ଫୁଟପାତରେ ଗଛ ବିକୁଥିବା ଅଙ୍କଲଙ୍କର ବଦଳିଗଲା ଜୀବନ, ସାହାଯ୍ୟକୁ ଆଗକୁ ଆଣିଲେ ଲୋକ।

ସୋସିଆଲ ମିଡିଆ ଦ୍ଵାରା ବଦଳିଗଲା ଜୀବନ। କେବେ ଦିଲ୍ଲୀର “ବାବା କା ଢାବା” ତ କେବେ ଆଗ୍ରାରେ କଂଜିବାଡ଼ା ବିକୁଥିବା ବାବା ଭଳି ବିକୁଥିବା ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହେଲା। ଭାଇରାଲ ହେବାପରେ ଦିଲ୍ଲୀର ଲୋକ “ବାବା କା ଢାବା” ର ଅଙ୍କଲଙ୍କୁ ସହାୟତା କଲେ ଓ ରାତାରାତି ତାଙ୍କ ଜୀବନ ବଦଳିଗଲା।ପର ଦିନ ତାଙ୍କ ଢ଼ାବା ଆଗରେ ଭିଡ଼ ଲାଗିଗଲା। “ବାବା କା ଢାବା” କୁ ସାହାଯ୍ୟ ପରେ ଯେପରି କେହି ଛୋଟ ବେଂଡ଼ର୍ସ ପାଇଁ ସୋସିଆଲ ମିଡିଆରେ ସାହାଯ୍ୟ ପାଇଁ କୁହାଗଲା।ଲୋକମାନେ ଏହି ସବୁ ସାହାଯ୍ୟକୁ ଗମ୍ଭୀରତା ସହ ନେଲେ ଓ ଆଗକୁ ଆସି ସାହାଯ୍ୟର ହାତ ବଢ଼ାଇଲେ।

Google

ଗଛ ବିକୁଥିବା ଅଙ୍କଲଙ୍କୁ ସାହାଯ୍ୟ:-

ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ସବୁ ଲୋକ ଆଗ୍ରାରେ କଂଜିବାଡ଼ା ବିକୁଥିବା ବାବାଙ୍କୁ ସାହାଯ୍ୟ କରିବାକୁ ଆସିଲେ। କେବେ ଆଗ୍ରାର ରୁଟି ବାଲି ମାଙ୍କୁ ସାହାଯ୍ୟ କରାଗଲା ତ କେବେ ଫରିଦାବାଦ -ଦ୍ବାରକାରେ ମଜବୁରୀରେ କାମ କରୁଥିବା ବୃଦ୍ଧ ମାନଙ୍କୁ ସାହାଯ୍ୟ କରାଗଲା। ଏବେ ଲୋକମାନେ ବେଙ୍ଗଲୁରୁର ସଡ଼କରେ ଗଛ ବିକ୍ରିକରୁଥିବା ଅଙ୍କଲଙ୍କୁ ସାହାଯ୍ୟ କରିବା ପାଇଁ ଆଗକୁ ଆସିଲେ ଓ ତାଙ୍କ ଜୀବନ ବଦଳାଇଦେଲେ।

Google
ବାବାଙ୍କ ସାହାଯ୍ୟ ଆରମ୍ଭ କରିଦେଲା ସ୍ରୋତ-

କିଛି ଦିନ ତଳେ ବେଙ୍ଗଲୁରୁର ସଡ଼କ ସିଗ୍ନାଲ ପାଖରେ ବସି ଗଛ ବିକୁଥିବା ଦେଖାଯାଇଥିଲା। ନ୍ୟୁଜ ଇଣ୍ଡିଆନ ପାଇ କାମକରୁଥିବା ଅଶ୍ୱନି ଶ୍ରୀପଦ ଟ୍ୱିଟ କରି ଏହି କାହାଣୀକୁ ପୋଷ୍ଟ କରୁଥିଲେ । କିଛି ଦିନ ତଳେ ଅଙ୍କଲଙ୍କ ଫଟୋ ଭାଇରାଲ ହେଉଥିଲା। କାହାଣୀ ସାମ୍ନାକୁ ଆସିବା ପରେ ସୋସିଆଲ ମିଡିଆ ୟୁଜର୍ସ ପତିକ୍ରିୟା ଆରମ୍ଭ କରିଦେଇଥିଲେ ଓ ବାବାଙ୍କୁ ସାହାଯ୍ୟ ପାଇଁ ଦାବି କରିଥିଲେ। କିଛି ଲୋକ ବାବାଙ୍କୁ ସାହାଯ୍ୟ କରିବେ ବୋଲି କହିଥିଲେ। ସେଲିବ୍ରେଟି ବି ତାଙ୍କୁ ସହାୟତା ପାଇଁ ମନ ବଳେଇ ଆଗକୁ ଆସିଛନ୍ତି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *