ମାଟି ଖୋଳୁ ଖୋଳୁ ମିଳିଲା ହୀରା, ସେହି ହୀରାର ଦାମ ଜାଣିଲେ ହୋସ ଉଡିଯିବ!

କୃଷକର ଖୋଲିଗଲା ଭାଗ୍ୟ ଖୋଳିବା ସମୟରେ ମିଳିଲା ୬୦ ଲକ୍ଷ ଟଙ୍କାର ହୀରା। ଆପଣ ପୁରା ଠିକ ଶୁଣିଛନ୍ତି। ଚାଷ ଜମି ଜଣେ କୃଷକ ମାତ୍ର ୨୦୦ ଟଙ୍କାରେ ଲିଜ ନେଇଥିଲା ଯାହାକୁ ଖୋଳିବା ସମୟରେ ସେ ଏକ ହୀରା ପାଇଲା।କୁହାଯାଉଛି କି ସେହି ହୀରାର ଦାମ ୬୦ ଲକ୍ଷ ଟଙ୍କା ହେବ।

Google
କୃଷକକୁ ମିଳିଲା ନାୟାବ ହୀରା:-

କୃଷକଙ୍କ ଭାଗ୍ୟ ସର୍ବଦା ଚାଷ ଜମିରେ ଖୋଲିଥାଏ। ଏହି ମାଟି ଦ୍ଵାରା କେବେ କାହାର ଭାଗ୍ୟ ଖୋଲିଯିବ କାହାକୁ ଜଣାନାହିଁ କିନ୍ତୁ ଯେବେ ବି କାହାର ଭାଗ୍ୟ ଖୋଲିଥାଏ ସେ ମାଲାମାଲ ହୋଇଯାଇଥାଏ। କହିରଖିବୁ ଲଖନ ଯାଦବ ମାସକୁ ୨୦୦ ଲିଜ ଅମୁସାରେ ୧୦*୧୦ ଜମି ଲିଜରେ ନେଇଥିଲେ। ଲଖନ ଯାଦବ ଦୀପାବଳିପରେ ସେହି ଜମିରେ ଖୋଳା ଆରମ୍ଭ କରିଦେଇଥିଲେ।

୧୪.୯୮ କ୍ୟାରେଟର ଅଟେ ସେହି ହୀରା:-

ଯେବେ ଲଖନ ଯାଦବ ମାଟି ଖୋଳୁଥିଲେ ସେବେ ତାଙ୍କୁ ଏକ ଚମକଦାର ଜିନିଷ ଦେଖାଗଲା। ଯେବେ ସେ ସେହି ବସ୍ତୁ ଉପରୁ ମାଟି କାଢିଲେ ସେ ବସ୍ତୁ ଚମକିବାକୁ ଲାଗିଲା ଓ ତାଙ୍କୁ ଜଣାପଡିଗଲାକି ତାହା ଏକ ହୀରା ଅଟେ। ଏହା ପରେ ଲଖନ ଯାଦବ ସେହି ହୀରାକୁ ବାଣିଜ୍ୟ ବିଭାଗକୁ ନେଇଗଲେ ଯେଉଁଠି ଜଣାପଡିଲା କି ତାହା ଏହା ପତ୍ରା ହୀରା ଅଟେ ଓ ସେହି ହୀରାର ଦାମ ୬୦ ଲକ୍ଷ ଟଙ୍କା ଜଣାପଡିଲା।

Google

କହିରଖିବୁକି ସେହି ହୀରା ୧୪.୯୮ କ୍ୟାରେଟର କୁହାଯାଉଛି। ଯାହାକୁ ୬୦.୬ ଲକ୍ଷ ଟଙ୍କାରେ ଶନିବାରକୁ ନିଲାମୀ କରାଯାଇଥିଲା। ଏହି ନିଲାମୀ ପରେ ଲଖନ ଯାଦବ ବହୁତ ଖୁସି ହୋଇଗଲା ଓ ଇଣ୍ଡିଆନ ଟାଇମ୍ସ ସହ କଥାବାର୍ତ୍ତା ସମୟରେ ଲଖନ ଯାଦବ କହିଛନ୍ତି କି ଏବେ ଆମ ପୁରା ଜୀଵନର ମାନଦଣ୍ଡ ବଦଳିବ।

ପିଲାଙ୍କ ପାଠପଢ଼ାରେ ବ୍ୟବହାର କରିବି ପଇସା:-

କୃଷକ ଲଖନ ଯାଦବ କହିଛନ୍ତି ସେ ଏହି ପଇସାକୁ ପିଲାଙ୍କ ପାଠପଢ଼ାରେ ଖର୍ଚ୍ଚ କରିବେ। ଆକ୍ସନ ସମୟରେ ବହୁତ ସଜହୋଇ ଯାଇଥିଲେ। ଇଂରାଜୀ ଟୋପି, ମୁଣ୍ଡରେ ଟୀକା ଓ କାନ୍ଧରେ ଟାଉଲ। ଆକ୍ସନ ସମୟରେ ଇଣ୍ଡିଆନ ଟାଇମ୍ସ ସହ କଥାବାର୍ତ୍ତା ସମୟରେ ଲଖନ ଯାଦବ ହସିକରି କହିଛନ୍ତି ମୁଁ କିଛି ବଡ଼ କରିବାକୁ ଚାହୁଁନି। ମୁଁ ଅଶିକ୍ଷିତ ଅଟେ ଓ ମୋର ଘରେ ଚାରିଟି ପିଲା ଅଛନ୍ତି । ଏହି ପଇସାକୁ ମୁଁ ପିଲାଙ୍କ ପାଠପଢ଼ାରେ ଲଗାଇବି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *