“ଫ୍ୟାମିଲ ମ୍ୟାନ” ଶ୍ରୀକାନ୍ତ ଏବେ ଗ୍ରହଣ କରିବେ ବଡ଼ ଭୂମିକା, ସରକାର ଲଗାଇଲେ କାର୍ଯ୍ୟରେ

ବର୍ତ୍ତମାନ ଦେଶରେ କ-ରୋ-ନାର ଦ୍ୱିତୀୟ ଲହରୀର ପ୍ରକୋପ ଜାରିରହିଛି। ଚାରିଆଡେ ଖାଲି ଦୁଃଖର ଛାୟା। ପ୍ରତ୍ୟେକ ଦିନ ସ୍ମ-ଶା-ନ ଘା-ଟରେ ଜଳୁଛି ସହ ସହ ଶ-ବ। ଦ୍ୱିତୀୟ ଲହରୀ ଏଭଳି ରୂପ ଧାରଣ କରିବ କେହି ସ୍ୱପ୍ନରେ ମଧ୍ୟ ଭାବିନଥିଲେ। ପ୍ରଥମ ଲହରୀ କମିବା ପରେ ଲୋକଙ୍କ ଅସାଵଧାନତା ଯୋଗୁ ଦ୍ୱିତୀୟ ଲହରୀ ଅତି ସା-ଙ୍ଘା-ତିକ ହୋଇଗଲା। ଏବେ ଧୀରେ ଧୀରେ ସ୍ଥିତି ନିୟନ୍ତ୍ରଣକୁ ଆସିଛି। ଏହା ମଧ୍ୟରେ ସରକାର ଟୀକାକରଣକୁ ଜୋର ସୋର କରିଛନ୍ତି। ଏହା ମଧ୍ୟରେ ମନୋଜ ବାଜପେଇଙ୍କ ୱେବସିରିଜ”ଫ୍ୟାମିଲ ମ୍ୟାନ”କୁ ମିଳିଛି ବହୁତ ଲୋକପ୍ରିୟତା।

ଆପଣଙ୍କୁ କହିରଖିବୁ ତାଙ୍କର ୱେବସିରିଜରେ ସରକାର ମଧ୍ୟ ପ୍ରଭାବିତ ହୋଇଯାଇଛନ୍ତି। କାରଣ ଆପଣ ଦେଖିଥିବେ ଅଳ୍ପ ଦିନ ତଳେ ମନୋଜ ବାଜପେଇ ଏକ ମେମ୍ସ ଭିଡ଼ିଓ ପୋଷ୍ଟ କରିଥିଲେ ଯେଉଁଥିରେ ସେ ମାସ୍କ ପିନ୍ଧିଥିଲେ ଯାହାର କ୍ୟାପ୍ସନରେ ଲେଖାଯାଇଥିଲା ଟୀକାନେବା ପରେ ମଧ୍ୟ ସତର୍କ ରୁହନ୍ତୁ ଓ ମାସ୍କ ପିନ୍ଧନ୍ତୁ। ଏହା ଦ୍ଵାରା ସରକାର ଜଣାଇବାକୁ ଚାହିଁଛନ୍ତିକି ମନୋଜ ଦୁଇଟି ଡୋଜ ଟୀକା ନେଇସାରିଛନ୍ତି ଏହା ପରେ ମଧ୍ୟ ସେ ନିୟମର ପାଳନ କରି ନିୟମିତ ମାସ୍କ ପିନ୍ଧୁଛନ୍ତି ଯାହା ସମସ୍ତଙ୍କୁ କରିବା ଆବଶ୍ୟକ।

କାରଣ ଅନେକ ଲୋକ ଟୀକାନେବା ପରେ ଆଉ କୋଭିଡ-୧୯ ହେବ ନାହିଁ ଭାବି ଅସାଵଧାନତା ଅଵଲମ୍ବନ କରୁଛନ୍ତି ଯାହା ବହୁତ ଖରାପ କଥା। ସରକାର ଗାଇଡଲାଇନ କରିଛନ୍ତିକି ଆପଣ ଟୀକାନେବା ପରେ ମଧ୍ୟ ପୂର୍ଵରୁ ଯେପରି ସଚେତନ ରହୁଥିଲେ ସେହିପରି ନିୟମିତ ମାସ୍କ ପିନ୍ଧନ୍ତୁ, ହାତ ଧୁଅନ୍ତୁ ଓ ଦୂରତ୍ୱ ବଜାୟୀ ରଖନ୍ତୁ।।କାରଣ ବିଶେଷଜ୍ଞମାନେ ଅନୁମାନ କରିଛନ୍ତିକି ଆଗକୁ କ-ରୋ-ନାର ତୃତୀୟ ଲହରୀ ଆସିପାରେ ଯାହା ଖରାପ ପରିସ୍ଥିତି ସୃଷ୍ଟି କରିପାରେ ତେଣୁ ଏବେଠୁ ସତର୍କ ରହିବାର ଆବଶ୍ୟକତା ରହିଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *