ଡ୍ରାଇଭିଂ ଟେଷ୍ଟ ପାଇଁ କରିସାରିଲେଣି ୩ ଲକ୍ଷ ଟଙ୍କା ଖର୍ଚ୍ଚ , ହେଲେ ଏଯାଏ ମିଳୁନି ଲାଇସେନ୍ସ। ଜାଣନ୍ତୁ ସମ୍ପୂର୍ଣ୍ଣ ଘଟଣା।

ଗାଡି ଚଲେଇବା ପାଇଁ କେବଳ ଡ୍ରାଇଭିଙ୍ଗ ଜାଣିବା ପର୍ଯ୍ୟାପ୍ତ ନୁହେଁ। ଏହା ପାଇଁ ଆପଣଙ୍କୁ ଲାଇସେନ୍ସ ମଧ୍ୟ ଦରକାର। କିଛି ଲୋକ ନିଜର ଓ ଅନ୍ୟର ଜୀବନ ବିପଦରେ ପକାଇ ବିନା ଅଥୋରିଟିରୁ ଲାଇସେନ୍ସ ପାଇଁ ଗାଡି ଚଳେଇଥାନ୍ତି। ହେଲେ ଇଂଲଣ୍ଡର ଏହି ଡ୍ରାଇଭର ଏହି କଥାକୁ ଭଲ ଭାବେ ଜାଣିଛି। ସେ ଲାଇସେନ୍ସ ପାଇବା ପାଇଁ ୧୫୭ ଥର ଚେଷ୍ଟା କଲେଣି। ହେଲେ ଲାଇସେନ୍ସ ମିଳୁନି ଆଉ ଏହା ପାଇଁ ସେ ଲକ୍ଷ ଟଙ୍କା ମଧ୍ୟ ଖର୍ଚ୍ଚ କରିସାରିଲେଣି।

Google

ନିୟମ ଓ ଆଇନ ପାଇଁ ଏତିକି ସତର୍କତା କମ ଦେଖିବାକୁ ମିଳେ। ହେଲେ ଏତେ ବାର ଫେଲ ହୋଇ ମଧ୍ୟ ସେ ପରିଶ୍ରମ କରିଛି। ହାର ମାନିନାହିଁ। ସେ ୧୫୮ ଥରରେ ଡ୍ରାଇଭିଂର ଥିଓରୀ ପାସ କରିଛନ୍ତି। ଖାସ କଥା ଏହା ଯେ ଏଥିରେ କେବ ଳ ସମୟ ଓ ପରିଶ୍ରମ ବ୍ୟର୍ଥ ଯାଇନି। ସେ ଏଥିପାଇଁ ୩ ଲକ୍ଷ ଟଙ୍କା ମଧ୍ୟ ଖର୍ଚ୍ଚ କରିସାରିଲେଣି। ହେଲେ ଲୋକେ ଏବେ ପ୍ରଶ୍ନ କରିଛନ୍ତି ସେ ଥିଓରୀ ତ ପାସ କରିଗଲେ ଏବେ ପ୍ରାକ୍ଟିକାଲ କିପରି ପାସ କରିବେ।

ଲମ୍ବା ଅଟେ ରେକର୍ଡ଼ର ଫେହରିସ୍ତ:

ଡ୍ରାଇଭିଂ ଓ ଭେଇକିଲ ଷ୍ଟେଡ଼ର୍ରସ ଏଜେନ୍ସି ତରଫରୁ ଜାରି ହୋଇଥିବା ତଥ୍ୟରୁ ଏହା ଜଣାପଡିଛି କି ଏହା ପ୍ରଥମ ଥର ନୁହେଁ ଯେବେ କୌଣସି ଲୋକ ପାସ କରିବାକୁ ଏତେ ସମୟ ଲାଗୁଛି। ଏହି ଲୋକ ପରେ ଆଉ ଏକ ମହିଳାଙ୍କ ନମ୍ବର ଆସିଛି। ଯିଏ ଥିଓରୀ ପାସ କରିବା ପାଇଁ ୧୧୭ ଥର ପ୍ରୟାସ କରିଥିଲେ। ହେଲେ ଏ ପର୍ଯ୍ୟନ୍ତ ମଧ୍ୟ ତାଙ୍କୁ ଟେଷ୍ଟରୁ ସଫଳତା ମିଳୁନାହିଁ।

Google

ଏହାପରେ ୪୮ ବର୍ଷୀୟ ମହିଳାଙ୍କ ନମ୍ବର ଆସିଛି। ସେ ତାଙ୍କ ଥିଓରୀ ପାସ କରିବା ପାଇଁ ୯୪ ଥର ଚେଷ୍ଟା କରିଥିଲେ।ସେହିପରି ପ୍ରାକ୍ଟିକାଲ କଥା କହିବାକୁ ଗଲେ ଜଣେ ୭୨ ବର୍ଷୀୟ ଲୋକ ସମସ୍ତଙ୍କୁ ଚକିତ କରିଦେଇଛନ୍ତି। ସେ ତାଙ୍କ ଲାଇସେନ୍ସ ପାଇବା ପାଇଁ ୪୩ ଥର ପ୍ରୟାସ କରିଥିଲେ।ଯେବେ କି ଏକ ୪୭ ବର୍ଷୀୟ ମହିଳା ଏବେ ମଧ୍ୟ ସଂଘର୍ଷ କରୁଛନ୍ତି। ଲୋକ ମାନଙ୍କ କହିବା କଥାନୁସାରେ ଏତେ ଥର ଫେଲ ହେବା ପରେ ଲାଇସେନ୍ସ ମିଳିବା କଷ୍ଟକର ହେବ ।ଏହାର ଓଲଟା କିଛି ଲୋକ ଲୋକଙ୍କୁ ବ୍ୟକ୍ତିର ଅପେକ୍ଷାକୁ ସଲାମ କରୁଛନ୍ତି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *