ଶ୍ୱଶୁରର ଖୋଲା ହୃଦୟ ଦେଖି ଭାବୁକ ହୋଇଗଲେ କନ୍ୟା,ବୋହୂକୁ ଶ୍ୱଶୁର ଦେଲା ଏହି ଗିଫ୍ଟ,ସମ୍ପୂର୍ଣ୍ଣ ଘଟଣା ଜାଣିଲେ ଚକିତ ହେବେ।

ଉତ୍ତରପ୍ରଦେଶର ଏକ ଶ୍ୱଶୁର ନିଜ ବୋହୂକୁ ବିଦାୟୀ ସମୟରେ ଗାଡି ଉପହାର ଦେଲେ। ଶ୍ୱଶୁର ତରଫରୁ ମିଳିଥିବା ଏହି ଉପହାର ପାଇ ବୋହୂ ଭାବୁକ ହୋଇଗଲେ ଓ କାନ୍ଦିବାକୁ ଲାଗିଲେ। କାନପୁରରେ ରହୁଥିବା ଏକ ବ୍ୟବସାୟୀ ନିଜ ପୁଅର ପ୍ରସ୍ତାବ କୃଷକର ଝିଅ ସହିତ ସ୍ଥିର କରିଥିଲେ। ବିବାହ ହେବା ପରେ ଯେବେ ବିଦାୟୀର ପାଳି ଆସିଲା ତେବେ ବରର ବାପା କନ୍ୟାର ଘର ବାହାରେ ଏକ ନୂଆ ଗାଡି ଆଣି ଠିଆ କରିଦେଲେ। ଯେବେ କନ୍ୟା ପଚାରିଲା କି ଏହି ଗାଡି କାହାର ଅଟେ ?ତେବେ ତାକୁ ଜଣାପଡିଲା କି ସେହି ଗାଡି ଶ୍ୱଶୁର ତାଙ୍କୁ ଉପହାର ରୂପରେ ଦେଲେ।

Google

ଅର୍ପଣ କୁମାର ନିଜ ଇଂଜିନିୟର ପୁଅ ଆଦର୍ଶରାଜଙ୍କ ବିବାହ ଗାଁର ହିଁ କୃଷକ ଚନ୍ଦ୍ରମୋହନଙ୍କ ଝିଅ ଅଞ୍ଜଳି ଦ୍ବିବେଦୀ ସହ ସ୍ଥିର କରିଥିଲେ। ମଙ୍ଗଳବାରକୁ ଅର୍ପଣ କୁମାର ବରଯାତ୍ରୀ ନେଇ ସାକେତ ନଗର ସ୍ଥିତ ଗହୋଇ ଭବନରେ ପହଞ୍ଚିଥିଲେ। ଏଠାରେ ଧୂମଧାମରେ ବିବାହ କରାଇଥିଲେ।ସେଠି ତା ପରବର୍ତ୍ତୀ ଦିନ ସକାଳେ ଅଞ୍ଜଳି ଦ୍ବିବେଦୀଙ୍କ ବିଦାୟୀ କରାଗଲା ଓ ତାଙ୍କୁ ନୂଆ ଗାଡ଼ିରେ ବସାଗଲା।

ଗାଡ଼ିରେ ବସିବା ପରେ ଅଞ୍ଜଳି ଦ୍ବିବେଦୀଙ୍କ ଶ୍ୱଶୁର ଅର୍ପଣ କୁମାର ତାଙ୍କୁ କାରର ଚାବି ଧରାଇ ଦେଲେ। ଯାହାପରେ ଅଞ୍ଜଳି ସ୍ୱାମୀଙ୍କୁ ପଚାରିଲେ କି ବାପା ସେହି ଗାଡିର ଚାବି କାହିଁକି ଦେଲେ। ଏହା ଉପରେ ସ୍ୱାମୀ କହିଲେ କି ଏହି ଗାଡି ବାପା ଉପହାରରେ ଦେଇଛନ୍ତି। ଏହାସୁଣି ଅଞ୍ଜଳି ଭାବୁକ ହୋଇଗଲେ ଓ କାନ୍ଦିବାକୁ ଲାଗିଲେ। ଶ୍ୱଶୁରଙ୍କ ତରଫରୁ ଦିଆଯାଇଥିବା ଗାଡି ଖବର ଯେମିତି ହିଁ ବନ୍ଧୁ ବାନ୍ଧବଙ୍କୁ ମିଳିଲା ତେବେ ସେମାନେ ମଧ୍ୟ ଚକିତ ହୋଇଗଲେ।

Google

ଭୌତି ନିବାସୀ ଅପର୍ଣ୍ଣ କୁମାର ତ୍ରିଦେବୀ ଗଲ୍ଲା କାରବାର ଓ ଗନ ହାଉସର ମାଲିକ ଅଟନ୍ତି। ସେ ତାଙ୍କ ବୋହୁ ଓ ପରିବାର ଲୋକଙ୍କୁ ଆଗରୁ ଜାଣିଥିଲେ। ସେ କହିଲେ କି ଆମର ବୋହୁ ବହୁତ ସଂସ୍କାରି ଅଟେ,ତାଙ୍କ ଆଗରେ ସବୁ ଧନ ଫିକା ଅଟେ। ସେ କହିଲେ କି ସେ ଜୌତୁକ ବିରୁଦ୍ଧରେ ଅଟନ୍ତି ଓ ସେ ଝିଅ ଲୋକଙ୍କ ଠାରୁ କିଛି ମାଗି ନଥିଲେ।

ବୋହୂ ଅଞ୍ଜଳି ଠାରୁ ଉପହାରରେ ଗାଡି ମଳିବାପରେ ପ୍ରତିକ୍ରିୟା ନଜର କରାଗଲା,ତ ଅଞ୍ଜଳି କହିଲେ କି ପ୍ରଥମେ ତ ତାଙ୍କୁ କିଛି ବୁଝାପଡ଼ିଲା ନାହିଁ କି କାହିଁକି ତାଙ୍କୁ ଚାବି ଦିଆଗଲା । କାର ଭିତରେ ବସିଥିବା ପତି କହିଲେ କି ଏହି କାର ବାପା ତାଙ୍କୁ ଗିପ୍ଟରେ ଦେଇଛନ୍ତି। ଏହା ଜାଣି ମୁଁ କାନ୍ଦିଲି। ଅଞ୍ଜଳି କହିଛନ୍ତି କି ସେ ନିଜକୁ ଖୁବ ଭାଗ୍ୟବତୀ ମାନନ୍ତି ଯେ ତାଙ୍କୁ ଏପରି ଶଶୁର ଘର ମିଳିଛି। ଭଗବାନ ଏମିତି ଶଶୁର ଘର ସମସ୍ତ ଝିଅଙ୍କୁ ଦାନ କରନ୍ତୁ।

Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *