ଦୀପାବଳି ଅଫର: ଫ୍ଲିପକାର୍ଟର ବିକ୍ରି ଆଜିଠୁ ଆରମ୍ଭ, ବହୁତ ଶସ୍ତାରେ ମିଳୁଛି ଆପଣଙ୍କ ଆବଶ୍ୟକୀୟ ଜିନିଷ ।

ଫ୍ଲିପକାର୍ଟ ବଡ଼ ଦୀପାବଳି ବିକ୍ରି ଆଜିଠୁ ଆରମ୍ଭ ହେଉଛି ଓ ଏହା ୪ ନଭେମ୍ବର ପର୍ଯ୍ୟନ୍ତ ଚାଲିବ। ସେହିପରି ପ୍ଲସ ମେମ୍ବର ମାନଙ୍କ ପାଇଁ ଏହି ଅଫର କାଲି ରାତି ୧୨ ରୁ ଆରମ୍ଭ ହୋଇସାରିଛି।

Google

ଫ୍ଲିପକାର୍ଟର ବିଗ ବିଲିୟନ ଦିନ ବିକ୍ରି ପରେ ବିଗ ଦୀପାବଳି ବିକ୍ରି ଆଜିଠୁ ଆରମ୍ଭ ହେବାକୁ ଯାଉଛି। ଏହି ବିକ୍ରି ଦୀପାବଳି ପୂର୍ବରୁ ୪ ନଭେମ୍ବର ପର୍ଯ୍ୟନ୍ତ ଚାଲିବ। ଏହି ଅଫରରେ ଆପଣଙ୍କ ଆବଶ୍ୟକୀୟ ସବୁ ଜିନିଷ ଶସ୍ତା ଦାମରେ ମିଳିବ।ଯଦି ଆପଣ ବିଗ ବିଲିୟନ ଦିନ ବିକ୍ରିର ଫାଇଦା ଉଠାଇ ନାହାଁନ୍ତି ତେବେ ଆପଣଙ୍କ ପାଖେ ରିହାତି ସହ ଜିନିଷ କିଣିବା ପାଇଁ ଆଉ ଏକ ମୌକା ଅଛି । ଏହି ବିକ୍ରିରେ ଆପଣ ଇଲୋଟ୍ରୋନିକ୍ସ ଏପ୍ଲାୟର୍ସ, ମୋବାଇଲ ଲ୍ୟାପଟପ ସହ କପଡା ବି ରିହାତି ସହ କିଣିପାରିବେ।

ଏହି ଅଫର ହେବ ଉପଲବ୍ଧ:-

ଫ୍ଲିପକାର୍ଟର ଏହି ବଡ଼ ଦୀପାବଳି ବିକ୍ରିରେ ଫ୍ଲିପକାର୍ଟର ପ୍ଲସ ମେମ୍ବରଙ୍କୁ ପ୍ରଥମେ କିଣିବା ପାଇଁ ମୌକା ମିଳିବ। ପ୍ଲସ ମେମ୍ବର ମାନଙ୍କ ପାଇଁ ଏହି ଅଫର କାଲି ରାତି ୧୨ ରୁ ଆରମ୍ଭ ହୋଇସାରିଛି। ଫ୍ଲିପକାର୍ଟର ଅନୁସାରେ ଏସବିଆଇ, ଆଇସିଆଇସିଆଇ ବ୍ୟାଙ୍କ, ଏଚଡ଼ିଏଫସି, ଓ ଆକ୍ସିସ ବ୍ୟାଙ୍କ କାର୍ଡ଼ରେ ଜିନିଷ କିଣିବା ଦ୍ଵାରା ନୋ ଫାଷ୍ଟ ଇଏମଆଇ ର ଅଫର ମିଳିବ। ସେହିପରି ଡେଭିଡ଼ କାର୍ଡ଼ରେ ବି ଇଏମଆଇ ଅଫର ଉପଲବ୍ଧ ହେବ।

Google
ଏହା ଉପରେ ମିଳିବ ରିହାରି:-

ଫ୍ଲିପକାର୍ଟର ବିକ୍ରିରେ ସ୍ମାର୍ଟଫୋନ ଉପରେ ବଡ଼ ରିହାରି ମିଳିବ। ଏଥିରେ ଗ୍ରାହକ ୭୦,୦୦୦ ଵାଲା LG G୮X dual ଫୋନ କୁ ୨୪, ୯୯୦ ଟଙ୍କାରେ କିଣିପାରିବେ।ଏହା ସହିତ ୨୭,୯୯୦ ବାଲା Vivo V ୨୦ କୁ ଏହି ଅଫରରେ ୨୪,୯୯୦ ଟଙ୍କାରେ କିଣିବାର ମୌକା ମିଳିବ।ସେହିପରି Samsung galaxy f41  ର ମୂଲ୍ୟ ୧୯,୯୯୯ ଅଟେ କିନ୍ତୁ ଏହି ଅଫରରେ ତାହା ୧୫,୪୯୯ ଟଙ୍କାରେ ଆପଣ କିଣିପାରିବେ। କେବଳ ଏତିକି ନୁହେଁ ସ୍ମାର୍ଟଫୋନ ଛଡା ଅନ୍ୟ ଇଲୋଟ୍ରୋନିକ୍ସ ଆଇଟମ ଯେପରି ଟିଭି, ଲ୍ୟାପଟପ, ସ୍ପିକର, କ୍ୟାମେରା, ଓ ହେର୍ଡଫୋନ ଉପରେ ମଧ୍ୟ ରିହାତି ମିଳିବ। ଆପଣ ଏହି ବିକ୍ରିରେ ରୋଷେଇ ସାମଗ୍ରୀ ମଧ୍ୟ ଶସ୍ତାରେ କିଣିପାରିବେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *