“ଆତ୍ମନିର୍ଭର ଭାରତ” ପ୍ୟାକେଜ୍ ର ଶେଷ କିସ୍ତି ଗରିବ, ଶ୍ରମିକ, ସ୍ଵାସ୍ଥ ଓ ଶିକ୍ଷା ପାଇଁ ବଡ ଘୋଷଣା ।

"ଆତ୍ମନିର୍ଭର ଭାରତ" ପ୍ୟାକେଜ୍ ର ଶେଷ କିସ୍ତି ଗରିବ, ଶ୍ରମିକ, ସ୍ଵାସ୍ଥ ଓ ଶିକ୍ଷା ପାଇଁ ବଡ ଘୋଷଣା, Nitidina, Odisha, News, Real Story, Health Tips, Life style, Daily Living, Tips, Job Updates, Yoga, Meditation, Stay Healthy, Save Tree, Save Life, Extended Lockdown, today fm nirmala sitharaman announced last day atmanirbhara bharat package

“ଆତ୍ମନିର୍ଭର ଭାରତ” ପ୍ୟାକେଜ୍ ର ଶେଷ କିସ୍ତି ଗରିବ, ଶ୍ରମିକ, ସ୍ଵାସ୍ଥ ଓ ଶିକ୍ଷା ପାଇଁ ବଡ ଘୋଷଣା ।

ପ୍ରଧାନମନ୍ତ୍ରୀଙ୍କ “ଆତ୍ମନିର୍ଭର ଭାରତ” ପ୍ୟାକେଜ୍ ର ଶେଷ କିସ୍ତି ଘୋଷଣା କଲେ ଅର୍ଥମନ୍ତ୍ରୀ ।

ପ୍ରଧାନମନ୍ତ୍ରୀଙ୍କ “ଆତ୍ମନିର୍ଭର ଭାରତ” ପ୍ୟାକେଜ୍ ୫ମ କିସ୍ତି ଘୋଷଣା କରୁଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସତୀରମଣ । ପ୍ରଧାନମନ୍ତ୍ରୀଙ୍କ “ଆତ୍ମନିର୍ଭର ଭାରତ” ପ୍ୟାକେଜ୍ ର ଶେଷ କିସ୍ତି ଘୋଷଣା କଲେ ଅର୍ଥମନ୍ତ୍ରୀ । ଦେଶ ଆଜି ବିଭିନ୍ନ ସଙ୍କଟ ଦେଇ ଗତି କରୁଛି । ସଙ୍କଟକୁ ସୁଯୋଗ ଭାବିବା ଦରକାର ବୋଲି କହିଛନ୍ତି । ଅର୍ଥ ସଙ୍କଟ ସତ୍ତ୍ୱେ ଆମକୁ ଆଗକୁ ବଢିବାକୁ ହେବ । ଆମକୁ ଆତ୍ମନିର୍ଭରଶୀଳ ଭାରତ ଗଠନ କରିବାକୁ ହେବ ବୋଲି କହିଛନ୍ତି ।

"ଆତ୍ମନିର୍ଭର ଭାରତ" ପ୍ୟାକେଜ୍ ର ଶେଷ କିସ୍ତି ଗରିବ, ଶ୍ରମିକ, ସ୍ଵାସ୍ଥ ଓ ଶିକ୍ଷା ପାଇଁ ବଡ ଘୋଷଣା, Nitidina, Odisha, News, Real Story, Health Tips, Life style, Daily Living, Tips, Job Updates, Yoga, Meditation, Stay Healthy, Save Tree, Save Life, Extended Lockdown, today fm nirmala sitharaman announced last day atmanirbhara bharat package
“ଆତ୍ମନିର୍ଭର ଭାରତ” ପ୍ୟାକେଜ୍ ର ଶେଷ କିସ୍ତି

ଗରିବ କଲ୍ୟାଣ ଯୋଜନାରେ ଲୋକଙ୍କ ଖାତାକୁ ଟଙ୍କା ଯାଇଛି । ଗରିବ କଲ୍ୟାଣ ଯୋଜନାରେ ୨୦ କୋଟି ଲୋକଙ୍କ ଖାତାକୁ ଟଙ୍କା ପଠା ଯାଇଛି । ୮.୯୧ କୋଟି ଶ୍ରମିକଙ୍କ ଖାତାକୁ ଦୁଇ ଦୁଇ ହଜାର ଲେଖାଏଁ ଟଙ୍କା ପଠା ଯାଇଛି । ୮.୯୧ କୋଟି ଶ୍ରମିକଙ୍କ ବାବଦକୁ ୧୬,୩୯୪ କୋଟି ଖର୍ଚ୍ଚ କରାଯାଇଛି । ୨୦ କୋଟି ମହିଳାଙ୍କ ଜନ ଧନ ଆକାଉଣ୍ଟକୁ ୧୦ ହଜାର କୋଟି ଟଙ୍କା ପଠା ଯାଇଛି । ପ୍ରବାସୀ ଶ୍ରମିକଙ୍କ ଉପରେ ଆମର ସ୍ୱତନ୍ତ୍ର ଦୃଷ୍ଟି ରହିଛି ବୋଲି କେନ୍ଦ୍ର ଅର୍ଥମନ୍ତ୍ରୀ କହିଛନ୍ତି । ନିର୍ମାଣ ଶ୍ରମିକଙ୍କ ଖାତାକୁ ୫୦.୩୫ କୋଟି ଟଙ୍କା ପଠା ଯାଇଛି । ୧୨ ଲକ୍ଷରୁ ଅଧିକ ଇପିଏଫ୍ ଖାତା ଧାରୀ ଲାଭବାନ୍ ହେବେ ବୋଲି କହିଛନ୍ତି ।

ଉଜ୍ଜଳା ଯୋଜନାରେ ଗରିବ ମାନଙ୍କୁ ମାଗଣାରେ ସିଲିଣ୍ଡର ବଣ୍ଟନ କରାଯାଇଛି । ଗରିବ ଲୋକଙ୍କୁ ୬ କୋଟି ୮୧ ଲକ୍ଷ ସିଲିଣ୍ଡର ବଣ୍ଟା ଯାଇଛି । NSAP (National Social Assistance Scheme) ଲାଭାର୍ଥିଙ୍କୁ ପ୍ରଥମ ଦଫାରେ ୧,୪୦୫ କୋଟି ଦିଆଯାଇଛି । NSAP ଲାଭାର୍ଥିଙ୍କୁ ଦ୍ୱିତୀୟ ଦଫାରେ ୧,୪୦୨ କୋଟି ଦିଆଯାଇଛି । NSAP ଲାଭାର୍ଥିଙ୍କ ବାବଦ କୁ ୩ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି କହିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ।

ସ୍ୱାସ୍ଥ୍ୟ ବିଭାଗ ପାଇଁ ୧୫ ହଜାର କୋଟିର ପ୍ୟାକେଜ ଘୋଷଣା 

ସ୍ୱାସ୍ଥ୍ୟ ବିଭାଗ ପାଇଁ ୧୫ ହଜାର କୋଟିର ପ୍ୟାକେଜ ଘୋଷଣା କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ । ଟେଷ୍ଟିଂ ଓ ଲ୍ୟାବ୍ କିଟ୍ ପାଇଁ ୫୫୦ କୋଟିର ପ୍ୟାକେଜ ଘୋଷଣା କରିଛନ୍ତି । ପ୍ରତ୍ୟେକ ସ୍ୱାସ୍ଥ୍ୟ କର୍ମଚାରୀଙ୍କ ଲାଗି ୫୦ ଲକ୍ଷର ବୀମା ଯୋଜନା କରାଯାଇଛି । କରୋନା ମୁକାବିଲା ପାଇଁ ରାଜ୍ୟମାନଙ୍କୁ ୪୧୧୩ କୋଟି ଟଙ୍କା ପ୍ରଦାନ କରାଯାଇଛି । ଜରୁରୀ ସେବା ପାଇଁ ୩,୭୫୦ କୋଟିର ସହାୟତା ପ୍ରଦାନ କରାଯାଇଛି ।

"ଆତ୍ମନିର୍ଭର ଭାରତ" ପ୍ୟାକେଜ୍ ର ଶେଷ କିସ୍ତି ଗରିବ, ଶ୍ରମିକ, ସ୍ଵାସ୍ଥ ଓ ଶିକ୍ଷା ପାଇଁ ବଡ ଘୋଷଣା, Nitidina, Odisha, News, Real Story, Health Tips, Life style, Daily Living, Tips, Job Updates, Yoga, Meditation, Stay Healthy, Save Tree, Save Life, Extended Lockdown, today fm nirmala sitharaman announced last day atmanirbhara bharat package
Google
ଗ୍ରାମୀଣ ସ୍ତରରେ ସ୍ୱାସ୍ଥ୍ୟ ସେବାକୁ ଫୋକସ୍

ଗ୍ରାମୀଣ ସ୍ତରରେ ସ୍ୱାସ୍ଥ୍ୟ ସେବାକୁ ଫୋକସ୍ କରାଯିବ ବୋଲି କହିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ସବୁ ଜିଲ୍ଲାରେ ଲ୍ୟାବ୍ ବଢାଇବାକୁ ଗୁରୁତ୍ୱ ଦିଆଯିବ ବୋଲି କହିଛନ୍ତି । ସବୁ ଜିଲ୍ଲାରେ ମେଡିକାଲରେ ସଂକ୍ରମଣ ରୋଗ ବ୍ଲକ୍ ତିଆରି ହେବ ବୋଲି କହିଛନ୍ତି । ସାର୍ଵଜନୀନ ସ୍ୱାସ୍ଥ୍ୟ ସେବାକୁ ଅଧିକ ଫୋକସ୍ କରାଯିବ ବୋଲି କହିଛନ୍ତି ଅର୍ଥମନ୍ତ୍ରୀ ।

ମନରୋଗା ପାଇଁ ଅତିରିକ୍ତ ୪୦ ହଜାର କୋଟି 

ମନରୋଗା ପାଇଁ ମୋଟ୍ ୬୧ ହଜାର କୋଟି ଟଙ୍କାର ବଜେଟ୍ ଘୋଷଣା । ଅତିରିକ୍ତ ୪୦ ହଜାର କୋଟି ସହ ୬୧ ହଜାର କୋଟି ଟଙ୍କାର ବଜେଟ୍ ।

ପିଏମ୍ ଇ-ବିଦ୍ୟା କାର୍ଯ୍ୟକ୍ରମ “ଆତ୍ମନିର୍ଭର ଭାରତ” ପ୍ୟାକେଜ୍ ର ଶେଷ କିସ୍ତି ଗରିବ ଶ୍ରମିକ ସ୍ଵାସ୍ଥ ଓ ଶିକ୍ଷା ପାଇଁ ବଡ ଘୋଷଣା ।

ପିଏମ୍ ଇ-ବିଦ୍ୟା କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯିବ । ସ୍କୁଲ ଶିକ୍ଷାକୁ ଆଧାର କରି ଦୀକ୍ଷା ପ୍ଲଟଫର୍ମର ଯୋଜନା । ଦଶମରୁ ଦ୍ଵାଦଶ ଶ୍ରେଣୀ ପର୍ଯ୍ୟନ୍ତ ‘ୱାନ୍ କ୍ଲାସ୍ ୱାନ୍ ଚ୍ୟାନେଲ’ ହେବ । ଦିବ୍ୟାଙ୍ଗ ପିଲାଙ୍କୁ ଅନଲାଇନ୍ ରେ ପଢ଼ିବା ପାଇଁ ବ୍ୟବସ୍ଥା । ସର୍ବୋଚ୍ଚ ୧୦୦ଟି ବିଶ୍ୱବିଦ୍ୟାଳୟକୁ ଅନଲାଇନ୍ କୋର୍ସ ଲାଗି ମଞ୍ଜୁରୀ । ପିଲାମାନଙ୍କ ପାଇଁ ‘ମନୋଦର୍ପନ ଯୋଜନା’ ଆରମ୍ଭ ହେବ । ଏମିତି ସବୁବେଳେ ସମସ୍ତ ଖବର ପ୍ରତିଦିନ ପଢିବା ପାଇଁ ତଳେ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏହି ପୋଷ୍ଟକୁ ଅଧିକ ଅଧିକ ସେୟାର କରନ୍ତୁ ।

About admin

Blog sharing Information & Tips about Travelling Tips, Health Tips, Daily Living Life, Life Style, Trends and more to help people to Enjoy the beautiful Life.

View all posts by admin →

Leave a Reply

Your email address will not be published. Required fields are marked *