କୃଷକ ନେତା କହିଛନ୍ତି କାହାକୁ ମଧ୍ୟ ଏହି ବନ୍ଦରେ ସାମିଲ ହେବା ପାଇଁ ବାଧ୍ୟ କରାଯିବନାହିଁ।

ପାଖାପାଖି ସବୁ ବିପକ୍ଷ ଦଳ ପକ୍ଷରୁ “ଭାରତ ବନ୍ଦ”କୁ ସମର୍ଥନ ଦେବା ଓ ଅନେକ ସଂଗଠନର କୃଷକଙ୍କୁ ସମର୍ଥନ ଦେବା ଘୋଷଣା କରିବା ପରେ କେନ୍ଦ୍ର ପରାମର୍ଶ ଜାରି କରି ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ସୁରକ୍ଷା ବଢ଼ାଇବାକୁ କହିଛନ୍ତି।
କେନ୍ଦ୍ର ସରକାରଙ୍କ ହାଲିଆ କୃଷି କାନୁନକୁ ବିରୋଧୀକରି କୃଷକ ସଂଘ ଆଜି ଭାରତ ବନ୍ଦ ଡାକରା ଦେଇଛନ୍ତି ଯାହାକୁ ଅନେକ ମଜୁରିଆ ସଂଘ ସମର୍ଥନ ଦେଇଛନ୍ତି। କୃଷକ ନେତା କହିଛନ୍ତିକି କାହାକୁ ଏହି ବନ୍ଦରେ ମିଶିବାକୁ ବାଧ୍ୟ କରାଜୀବନାହିଁ।
ପାଖାପାଖି ସବୁ ବିପକ୍ଷ ଦଳ ପକ୍ଷରୁ “ଭାରତ ବନ୍ଦ”କୁ ସମର୍ଥନ ଦେବା ଓ ଅନେକ ସଂଗଠନର କୃଷକଙ୍କୁ ସମର୍ଥନ ଦେବା ଘୋଷଣା କରିବା ପରେ କେନ୍ଦ୍ର ପରାମର୍ଶ ଜାରି କରି ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ସୁରକ୍ଷା ବଢ଼ାଇବାକୁ କହିଛନ୍ତି।
ଜାଣନ୍ତୁ କୃଷକଙ୍କ ଭାରତ ବନ୍ଦ ଡାକରାରେ ଜଡିତ ୧୦ ବଡ଼ କଥା:-
୧-ସମସ୍ତଙ୍କୁ ସାଙ୍କେତିକ ବନ୍ଦରେ ସାମିଲ ହେବାକୁ ଅପିଲ କରି କୃଷକ ନେତା ସକାଳ ୧୧ ରୁ ୩ ଟା ପର୍ଯ୍ୟନ୍ତ ଚକା ବନ୍ଦ ପ୍ରଦର୍ଶନ କରିବେ। ଏହା ଦ୍ଵାରା ପ୍ରମୁଖ ରାସ୍ତାକୁ ବନ୍ଦ କରାଯିବ। ଖାସ କରି ପଞ୍ଜାବ, ହରିଆଣା, ଉତ୍ତରପ୍ରଦେଶ ଓ ଦିଲ୍ଲୀ କୃଷକ ରାସ୍ତାକୁ ଓଲ୍ହାଇଛନ୍ତି।

୨-କୃଷକ ନେତା ରାକେଶ ଟିକୈତ କହିଛନ୍ତି “ଆମର ବନ୍ଦ ରାଜନୀତିକ ଦଳର ବନ୍ଦ ଠୁ ଅଲଗା । ଏହା ବିଚାରଧାର କାରଣରୁ କରାଯାଇଥିବା ୪ ଘଣ୍ଟାର ବନ୍ଦ ଅଟେ। ଆମେ ଚାହୁଁ କି ସାଧାରଣ ଲୋକଙ୍କୁ ଯେପରି କୌଣସି ଅଶୁବିଧା ନେ ହେବ।ଆମେ ଏହି ବନ୍ଦ ସମୟରେ ଯାତ୍ରା ନକରିବା ପାଇଁ ଅପିଲ କରିବୁ। ସେ ଆଗକୁ କହିଛନ୍ତି ଆମେ ଦୋକାନୀ ମାନଙ୍କୁ ମଧ୍ୟ ଏହି ଅବଧି ସମୟରେ ଦୋକାନ ବନ୍ଦ ରଖିବାକୁ ଅନୁରୋଧ କରିବୁ”।
୩-ଭାରତୀୟ କୃଷକ ଏକତା ସଂଗଠନର ଅଧକ୍ଷ ଜଗଜିତ ସିଂହ ଦଲେଵାଲା କହିଛନ୍ତି କୃଷକ ମାନେ ଶାନ୍ତି ବଜାଇ ରଖନ୍ତୁ ଓ କାହା ସହ ଝଗଡା କରନ୍ତୁ ନାହିଁ। ସେ କହିଛନ୍ତି ବନ୍ଦ ସମୟରେ ଆପତ୍ତିକାଳୀନ କାମ ପାଇଁ ଛୁଟି ମିଳିବ।
୪-ଅନେକ ନେତା ଦାବି କରିଛନ୍ତିକି ଏହି ବନ୍ଦ ପୁରା ଦେଶରେ ପ୍ରଭାବ ପକାଇବ। କୃଷକ ନେତା ବଲବୀର ସିଂହ ରାଜେଵାଲା କହିଛନ୍ତି ,”ମୋଦି ସରକାରଙ୍କୁ ଆମ ଦାବି ସ୍ୱୀକାର କରିବାକୁ ହେବ। ଆମେ ନୂଆ କୃଷକ ନିୟମକୁ ଫେରସ୍ତ ଛଡା ଅନ୍ୟ କୋଉଥିରେ ମାନିବୁ ନାହିଁ”।
୫-କେନ୍ଦ୍ର ଓ କୃଷକ ସଂଘ ବନ୍ଦର ଏକ ଦିନ ପରେ ଷଷ୍ଠ ବୈଠକ କରିବେ। କାରଣ ପୂର୍ବ ବୈଠକରେ କୌଣସି ରାୟ ଆସିପାରିନଥିଲା। ବିପକ୍ଷ ଦଳ ଉପରେ ବିଜେପି ଅଭିଯୋଗ ଲଗାଉଛି।
ବିଜେପିର ବରିଷ୍ଠ ନେତା ଓ କେନ୍ଦ୍ର ମନ୍ତ୍ରୀ ରବିଶଙ୍କର ପ୍ରସାଦ କହିଛନ୍ତି ନିଜ ଅସ୍ତିତ୍ୱ ବଞ୍ଚାଇବା ପାଇଁ ବିରୋଧୀ ଦଳର ନେତାମାନେ କୃଷକ ଆନ୍ଦୋଳନରେ ମିଶୁଛନ୍ତି ଯେବେକି ନିର୍ବାଚନରେ ଲୋକମାନେ ତାଙ୍କୁ ବାରମ୍ବାର ଖାରଜ କରୁଛନ୍ତି। ବିଜେପି ନେତା କୌଣସି ରାଜନୀତିକ ଦଳକୁ ସେହି ଆନ୍ଦୋଳନରେ ସାମିଲ ନକରିବା ପାଇଁ କହିଛନ୍ତି।ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ ମହାରାଷ୍ଟ୍ରର ପୂର୍ଵ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଖଣ୍ଡଣବିସ ମଧ୍ୟ ବିରୋଧୀଙ୍କୁ କହିଛନ୍ତି।
୬-କିନ୍ତୁ ଆନ୍ଦୋଳନକାରୀଙ୍କୁ ଦୁଷ୍କର୍ମକାରୀ, ଖେଳାଳି, ମଜୁରିଆ ସଂଗଠନ ସମେତ ଅନେକ ବର୍ଗରୁ ସମର୍ଥନ ମିଳୁଛି। ପାଖାପାଖି ୯୫ ଲକ୍ଷ ଟ୍ରକ ମାଲିକ କହିଛନ୍ତି କି ସେ ଦେଶରେ ନିଜର ସେବା ବନ୍ଦ ରଖିବେ। ମଙ୍ଗଳବାରର ବନ୍ଦରେ ବିଭିନ୍ନ ସାମଗ୍ରୀ ଉପରେ କିଛି ଜଡିତ ପ୍ରଭାବ ପଡିବ।

୭-ଅଲ ଇଣ୍ଡିଆ ରେଲବେମେନ୍ସ ଫେଡେରେସନବି କୃଷକଙ୍କୁ ସମର୍ଥନ କରିଛନ୍ତି। ଏହା ସହିତ ଅନେକ ସଂଘ ଯେପରି, ଇଣ୍ଡିଆନ ନେସନାଲ ଟ୍ରେଡ଼ ୟୁନିଅନ କଂଗ୍ରେସ, ଅଲ ଇଣ୍ଡିଆ ନେସନାଲ ଟ୍ରେଡ଼ ୟୁନିଅନ କଂଗ୍ରେସ, ହିନ୍ଦ ମଜୁରିଆ ସଭା, ଓ ଦ ସେଣ୍ଟର ଅଫ ଇଣ୍ଡିଆନ ଟ୍ରେଡ଼ ୟୁନିଅନ କୃଷକଙ୍କ ବନ୍ଦ ଆନ୍ଦୋଳନକୁ ସମର୍ଥନ ତଥା ସପକ୍ଷରେ ଅଛନ୍ତି।
୮-କାଯ୍ୟ ସଂଗଠନ ସିଏଆଇଟି ଓ ଅଲ ଇଣ୍ଡିଆ ଟ୍ରାନ୍ସ ପୋର୍ଟସ ବେଲଫେୟର ଏସୋସିଏସନ କହିଛନ୍ତି ଦିଲ୍ଲୀ ସମେତ ଦେଶର ସବୁ ବଜାର ଖୋଲା ରହିବ ଓ ପରିବହନ ସେବା ଗତି କରିବ।
କନଫେଡେ଼ସନ ଅଫ ଇଣ୍ଡିଆ ଟ୍ରେଡ଼ର୍ସ ପାଖାପାଖି ୭ କୋଟି କାରାବର ପ୍ରତିନିଧିତ୍ୱ ଦାବି କରିଥାନ୍ତି ତ ସେ ଏଆଇଟିଡବ୍ଲୁୟୁ କହିଛିକି ସେ ଦେଶରେ ସଂଗଠିତ ପରିବହନ କ୍ଷେତ୍ର ର ୬୦-୬୫ ପ୍ରତିଶତର ପ୍ରତିନିଧିତ୍ୱ କରିଥାଏ।
୯-ବ୍ୟାଙ୍କ ସଂଘ କହିଛନ୍ତିକି ସେ କେନ୍ଦ୍ରର ନୂଆ ଆଇନ ବିରୁଦ୍ଧରେ କୃଷକ କରୁଥିବା ଆନ୍ଦୋଳନର ସମର୍ଥନ କରୁଛନ୍ତି କିନ୍ତୁ ମଙ୍ଗଳବାର ଭାରତ ବନ୍ଦରେ ସାମିଲ ହୋଇପାରିବେ ନାହିଁ। ଅନେକ ଦଳ କୃଷକଙ୍କ ବନ୍ଦ ସହିତ ମଙ୍ଗଳବାରର ପ୍ରଦର୍ଶନର ସମର୍ଥନ କରିଛନ୍ତି କିନ୍ତୁ କୃଷକମାନେ ଏହି ବନ୍ଦକୁ ରାଜନୀତିକ ଅଂଶ ବିଶେଷ ନୁହେଁ ବୋଲି କହିଛନ୍ତି।
କଂଗ୍ରେସ କହିଛିକି ସବୁ ଜିଲ୍ଲା ଓ ରାଜ୍ୟ ମୁଖ୍ୟାଳୟ ଉପରେ ପ୍ରଦର୍ଶନ କରିବେ ତ ସେ ପଶ୍ଚିମବଙ୍ଗର ତୃଣମୂଳ କଂଗ୍ରସ ତିନିଦିନ ପର୍ଯ୍ୟନ୍ତ ବିଭିନ୍ନ ଅଞ୍ଚଳ ଧରିବାକୁ ଘୋଷଣା କରିଛନ୍ତି। ଆମ ଆଦମୀ ପାର୍ଟି କହିଛିକି ସେ ରାଷ୍ଟ୍ରୀୟ ରାଜଧାନୀରେ ଶାନ୍ତିରହିତ ପ୍ରଦର୍ଶନ କରିବେ।
୧୦-ଏହି ବନ୍ଦ କୁ ଆଖିରେ ରଖି କେନ୍ଦ୍ର ପରାମର୍ଶ ଦେଇଛି କି ସବୁ ରାଜ୍ୟରେ ଯେପରି କଡା ସୁରକ୍ଷା ରଖାଯିବ ଓ କୋଭିଡ଼ି-୧୯ର ସୁରକ୍ଷା ପ୍ରତି ଦୃଷ୍ଟି ଦେଇ ସାମାଜିକ ଦୂରତା ପ୍ରତି କାସ ନଜର କରାଯିବ। ଗୃହ ମନ୍ତ୍ରାଳୟର ଏକ ଅଧିକାରୀ ସୋମବାରକୁ କହିଛନ୍ତି,”ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶକୁ କୁହାଯାଇଛିକି ବନ୍ଦ ସମୟରେ ଯେପରି ଶାନ୍ତି ରଖାଯାଉ। ସବୁ ବ୍ୟବସ୍ଥା ଯେପରି ଠିକ ରହୁ ଯେପରି କୌଣସି ସ୍ଥାନରେ କୌଣସି ଅସୁବିଧା ବା ଦୃଘଟଣା ନହେବ,ସେଥିପାଇଁ ତତ୍ପର।

ନୂଆ କୃଷକ ଆଇନର ବିରୋଧ କରି ଦିଲ୍ଲୀ ସୀମାରେ ହଜାର ହଜାର କୃଷକ ଗତ ୧୨ ଦିନ ହେବ ଆନ୍ଦୋଳନ କରୁଛନ୍ତି। ଅଧିକତମ କୃଷକ ପଞ୍ଜାବ, ହରିଆଣା, ଓ ଉତ୍ତରପ୍ରଦେଶର ଅଟନ୍ତି। ଏକ ସମ୍ବାଦ ସମ୍ମିଳନୀ ରେ ଯୋଗ ଦେଇ ବିଜେପି ନେତା ରବିଶଙ୍କର ପ୍ରସାଦ କହିଛନ୍ତି ୨୦୧୯ ଲୋକସଭା ନିର୍ବାଚନରେ କଂଗ୍ରେସ ଘୋଷଣା ପତ୍ରରେ କୃଷି ଉପଜ ବିପଣନ ସମିତି ଅଧିନିୟମକୁ ରଦ କରି ଓ କୃଷି ବ୍ୟାପାରକୁ ସବୁ ପ୍ରାବନ୍ଧରୁ ମୁକ୍ତିପାଇଁ ଦାବି ଥିଲା।
ପ୍ରସାଦ କହିଛନ୍ତି ରାହୁଲ ଗାନ୍ଧୀ ୨୦୧୩ରେ ସବୁ କଂଗ୍ରେସଶାସନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ନିର୍ଦେଶ ଦେଇଥିଲେ କି ସେ ଫଳ ଓ ପରିବାକୁ ଏପିଏମସି ସୁଚିରି ହଟାନ୍ତୁ ଓ ତାଙ୍କୁ ସିଧା ଖୋଲା ବଜାରରେ ବିକ୍ରି ପାଇଁ ଅନୁମତି ଦିଅନ୍ତୁ।
କେନ୍ଦ୍ରୀୟ ମନ୍ତ୍ରୀ କହିଛନ୍ତିକି ସରକାରରେ କୃଷି ମନ୍ତ୍ରୀ ରହିଥିବା ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି ପ୍ରମୁଖ ସରଦ ପବାର ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖିକରି କୃଷି କ୍ଷେତ୍ରର ନିମ୍ନ ସେକ୍ଟର ଅଧିକ ଭାଗ ବକାଲତ କରିଥିଲେ ଓ ଏପରି କରିବା ପାଇଁ ଉପଯୁକ୍ତ ବା ନୀତିଗତ ପରିବର୍ତ୍ତନର ଜରୁରୀ ଉଜାଗର କରିଥିଲେ।
କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀ, ସଙ୍କାପା ନେତା ସରଦ ପବାର, ମାକପା ମହାସଚିବ ସୀତାରମ ୟେଚୁରି, ଦ୍ରମୁକ ଅଧକ୍ଷ ଏମ କେ ଷ୍ଟାଲୀନ ,ଏବଂ ଅନେକ ନେତା ଏକ ସଂଯୁକ୍ତ ବୟାନ ଏକତ୍ରିତ କରି ଏକଦିବସିୟ ବନ୍ଦକୁ ସମର୍ଥନ କରି ଓ କେନ୍ଦ୍ର ଠୁ କୃଷକଙ୍କୁ ନ୍ୟାୟ ମାଗିଛନ୍ତି। ଏହା ମଧ୍ୟରେ ପୋଲିସ ଦିଲ୍ଲୀର ବିଭିନ୍ନ ଅଞ୍ଚଳରେ ସୁରକ୍ଷା ଆହୁରି ବଢ଼ାଇ ଦେଇଛି।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।