ଚିନ୍ତାରେ ତାଲିବାନ: ତାଲିବାନ ବିପକ୍ଷରେ ହେବ ଫଇସଲା! ଗୋଟିଏ ମଞ୍ଚରେ ଏକାଠି ହେବେ ବିଶ୍ୱର ୭ ବଡ଼ ଦେଶ

ଆନ୍ତର୍ଜାତୀୟ ସ୍ତରରେ ତାଲିବାନକୁ ମାନ୍ୟତା ଦିଆଯିବା ଅବା ନାହିଁ ତାହାକୁ ନେଇ ହେବ ବଡ଼ ଫଇସଲା। ବିଶ୍ୱର ୭ ବଡ଼ ଦେଶ ଆଜି ତାଲିବାନ ବିପକ୍ଷରେ ହେବେ ଏକାଠି। ତଥ୍ୟରୁ ଜଣା ଯାଉଛି କି ଜୋ ବାଇଡେନ ଯିଏ କି ଆମେରିକାର ରାଷ୍ଟ୍ରପତି ସେ G 7 ରାଷ୍ଟ୍ରର ନେତାଙ୍କ ସହ ଭରଚୁଆଲ ମିଟିଂରେ ଯୋଗ ଦେବେ।

Google

ସୂଚନାନୁସାରେ ଏହି ମିଟିଂରେ ତାଲିବାନକୁ ନେଇ ବାର୍ତ୍ତାଳପ ହେବ। ସେ ମାନ୍ୟତା ପାଇବା ଅବା ନାହିଁ ଏହାକୁ ନେଇ ବାର୍ତ୍ତାଳପ ହୋଇପାରେ ବୋଲି ଆଶା କରାଯାଉଛି। ଆଫଗାନିସ୍ତାନରେ ୩୧ ଅଗଷ୍ଟ ପରେ ବି ରହିବାକୁ ଆମେରିକାର ନାଟୋ ରାଷ୍ଟ୍ର ଗୁଡିକ ସହିତ ଆଲୋଚନା ହୋଇପାରେ ବୋଲି ଜଣା ଯାଉଛି। ଏହା ଭିତରେ ଏହା ବଡ଼ ଖବର କି ତାଲିବାନ ୱାରନିଂ ଦେଇଛି ଯଦି ଠିକ ସମୟ ଭିତରେ ଆମେରିକା ଏବଂ ବ୍ରିଟେନ ତାର ସୈନ୍ୟ ନ ହଟାଇବେ ତେବେ ଏହାର ପରିଣାମ ଭଲ ହୋଇନପାରେ।

ତଥ୍ୟ ଅନୁସାରେ ୧୫ ଅଗଷ୍ଟରେ ତାଲିବାନ ଆଫଗାନିସ୍ତାନକୁ କବ୍ଜା କଲା। ଏହା ପରେ ଏହାକୁ ନେଇ ଆମେରିକା ସମେତ ଅନ୍ୟ କେତେକ ଦେଶ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ସେଠାରେ ରହୁଥିବା ଲୋକଙ୍କ ଭିତରେ ଭୟର ବାତାବରଣ ଖେଳିଯାଇଛି ବୋଲି ଜଣା ଯାଉଛି। ପ୍ରାୟ କେତେ ଲୋକ ଦେଶ ଛାଡି ପଳାଇଛନ୍ତି।

Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *