ଏହାପରେ ପଡୋଶୀ ମାନଙ୍କ ପାଖରେ ଖବର ଗଲା ଆଉ ଗ୍ରାମ ସରପଞ୍ଚ ବାଳ ବିକାଶ କେନ୍ଦ୍ରକୁ ଏହି ଖବର ଦେଲା। ଗ୍ରାମର ସରପଞ୍ଚ ସେହି ସମୟରେ ଚାଇଲଡ଼ ବିକାଶ କେନ୍ଦ୍ର ସହ ତୁରନ୍ତ ସମ୍ପର୍କ କଲା।

ଏହା ଆଗରୁ ସମାନ କେସରେ ଗୋଟେ ଅପେରା ପାର୍ଟି ଜଣେ ଝିଅକୁ ଚାକିରୀ ଦେବା ବାହାନାରେ ଆଣି ତା ସହ ଖରାପ କାମ କରିବାକୁ ଆଣିଥିଲା। ଚାଇଲଡ଼ ଲାଇନର ଅଧିକାରୀ ମାନେ ତାଙ୍କୁ ବାଲିକୁଦା ଠାରୁ ବଞ୍ଚାଇଥିଲେ। ଗୋଟେ କମ୍ପ୍ଲେନ ପଟେ ବାଲିକୁଦର ପୋଲିସ ଶୋଭା ଗ୍ରାମର ମହେନ୍ଦ୍ର କୁମାର ସ୍ୱାଇଁଙ୍କ ବିପକ୍ଷରେ ମାମଲା ଦର୍ଜ କରିଥିଲା। କଥିତ ଭାବେ ସେ ଭଦ୍ରକ ଜିଲ୍ଲାର ଜଣେ ଭକ୍ତଙ୍କ ପାଖରୁ ଝିଅ କୁ ୪୦୦୦୦ ଟଙ୍କାରେ କିଣିଥିଲେ। ମାତ୍ର ପୋଲିସ ଗିରଫ କରିବା ଆଗରୁ ହିଁ ସ୍ୱାଇଁ ପଳେଇବାରେ ସଫଳ ରହିଲା।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।