ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ ମେକ୍ରୋଙ୍କୁ ଆକ୍ରମଣ କରି ଦୁଇ ଯୁବକ ଗିରଫ, ବିଶ୍ୱରେ ଖେଳିଗଲା ଭୟ, ଦେଖନ୍ତୁ ଭିଡିଓ

ବର୍ତ୍ତମାନ ଜଣାପଡିଛିକି ଫ୍ରାନ୍ସର ରାଷ୍ଟ୍ରପତିଙ୍କୁ ଦୁଇ ଯୁବକ ଆକ୍ରମଣ କରିଛନ୍ତି। ଫ୍ରାନ୍ସର ରାଷ୍ଟ୍ରପତି ହେଛନ୍ତି ଇମାନୁଏଲ ମେକ୍ରୋ। ଆପଣଙ୍କୁ କହିରଖିବୁ ଦକ୍ଷିଣ ଫ୍ରାନ୍ସର ଡ୍ରୋମ ଗମନକାଳରେ ତାଙ୍କ ଉପରେ ଦୁଇ ଯୁବକ ଆକ୍ରମଣ କରିଥିଲେ। ଆପଣଙ୍କୁ କହିରଖିବୁଲି ଇମାନୁଏଲ ସେଠାକର ଗ୍ରସ୍ତ କରିବା ପରେ ଲୋକମାନଙ୍କ ସହ ସାକ୍ଷାତ ପାଇଁ ହୋଟେଲ ବାହାରେ ଅପେକ୍ଷା କରିଥିଲେ। ଏହି ସମୟରେ ଜଣେ ଯୁବକ ତାଙ୍କ ପାଖୁ ଆସି ତାଙ୍କୁ ହ୍ୟାଣ୍ଡସେକ ପାଇଁ ହାତ ବଢ଼ାଇଲା ଓ ସେ ହାତ ବଢ଼ାଇବା ମାତ୍ରେ ତାଙ୍କୁ ଏକ ଚାପୁଡ଼ା ମାରିଲା। ଏହା ପରେ ସୁରକ୍ଷାକର୍ମୀ ଦୁହିଁଙ୍କୁ ସାଙ୍ଗେ ସାଙ୍ଗେ କାବୁ କରି ଗି-ର-ଫ କରିଛନ୍ତି। ତେବେ ସେମାନଙ୍କ ଉଦେଶ୍ୟ କଣ ଥିଲା ଓ ସେମାନେ ଏପରି କଣ ପାଇଁ କରିଛନ୍ତି ଏହା ଏପର୍ଯ୍ୟନ୍ତ ଜଣାପଡିନାହିଁ।

Google

ପ୍ରାୟ ଦେଢ଼ ବର୍ଷ ହେବ ସମଗ୍ର ବିଶ୍ୱକୁ କରୋନା କଲବଲ କରୁଛି। କରୋନା ଦ୍ଵାରା ଫ୍ରାନ୍ସ ମଧ୍ୟ ଗୁରୁତର ପ୍ରଭାବିତ ହୋଇଛି। ଏହା ମଧ୍ୟରର ରାଷ୍ଟ୍ରପତି ଇମାନୁଏଲ ଦକ୍ଷିଣ ଫ୍ରାନ୍ସ ଗ୍ରସ୍ତରେ ଯାଇଥିଲେ। କରୋନାର ଏହି ପରିସ୍ଥିତି ପରେ ଦେଶର ପରିସ୍ଥିତିକୁ କିପରି ପୁର୍ଣ ସ୍ୱଭାବିକ କରିହେବ ଏହା ଉପରେ। ସେ ହୋଟେଲ ମାଲିକ ଓ ଛାତ୍ର ମାନଙ୍କ ସହ କଥା ହୋଇଥିଲେ। ଏହା ପରେ ବାହାରେ ଅନେକ ଲୋକ ତାଙ୍କୁ ଭେଟିବାକୁ ଅପେକ୍ଷା କରିଥିଲେ ତେଣୁ ସେ ମଧ୍ୟ ଲୋକମାନଙ୍କୁ ଭେଟିବାକୁ ବାହାରକୁ ଆସିଥିଲେ।

ବହୁତ ଲୋକଙ୍କ ଭିଡ଼ ଥିଲା ଏହା ମଧ୍ୟରେ ଜଣେ ବ୍ୟକ୍ତି ହଟାତ ଇମାନୁଏଲଙ୍କ ପାଖୁ ଆସି ତାଙ୍କୁ ଏକ ଚାପୁଡ଼ା ମାରିଥିଲା। ସେଠାରେ ଉପସ୍ଥିତ ସୁରକ୍ଷାକର୍ମୀ ସାଙ୍ଗେ ସାଙ୍ଗେ ଦୁହିଁଙ୍କୁ କାବୁ କରି ଗି-ର-ଫ କରି ସୁରକ୍ଷାବଳୟରେ ରାଷ୍ଟ୍ରପତିକୁ ସେଠାରୁ ନେଇଯାଇଥିଲେ। ବର୍ତ୍ତମାନ ଏହାର ଏକ ଭିଡ଼ିଓ ଚାରିଆଡେ ଭାଇରାଲ ହୋଇଛି। ସବୁଠୁ ବଦ କଥା ଏହାକି ଚାପୁଡ଼ା ମାରିବା ବେବେ ସେହି ବ୍ୟକ୍ତି “ଡାଉନ ୱିଥ ମେକ୍ରୋନିଆ’ ବୋଲି ଜୋରେ କହିଥିଲା।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *