ଐସୋରିୟା ରାୟ ଵଚନ ଦୁନିଆର ସବୁଠୁ ସୁନ୍ଦର ମହିଳା ମାନଙ୍କ ମଧ୍ୟରେ ଜଣେ ଓ ବଲିଉଡ଼ ଇଣ୍ଡଷ୍ଟ୍ରିର ସୁନ୍ଦର କଳାକାର ମାନଙ୍କ ମଧ୍ୟରୁ ଜଣେ। ତାଙ୍କ ପ୍ରଶଂସକ ତାଙ୍କ ଭଳି ଦେଖାଯାଉଥିବା ଜଣେ ଯୁବତୀଙ୍କୁ ଖୋଜି ବାହାରକରିଛନ୍ତି। ଯାହାର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ତାଙ୍କଭଳି ଦେଖାଯାଉଥିବା ଯୁବତୀଙ୍କ ନାମ ଆମନା ଇମରାନ ଅଟନ୍ତି। ପ୍ରଶଂସକ ମାନେ ଆମନାଙ୍କୁ ଦେଖି ଆଶ୍ଚର୍ଯ୍ୟରେ ଅଛନ୍ତି। ଏତିକି ନୁହେଁ ଆମନାଙ୍କର ଇନଷ୍ଟାଗ୍ରାମରେ ଫଲୋଅର୍ସ ୩.୪ ହଜାରରୁ ବଢି ୫ ହଜାରରୁ ଅଧିକ ହୋଇଯାଇଛନ୍ତି।

ସୋସିଆଲ ମିଡିଆରେ ଆମନାଙ୍କର ଅନେକ ଭିଡ଼ିଓ ଭାଇରାଲ ହେଉଛି। ଯାହାକୁ ଦେଖି ଫ୍ୟାନମାନେ କହୁଛନ୍ତିକି ସେ ପୁରା ଐସୋରିୟାଙ୍କ ଭଳି ଦେଖିବାକୁ।
ଏହା ପ୍ରଥମଥର ହୋଇଛିକି ଐସୋରିୟା ରାୟ ବଚନଙ୍କ ଭଳି ପୁରା ଏକାଭଳି ଦେଖାଯାଉଥିବା ଯୁବତୀ ଦେଖାଯାଇଛନ୍ତି। ଏହା ପୂର୍ବରୁ ଅଳ୍ପ ତାଙ୍କ ଭଳି ଦେଖାଯାଉଥିବା ଝିଅଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଅ ଛି।
ଐସୋରିଆଙ୍କ ଭଳି ଦେଖାଯାଉଥିବା ଯୁବତୀଙ୍କୁ ଦେଖି କିଛି ଲୋକ ଏହାକୁ ପ୍ଲାଷ୍ଟିକ ସର୍ଜରିର କମାଲ ବୋଲି କହିଛନ୍ତି। ଏକ ୟୁଜର ଲେଖିଛନ୍ତି ପ୍ଲାଷ୍ଟିକ ସର୍ଜରି କରାଯାଇ ଐସୋରିଆଙ୍କ ଭଳି ଦେଖାଯିବାକୁ ପ୍ରୟାସ କରାଯାଇଛି।

ଐସୋରିଆଙ୍କ ରାୟ ଵଚନଙ୍କ ଅନେକ ଫିଲ୍ମ ଡାଇଲୋକକୁ ଲିପ ସିଂକ କରି ଆମନା ଟିକଟକ ଅନେକ ଭିଡ଼ିଓ ସେୟାର କରିଛନ୍ତି।
ଏକ ଭିଡ଼ିଓରେ ଆମନା “ଏ ଦିଲ ହେ ମୁସ୍କିଲ” ର ଏକ ସିନ କରିଥିବା ଦେଖାଯାଇଛି।
ଅଳ୍ପ ଦିନତଳେ ଏକ ଫଟୋଗ୍ରାଫର ଆମନା ଇମରାନଙ୍କ ଏକ ଭିଡ଼ିଓ ସୋସିଆଲ ମିଡିଆରେ ସେୟାର କରିଥିଲେ।ଯାହା ପରେ ସେ ପୁଣି ଚର୍ଚାକୁ ଆସିବାର ନଜର ଆସିଥିଲେ।
ସୋସିଆଲ ମିଡିଆରେ ଆମନାଙ୍କର ଅନେକ ଭିଡ଼ିଓ ଭାଇରାଲ ହେଉଛି। ଯାହାକୁ ଦେଖି ପ୍ରସଂସକମାନେ କହୁଛନ୍ତିକି ସେ ପୁରା ଐସୋରିଆଙ୍କ ଭଳି ଦେଖିବାକୁ।

ମାନସି ନାୟକ ଯେ କି ମରାଠୀ ଅଭିନେତ୍ରୀ ତାଙ୍କ ସହ ଐସୋରିଆଙ୍କ ସହ ତୁଳନା କରାଯାଇଛି।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।