IPL ୨୦୨୧:ଗୌତମ ଗମ୍ଭୀର ୧୪.୨୫ କୋଟିରେ ବିକା ଯାଇଥିବା ଗ୍ଲେନ ମ୍ୟାକ୍ସୱେଲଙ୍କ ଉପରେ ଦେଲେ ବୟାନ,ସମସ୍ତେ ଆଶ୍ଚର୍ଯ୍ୟ।

ପୂର୍ବ ଭାରତୀୟ ଖେଳାଳି ଗୋୖତମ ଗମ୍ଭୀର ପୁଣି ଆଉଥରେ ଗ୍ଲେନ ମ୍ୟାକ୍ସୱେଲଙ୍କ ଉପରେ ବଡ ରାଶି ଲାଗିବାର କାରଣ କହିଛନ୍ତି। ସେ କହିଛନ୍ତି ମ୍ୟାକ୍ସୱେଲ ଅଷ୍ଟ୍ରେଲିଆ ପାଇଁ ଭଲ ପ୍ରଦର୍ଶନ କରନ୍ତି ସେଥିପାଇଁ ଆଇପିଏଲରେ ଅଧିକ ଦାମରେ କିଣା ହୁଅନ୍ତି । ମ୍ୟାକ୍ସୱେଲଙ୍କୁ ଆରସିବି ୧୪.୨୫ କୋଟିରେ କିଣିବା ଉପରେ ଗମ୍ଭୀର କହିଛନ୍ତି କି ସେ ତାଙ୍କର ଖରାପ ପ୍ରଦର୍ଶନ ପାଇଁ ଅଧିକ ଟିମ ପଟରୁ ଖେଳନ୍ତି।

Google

ମ୍ୟାକ୍ସୱେଲ ୨୦୧୮ରେ ଦିଲ୍ଲୀ ଡେୟାରଡେଭିଲସର କ୍ୟାପଟେନ ଥିଲେ । ଗମ୍ଭୀର କହିଛନ୍ତି କି ମ୍ୟାକ୍ସୱେଲଙ୍କୁ ଅଧିକ ସ୍ୱାଧୀନତା ମିଳିଛି। ଏହା ପରେ ମଧ୍ୟ ତାଙ୍କ ଖରାପ ପ୍ରଦର୍ଶନ ପାଇଁ କେହି ତାଙ୍କୁ ଟିମରେ ରିଟେନ ରଖି ନାହାନ୍ତି।ଗମ୍ଭୀର ଇଏସପିଏନ କ୍ରିକଇନ୍ଫୋରୁ କହିଛନ୍ତି,”ତାଙ୍କୁ ଅଧିକ ସ୍ବାଧୀନତା ଏଥିପାଇଁ ମିଳେ କାରଣ କୋଚ୍ ଓ ଅଧିନାୟକଙ୍କୁ ତାଙ୍କର ଏକ୍ସ ଫ୍ୟାକ୍ଟର ଦେଖା ଦିଏ। କୋଚ ଓ ଅଧିନାୟକ ଚାହାନ୍ତି କି ତାଙ୍କୁ ଭଲ ଜାଗା ମିଳୁ ଯେଉଁଠି ସେ ଭଲ ପ୍ରଦର୍ଶନ କରିବେ। ଦୁର୍ଭାଗ୍ୟ ବସତ ସେ ତାଙ୍କ ପ୍ରଦର୍ଶନକୁ ଭଲ କରି ପାରୁ ନାହାନ୍ତି।”

ଗମ୍ଭୀର କହିଛନ୍ତି,”ସେ କେବେଳ ୨୦୧୪ ରେ ଭଲ ଖେଳ ଦେଖେଇଥିଲେ। ଯଦି ସେ ଆଗକୁ ଏହିପରି କରିବେ ତ କୌଣସି ପ୍ରାଞ୍ଚଇଜି ତାଙ୍କୁ ବାହାର କରିବ ନାହିଁ। ଆଣ୍ଡ୍ରେ ରସଲଙ୍କୁ ଦେଖାଯିବ ତ ସେ କେକେଆର ପାଇଁ କଣ କଣ କରିଛନ୍ତି ଓ ଟିମ ସହ କେମିତି ଜଡିତ ରହିଛନ୍ତି। ପ୍ରାଞ୍ଚାଇଜି ଦ୍ୱାରା ବାହାର କରିବାର ଏକ ମାତ୍ର କାରଣ ତାଙ୍କର ଖରାପ ଖେଳ ଦେଖେଇବା”।

Google

ଦିଲ୍ଲୀ କ୍ୟାପିଟାଲସର ପୂର୍ବ କ୍ୟାପଟେନ କହିଛନ୍ତି,”ଆରସିବି ପାଇଁ ସେ ଭଲ ପ୍ରଦର୍ଶନ କରିପାରନ୍ତି। ଆଇପିଏଲରେ ତାଙ୍କ ପ୍ରଦର୍ଶନ ବହୁତ ଖରାପ ରହିଛି। ହେଲେ ଆଶା ଅଛି କି ଏଥର ସେ ଭଲ ପ୍ରଦର୍ଶନ କରିପାରନ୍ତି। “ମ୍ୟାକ୍ସୱେଲ ଆଇପିଏଲରେ ଏମ୍ଆଇ,ଦିଲ୍ଲୀ ଓ ପଂଜାଵ ପଟରୁ ଖେଳି ସାରିଛନ୍ତି। ଆରସିବି ତାଙ୍କର ଚତୁର୍ଥ ଦଳ। ସେ ୨୦୧୨ ରୁ ୨୨.୧୩ ଔଷତ ଓ ୧୫୪.୬୭ ଷ୍ଟ୍ରାଇକରେଟରେ ୧୫୦୫ ରନ ବନେଇଛନ୍ତି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published.