କରନ ଜୋହର ସମେତ ଏହି ଷ୍ଟାରମାନଙ୍କ ବଢ଼ିଲା ଚିନ୍ତା, ଫରେନ୍ସିକ ଯାଂଚରେ ହେଲା ବଡ ଖୁଲାସା ।

forensic investigation reveals big these stars including Karan Johar will face difficulties, କରନ ଜୋହର ସମେତ ଏହି ଷ୍ଟାରମାନଙ୍କ ବଢ଼ିଲା ଚିନ୍ତା, ଫରେନ୍ସିକ ଯାଂଚରେ ହେଲା ବଡ ଖୁଲାସା ।< nitidina, Bollywood, Karana Johar, Deepika Padukone, Sahid Kapoor

ନିର୍ଦେଶକ କରନ ଜୋହର ନିଜର ଏକ ପୁରୁଣା ଭିଡିଓ ପାଇଁ ବିବାଦରେ ଅଛନ୍ତି । ଏହି ଭିଡିଓ ସେ ୨୦୧୯ ରେ ନିଜ ସୋସିଆଲ ମିଡ଼ିଆ ଆକାଉଣ୍ଟରେ ପୋଷ୍ଟ କରିଥିଲେ । ଯାହାକି ତାଙ୍କ ଘରେ ହେଉଥିବା ଏକ ପାର୍ଟିର ଥିଲା । ଦୋଷ ରହିଛି କି ଏହି ପାର୍ଟିରେ ଡ୍ରଗ୍ସ ବ୍ୟବହାର ହଉଥିଲା ହେଲେ କରନ ଜୋହର ଏହାକୁ ଖଣ୍ଡନ କରିଥିଲେ ।

ଭିଡ଼ିଓରେ ୧୦ ରୁ ୧୨ ବଲିଉଡର ଷ୍ଟାର ନଜର ଆସୁଛନ୍ତି । କୁହାଯାଉଛି କି ଫରେନସିକ ରିପୋର୍ଟ ଆସିବା ପରେ ଏନସିବିର ବଡ ଅଧିକାରୀ ଏହା ଉପରେ ବୈଠକ କରିଛନ୍ତି । ଏବେ ଫରେନସିକ ଟିମ କରଣଙ୍କ ପାର୍ଟି ଉପରେ ନିଜର ରିପୋର୍ଟ ଦାଖଲ କରିଛି ।

Karan Johar's party stars will face difficulties! This big disclosure in the  forensic report - ClickFeeds
Google
NCB ଅନ୍ୟ ଷ୍ଟ୍ରାରଙ୍କୁ ପଚରା ଉଚରା ପାଇଁ ଡାକିପାରେ:

କରନ ଜୋହାରଙ୍କ ଘରେ ୨୮ ଜୁଲାଇ ୨୦୧୯ ରେ ହୋଇଥିବା ପାର୍ଟିର ଫରେନସିକ ରିପୋର୍ଟ ଏନସିବି ହାତରେ ଲାଗିଛି । ଫରେନସିକ ରିପୋର୍ଟରୁ ଜଣାପଡିଛି ଭିଡିଓ ସହ କିଛି ଛେଡ ଛାଡ଼ କରାଯାଇନାହିଁ । ଏବେ ଏହି ଭିଡିଓ କୁ ନେଇ ଏସଆଇଟିର ମୁଖ୍ୟ କେପିଏସ ମଲହୋତ୍ରା ଓ ମୁମ୍ବାଇ ଜୋନର ଡ଼ିଡ଼ିଜି ଅଶୋକ ଜେନ ଏନସିବି ମୁଖ୍ୟ ରାକେଶ ଆସ୍ଥାନାଙ୍କ ସହ ମିଟିଙ୍ଗ କରି ଆଗକୁ ରଣନୀତି ତିଆରି କରିବେ ।

ବଲିଉଡର ଡ୍ରଗ୍ସ ଲିଙ୍କକୁ ନେଇ ଏନସିବି ଯେଉଁଭଳି ଭାବରେ ଯାଞ୍ଚ କରୁଛି, ତାକୁ ଦେଖି ଲାଗୁଛି କି ଭିଡିଓ ଦେଖିସାରିବା ପରେ ଏନସିବି ଅନ୍ୟ ଷ୍ଟାର୍ସଙ୍କୁ ଜଲ୍ଦି ସମନ ପଠାଇବ ।

ଧର୍ମା ପ୍ରଡକ୍ସନର ପୁର୍ବ ଅଧିକାରୀ ଗିରଫ ହୋଇସାରିଛନ୍ତି:

ଆପଣଙ୍କୁ କହିରଖୁଛୁ ଯେ ନାରକୋଟିକ୍ସ କଣ୍ଟ୍ରୋଲ ବିଉରୋ ଶନିବାର ବଲିଉଡର ପ୍ରଡିଉସର କରନ ଜୋହାରଙ୍କ ଧର୍ମା ପ୍ରଡକ୍ସନର ପୂର୍ବ ଅଧିକାରୀ କ୍ଷିତିଜ ରବି ପ୍ରସାଦଙ୍କୁ ଗିରଫ କରି ସାରିଛି । ନିଜ କଥା ରଖି କରନ କହିଛନ୍ତି କି କିଛି ସମାଚାର ଚ୍ୟାନେଲ, ପ୍ରିଣ୍ଟିଂ ଓ ଇଲେକ୍ଟ୍ରୋନିକ ମିଡ଼ିଆ ଓ ସୋସିଆଲ ମିଡ଼ିଆ ରେ ଫରଜି ଖବର ଚାଲୁରହିଛି କି ମୁଁ ୨୮ ଜୁଲାଇ ୨୦୧୯ ରେ ଯେଉଁ ପାର୍ଟି କରିଥିଲି ସେଥିରେ ଡ୍ରଗ୍ସର କାରବାର ହୋଇଥିଲା ।

Karan Johar may have difficulties later, big actors can get caught in drugs  connection | Digital World
Google

ସେ କହିଛନ୍ତି କି ମୁଁ ୨୦୧୯ ରେ ସ୍ପଷ୍ଟ କରିଥିଲି କି ଏହି ଆରୋପ ମିଛ ଅଟେ । ହେଲେ ଏବେ ପୁଣି ଥରେ ସେହି କଥା ଉଠାଯାଉଛି ଓ ଦୁର୍ଭାଗ୍ୟଜନକ ଭାବେ ମୁଁ ପୁଣି କହୁଛି କି ଏହି ଦୋଷ ସମ୍ପୂର୍ଣ୍ଣ ଭାବେ ମିଥ୍ୟା ଅଟେ । ସେହି ପାର୍ଟିରେ କିଛି ବି ଡ୍ରଗ୍ସ ସେବନ ହୋଇନଥିଲା ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

About admin

Blog sharing Information & Tips about Travelling Tips, Health Tips, Daily Living Life, Life Style, Trends and more to help people to Enjoy the beautiful Life.

View all posts by admin →

Leave a Reply

Your email address will not be published. Required fields are marked *