ଟି-୨୦ ବିଶ୍ୱକପ ପାଇଁ ତାଲିବାନ ଘୋଷଣା କରିବ ଆଫଗାନିସ୍ତାନର କ୍ରିକେଟ ଦଳ! କଣ ତାଲିବାନ ଖେଳିବ କ୍ରିକେଟ?

ଆଫଗାନିସ୍ତାନରେ ତାଲିବାନ ସରକାର ଆସି ସାରିଛି। ଏବେ ସାରା ଆଫଗାନିସ୍ତାନ ତାଲିବାନ ମାନଙ୍କ ହାତରେ ଅଛି ଆଉ ଏହାକୁ ପୁରା କବ୍ଜା କରିବା ପରେ ବହୁତ କିଛି ଜିନିଷ ପରିବର୍ତ୍ତନ ହେଇଯାଇଛି। ଏବେ ସଭିଙ୍କ ମନରେ ପ୍ରଶ୍ନ ଏହା ଉଠୁଛି କି ତାଲିବାନ ମାନଙ୍କ ଶାସନ କାଳରେ ଆଫଗାନିସ୍ତାନର କ୍ରିକେଟର ଭବିଷ୍ୟତ କଣ ହେବ। ମାତ୍ର ଏବେ ଟି ଟ୍ୱେଣ୍ଟି ବିଶ୍ୱକପ ପାଇଁ ମୈଦାନ ସଜା ହେଇ ସାରିଛି। ଏବେ ସବୁ ଦେଶମାନେ ତାଙ୍କ ଟିମ ମାନଙ୍କର ଘୋଷଣା କରିବାରେ ଲାଗିଛନ୍ତି। ତେବେ ସେହିଭଳି ଆଫଗାନିସ୍ତାନ ନିଜର ଟିମ ଘୋଷଣା କରିବ କି ନାହିଁ ତାହା ଉପରେ ସଭିଙ୍କର ସନ୍ଦେହ ଥିଲା। ମାତ୍ର ସେମାନେ ତାଙ୍କ ଟିମର ଘୋଷଣା କରିବାକୁ ଯାଉଛନ୍ତି।

Google

ଏହା ତାଙ୍କ ଆଫଗାନିସ୍ତାନର କ୍ରିକେଟ ବୋର୍ଡ ନିଜର ଅଫିସିଆଲ ନୋଟିସରେ ଲେଖିଛନ୍ତି କି ତାଙ୍କର ବିଶ୍ୱ କପ ପାଇଁ ଜାତୀୟ ଦଳ ୮ ସେପ୍ଟେମ୍ବର ଅଥବା ବୁଧବାର ସୁଦ୍ଧା ହି ଘୋଷଣା ହେବାକୁ ଯାଉଛି। ତେବେ ଏହି ବିଶ୍ୱ କପ ଯାହା କି ୟୁଏଇ ଆଉ ଓମାନରେ ହେବାକୁ ଯାଉଛି ତାହାପାଇ ଘୋଷଣା ଏବଠୁ ହି ହେବାକୁ ଯାଉଛି। ତେବେ ଆପଣଙ୍କ ପାଖରେ ଆମେ କହି ରଖୁଛୁ କି ଆଫଗାନିସ୍ତାନ ନିଜର ବିଶ୍ୱ କପ ମ୍ୟାଚ ଭାରତ ପାକିସ୍ତାନ, ନିଉ ଜିଲାଣ୍ଡ ତଥା ଦକ୍ଷିଣ ଆଫ୍ରିକା ସମେତ ଆହୁରି ଦୁଇଟି ଟିମ ମାନଙ୍କ ବିପକ୍ଷରେ ଖେଳିବାକୁ ଯାଉଛି।ଏହା ତାଙ୍କର ପ୍ରଥମ ମ୍ୟାଚ ୨୫ ଅକ୍ଟୋବରକୁ ଖେଳିବ।”

ପ୍ରଥମେ ଏହି ଟିମ କ୍ବାଲିଫାଏ କରିବ ଆଉ ତାହାପରେ ଏହାର ମୁକାବିଲା ବିଶ୍ୱ କପ ପାଇଁ କ୍ବାଲିଫାଏ କରୁଥିବା ଟିମ ବିପକ୍ଷରେ ହେବ। ଆଫଗାନିସ୍ତାନର ପ୍ରଥମ ମୁକାବିଲା ପାକିସ୍ତାନ ବିପକ୍ଷରେ ୨୯ ଅକ୍ଟୋବରକୁ ଏବଂ ଭାରତ ବିପକ୍ଷରେ ୩ ନଭେମ୍ବରକୁ ହେବାକୁ ଯାଉଛି।

Google

ଏହା ଆଗରୁ ଏହା ବଡ଼ ପ୍ରଶ୍ନ ଥିଲା କି ଆଫଗାନିସ୍ତାନର କ୍ରିକେଟ ବୋର୍ଡ ଯାହା କି ଏବେ ତାଲିବାନର କବ୍ଜାରେ ଅଛି ତାହା ବିଶ୍ୱ କପ ଖେଳିବ କି ନାହିଁ। ମାତ୍ର ଆଫଗାନିସ୍ତାନ କ୍ରିକେଟ ବୋର୍ଡ ଏହା ଘୋଷଣା କରି ସାରିଛି କି ଆଫଗାନିସ୍ତାନ ପୁରୁଷ ଟିମ ନିଶ୍ଚୟ ଟି ଟ୍ୱେଣ୍ଟି ବିଶ୍ୱ କପ ଖେଳିବାକୁ ଯାଉଛନ୍ତି। ଏହା ସହିତ ଏହା ଆମକୁ ଦେଖିବାକୁ ହେବ କି ଏହି ପରିସ୍ଥିତି ଭିତରେ ଏହି ଟିମ କିଭଳି ପ୍ରଦର୍ଶନ କରିବ। ତେବେ ତାଙ୍କର ଭଲ ପ୍ରଦର୍ଶନର ଆଶା କରା ଯାଉଛି।

ଆଫଗାନ ଟିମ ପ୍ରଥମେ ବିଶ୍ୱକପରେ କ୍ବାଲିଫାଏର ଖେଳିବ ଆଉ ତାହାପରେ ସେମାନେ ସେଥିରେ ସଫଳତା ପାଇବା ପରେ ନିଜର ପ୍ରଥମ ମୁକାବିଲା କ୍ବାଲିଫାଇ କରିଥିବା ଟିମ ମାନଙ୍କ ବିପକ୍ଷରେ ଖେଳିବେ। ତାହାପରେ ସେମାନେ ନିଜର ଲିଗ ଟେବୁଲ ଭାରତ ଏବଂ ପାକିସ୍ତାନ ବିପକ୍ଷରେ ଆରମ୍ଭ କରିବେ।

Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *