ଦୁମକା: ପତିକୁ ବନ୍ଧୁକ ବନେଇ ,୧୭ ଲୋକ କଲେ ୫ ଛୁଆଙ୍କ ମାଙ୍କ ସହ ଗ୍ୟାଙ୍ଗରେଫ।

ଝାଡ଼ଖଣ୍ଡର ଦୁମୁକାରୁ ଏକ ଚକିତ କରିଦେବା ଭଳି ଖବର ଆସି ପହଞ୍ଚିଛି। ଯାହାକି ମଙ୍ଗଳବାରକୁ ୫ ଛୁଆଙ୍କ ମା ସହିତ ୧୭ ଜଣ ଲୋକ ଗ୍ୟାଙ୍ଗରେଫ କରିବା କଥା ସାମ୍ନାକୁ ଆସିଛି। ମହିଳା ନିଜ ସ୍ୱାମୀ ସହ ବଜାରରୁ ଘରକୁ ଆସୁଥିଲେ। ସେହି ସମୟରେ ଖରାପ ବ୍ୟକ୍ତିମାନେ ମହିଳାଙ୍କ ପତିଙ୍କୁ ବନ୍ଧୁକ ବନେଇଦେଲେ ଓ ମହିଳାଙ୍କ ସହ ସାମୁହିକ ଦୁଷ୍କର୍ମ କଲେ। ମହିଳାଙ୍କ ବୟାନ ଆଧାରରେ ପୁଲିସ ମୁଖ୍ୟ ଆରୋପୀ ରାମ ମୋହଲି ୧୭ ଲୋକଙ୍କ ଉପରେ ଏଫଆଇଆର ଦର୍ଜ କରି ଯାଞ୍ଚ ଆରମ୍ଭ କରିଦେଇଛି।

Google

ପୀଡିତାଙ୍କ ପତିଙ୍କ କହିବା ଅନୁସାରେ ଗାଁରେ ପ୍ରତି ମଙ୍ଗଳବାର ବଜାର ପଡେ। ସେ ତାଙ୍କ ପତ୍ନୀଙ୍କ ସହ ପାଖାପାଖି ୮ ଟା ସମୟରେ ବଜାରରୁ ଘରକୁ ଫେରୁଥିଲେ।ରାସ୍ତାରେ ନିଶା ଖାଇ ୧୭ ଲୋକ ଥିଲେ। ସେମାନଙ୍କ ମଧ୍ୟରୁ ୫ ଲୋକ ପତିକୁ ଓ ୨ ଲୋକ ପତ୍ନୀଙ୍କୁ ଧରିପକାଇଲେ। ବାକି ଲୋକ ପତ୍ନୀଙ୍କୁ ନେଇ ବଣ ରାସ୍ତାକୁ ନେଇଗଲେ।ଜଣକ ପରେ ଜଣେ ପାଖାପାଖି ରାତି ୧୨ ପର୍ଯ୍ୟନ୍ତ ଗ୍ୟାଙ୍ଗରେଫ କଲେ। ଘଟଣା ଶେଷ ପରେ ଯଦି ଏକଥା କାହାକୁ କହିବେ ତେବେ ମାରିବାର ଧମକ ଦିଆଗଲା।

ମହିଳାଙ୍କ ସହ ୧୭ ଲୋକ କଲେ ଗ୍ୟାଙ୍ଗରେଫ:-

ଏହି ମାମଲାରେ ଏସଡିପିଓ ବିଜୟ କୁମାର,ମୁଫସିଲ ଥାନା ପ୍ରଭାରୀ ନବଳ କିଶୋର ସିଂ ଯାଞ୍ଚରେ ଲାଗିଗଲେଣି। ଜଣେ ଆରୋପୀକୁ ଗିରଫ କରି ପଚରାଉଚରା ଚାଲିଛି। ଡିଜିଆଇ ସୁଦର୍ଶନ ମଣ୍ଡଳ ଅନୁସାରେ ମାମଲାର ଯାଞ୍ଚ ଚାଲୁ ରହିଛି।ସେ ଏହି ମାମଲାର ସନ୍ଦେହାତ୍ମାକ କହି,କହିଲେ କି ପୁରା ମାମଲାକୁ ଭଲ ଭାବରେ ଯାଞ୍ଚ କରାଯାଉଛି।

Google

କୁହାଯାଇଛି କି ଏହା ପୂର୍ବରୁ ମଧ୍ୟ ଦୁମକାରେ ୧୭ ଲୋକ ଏକ ଝିଅ ସହ ଗଣଦୁଷ୍କର୍ମ କରିଥିଲେ। ଯାହାପରେ ପୁଲିସ ତୁରନ୍ତ ଘଟଣାର ଯାଞ୍ଚ କରି ଆରୋପିଙ୍କୁ ଜେଲ ପଠେଇଦେଇଥିଲା।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *