ସିଲଭରଷ୍ଟୋନ ଏହି ନିଲାମୀ ପାଇଁ ନିଜ ଫେସବୁକ ଆକାଉଣ୍ଟରେ ପୋଷ୍ଟ ଦେଲା। ଫେସବୁକ ପୋଷ୍ଟରେ କୁହାଗଲା କି ଆମ ଅଟୋମୋବାଇଲ ସେଲ ଚାଲୁଅଛି ଓ ରେଜିଷ୍ଟ୍ରେସନ ସଂଖ୍ୟା “O ୧୦” ୧୨୮୮୦୦ ପୋଡ଼ରେ ବିକା ଯାଇଛି।

ଅନେକ ସମୟରେ ଆପଣ କାର ବା ବାଇକ ପାଇଁ ମନପସନ୍ଦ ନମ୍ବର ପ୍ଲେଟ ପାଇଁ ପଇସା ଖର୍ଚ୍ଚ କରୁଥିବା ଆପଣ ଦେଖିଥିବେ। ଏହି ପରି ଏବେ ଜଣେ ବ୍ୟକ୍ତି” O ୧୦” ନାମକ ଲାଇସନ୍ସ ନମ୍ବର ପ୍ଲେଟ ପାଇଁ ୧୨୬ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି। ଏହା ପଛରେ ଏକ ବଡ଼ କାରଣବି ଅଛି। ନିଜ ଦାଦାଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ଉଦ୍ଧେଶ୍ୟରେ ଇଂଲଣ୍ଡର ଜଣ ବ୍ୟକ୍ତି ଏତେ ଟଙ୍କା ଖର୍ଚ୍ଚ କରିଛନ୍ତି। ଏତେ ଟଙ୍କା ଦେଇ ମନପସନ୍ଦ ନମ୍ବର ପ୍ଲେଟ କିଣିବା ପଛର ତଥ୍ୟ ମଧ୍ୟ ସେ ପ୍ରକାଶିଛନ୍ତି।
Motori.com ର ଏକ ରିପୋର୍ଟ ଅନୁସାରେ ଏହି ବ୍ୟକ୍ତି ଜଣଙ୍କ କହିଛନ୍ତି କି ୧୯୦୨ରେ ବର୍ମୀଘମରେ ଯେବେ ଏହି ପ୍ଲେଟ ଜାରି ହୋଇଥିଲା ଏହାକୁ ନେଇଥିବା ୧୦ ମ ବ୍ୟକ୍ତି ତାଙ୍କ ଦାଦା ଥିଲେ। ଦାଦାଙ୍କ ନାମ ଚାଲର୍ସ ଥାମ୍ପସନ ଅଟେ ଓ ତାଙ୍କ ଜନ୍ମ ୧୮୭୪ରେ ହୋଇଥିଲା। ସେ ବର୍ମୀଘମରେ ହିଁ ଷ୍ଟେସନାରୀ ବ୍ୟାପାରି ଥିଲେ। ଚାଲର୍ସଙ୍କ ମୃତ୍ୟୁ ପରେ ତାଙ୍କ ପୁଅ ବୈରି ୧୯୫୫ ପ୍ଲେଟର ମାଲିକ ହୋଇଗଲା।ତାଙ୍କୁ ବି”O ୧୦” ପ୍ଲେଟ ବହୁତ ଭଲ ଲାଗୁଥିଲା।
୨୦୧୭ରେ ବୈରିଙ୍କର ମଧ୍ୟ ମୃତ୍ୟୁ ହୋଇଗଲା ଓ ତାଙ୍କ ପରିବାରକୁ ସ୍ଥାନୀୟ ଡ୍ରାଇଭର୍ସ ଓ ବାହାନ ଲାଇସେନ୍ସସିଙ୍ଗ ଏଜେନ୍ସି (DVLA) ରିଷ୍ଟେସନ ସାର୍ଟିଫିକେଟ ଜାରିକରିଦେଲା। ବୈରି Austin A35 ,ମିନି, Ford Cortina ଓ Jaguar ପାଇଁ ସେହି ପ୍ଲେଟର ବ୍ୟବହାର କରିଥିଲେ। ଯାହା ଏହି ବର୍ଷ ୧୩ ନଭେମ୍ବର ପର୍ଯ୍ୟନ୍ତ ସକ୍ରିୟ ନଥିଲା। ତାହାକୁ ଫେରାଇବାର ଆବଶ୍ୟକ ଥିଲା।

ଏହା ପରେ ଏକ ସିଲଭରଷ୍ଟୋନ ନିଲାମୀର ଏହାକୁ ୧୨୬ କୋଟି ଟଙ୍କାରେ ସେହି ନମ୍ବର ପ୍ଲେଟ ବିକ୍ରି କରାଗଲା।ସିଲଭରଷ୍ଟୋନ ଏହି ନିଲାମୀ ପାଇଁ ନିଜ ଫେସବୁକ ଆକାଉଣ୍ଟରେ ପୋଷ୍ଟ ଦେଲେ। ଫେସବୁକ ପୋଷ୍ଟରେ କୁହାଗଲା କି ଆମ ଅଟୋମୋବାଇଲ ସେଲ ଚାଲୁଅଛି ଓ ରେଜିଷ୍ଟ୍ରେସନ ସଂଖ୍ୟା “O ୧୦” ୧୨୮୮୦୦ ପୋଡ଼ରେ ବିକା ଯାଇଛି। ଏହା ମଧ୍ୟ କୁହାଯାଇଥିଲା କି ଏହି ନମ୍ବର ପ୍ଲେଟ ୧୯୦୨ ପରେ ପ୍ରଥମଥର ମାର୍କେଟକୁ ଆସିଛି।ଯେଉଁ ବ୍ୟକ୍ତି ଜଣକ ଏତେ ପଇସା ଦେଇ ଏହାକୁ କିଣିଛନ୍ତି ତାଙ୍କ ବିଷୟରେ ଅଧିକ ତଥ୍ୟ ଦିଆଯାଇନାହିଁ। ଏହାର ଅର୍ଥ ୧୦୦ ବର୍ଷ ପରେ ସେହି ନମ୍ବର ପ୍ଲେଟ ବଜାରକୁ ଆସିଥିଲା।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।