ଯୁବରାଜ ସିଂ ଗି-ର-ଫ ହେବାରୁ ବଞ୍ଚିବା ପାଇଁ କଲେ ଏହି କାମ। ଚାରିଆଡେ ହେଉଛି ଭାଇରଲ। ଜାଣନ୍ତୁ ସମ୍ପୂର୍ଣ୍ଣ ଖବର।

ଟିମ ଇଣ୍ଡିଆର ପୂର୍ବ ବ୍ୟାଟ୍ସମ୍ୟାନ ଯୁବରାଜ ସିଂ ପୂର୍ବ ବର୍ଷ ଦଳିତ ସମାଜକୁ ନେଇ କରିଥିବା ଅପମାନ ଜନକ ଟିପ୍ପଣୀ କୁ ନେଇ ହେବାକୁ ଥିବା ଗିରଫ ଠାରୁ ବଞ୍ଚିବା ପାଇଁ ପଞ୍ଜାବ ଆଉ ହରିୟାଣା ହାଇ କୋର୍ଟରେ ଏକ ମାମଲା ଦାଖଲ କରିଛନ୍ତି। ଏଥିରେ କେଶ ଫେରେଇ ନେବା ପାଇଁ ତଥା ହାଁସି ପୋଲିସ ନିଜର ମାମଲା ଖାରଜ କରିବା କଥା ଲେଖା ଯାଇଛି। ଏହି ମାମଲାରେ ଗୁରୁବାର ଚଣ୍ଡୀଗଡ଼ରେ ଶୁଣାଣି ହେବ। ଯୁବରାଜଙ୍କ ଉପରେ କୋର୍ଟର ଆକ୍ସନ ପରେ ହରିୟାଣା ପୋଲିସ ଏସ ସି ଏସ୍ଟି ଆକ୍ଟ ଦ୍ୱାରା ହାଁସି ଥାନାରେ କେଶ ଦର୍ଜ କରିଥିଲା।

Google

ଆପଣଙ୍କୁ କହି ରଖୁଛୁ କି ଓକିଲ, ତଥା ନେସନାଲ ଏଲାୟାନ୍ସ ଆଉ ଦଳିତ ହ୍ୟୁମାନ ରାଇଟସର ସଂଯୋଜକ ରଜତ କଲସନ ପୂର୍ବ ବର୍ଷ ୨ ଜୁନକୁ ଯୁବରାଜଙ୍କ ବିପକ୍ଷରେ କମ୍ପ୍ଲେନ ଦେଇ ଥିଲେ। ଏହା ଭିତରେ ସେମାନଙ୍କ ଉପରେ ଦଳିତ ମାନଙ୍କ ଉପରେ ଅପମାନ ଜଣକ ଟିପ୍ପଣୀ କରିବାର ଆରୋପ ଲାଗିଥିଲା। ମାତ୍ର ଆଠ ମାସ ବିଟିଯିବା ପରେ ବି ହରିୟାଣା ପୋଲିସ ତାଙ୍କ ଉପରେ କିଛି ଆରୋପ ଲଗାଇ ନଥିଲା କି ତାଙ୍କ ବିପକ୍ଷରେ କିଛି କମ୍ପ୍ଲେନ ଦର୍ଜ କରି ନଥିଲା। ଏହାକୁ ନେଇ କଲସନ କୋର୍ଟ ଯାଇଥିଲେ ଆଉ କୋର୍ଟ ସଖତି ପରେ ପୋଲିସ ଆଇପିସି ତଥା ଏସ ସି ଏସ୍ଟି ଆକ୍ଟ ଦ୍ୱାରା ତାଙ୍କ ଉପରେ ସଙ୍ଗୀନ ଧାରା ଦ୍ୱାରା ଏକ କମ୍ପ୍ଲେମ ଦର୍ଜ କରିଥିଲା। ଏବେ ଏହାଠାରୁ ବଞ୍ଚିବା ପାଇଁ ଯୁବରାଜ ମାଙ୍ଗ କରିଛନ୍ତି। ଏହା ଉପରେ ରଜତ କହିଛନ୍ତି କି ସେ ନିଜର ମତାମତ ରଖିବେ ଆଉ ଯୁବରାଜଙ୍କୁ ଗିରଫ କରିବା ପାଇଁ ଆଉ ଅଦାଲତ ପାଖରେ ଗୁଜାରିସ କରିବେ।

Google

କଣ ଅଟେ ପୁରା ମାମଲା: ପ୍ରକୃତରେ ଯୁବରାଜ ସିଂ ଭାରତୀୟ ଟିମର ଓପନର, ରୋହିତ ଶର୍ମାଙ୍କ ସହ ଇଂସ୍ତାଗ୍ରାମରେ ଲାଇଭ ଚାଟ କରୁଥିଲେ ଯାହା ଭିତରେ କି ସେ ଜାତିସୁଚକ ଶବ୍ଦର ବ୍ୟବହାର କରିବାର ନଜର ଆସିଥିଲେ। ଏହି ଭିତରେ ସେ କ୍ରିକେଟର ୟୁଜଭେନ୍ଦ୍ର ଚାହଲଙ୍କୁ କମେଣ୍ଟ କରିବାକୁ ଯାଇ ଜାତିସୁଚକ ଶବ୍ଦର ବ୍ୟବହାର କରିଥିଲେ। ଏହା ପରେ ସୋସିଆଲ ମିଡିଆରେ ପୁରା ବବଲ ହେଇଯାଇଥିଲା। ଲୋକଙ୍କ ରାଗର ମାପ ଏହି କଥାରୁ ଲଗା ଯାଇପାରେ କି ସୋସିଆଲ ମିଡିଆରେ #ଯୁବରାଜ କ୍ଷମା ମାଗ ହ୍ୟାସ ଟ୍ୟାଗ ବହୁତ ଟ୍ରେଣ୍ଡିଙ୍ଗରେ ଥିଲା। ଏହାପରେ ଯୁବରାଜଙ୍କୁ ମଧ୍ୟ କ୍ଷମା ମାଗିବାକୁ ପଡ଼ିଥିଲା।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *