ଗାଜିଆବାଦର ଜଘନ୍ୟ ହତ୍ୟାକାଣ୍ଡରେ ଗଲାଣି ୨୫ରୁ ଅଧିକ ଲୋକଙ୍କ ଜୀବନ। ଜାଣନ୍ତୁ ସମ୍ପୂର୍ଣ୍ଣ ଘଟଣା।

ଗାଜିଆବାଦର ସୁରାଦନଗର ସ୍ମଶାନରେ ହୋଇଥିବା ଦୃଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ତୁରନ୍ତ ଏହା ପାଇଁ ସେବା ଯୋଗାଇ ଦେବା ସହ କାର୍ଯ୍ୟାନୁଷ୍ଠାନ ନେବାକୁ କହିଛନ୍ତି। କହିରଖିବୁକି ଏହି ଦୃଘଟଣାରେ ଏବେ ପର୍ଯ୍ୟନ୍ତ ୨୫ ଜଣଙ୍କ ଜୀବନ ଗଲାଣି। ପୁରା ଘଟଣାକୁ ନେଇ ଏବେ ପର୍ଯ୍ୟନ୍ତ ନଗର କାର୍ଜ୍ୟପାଳ ଅଧିକାରୀ, ଠେକାଦାର, ଓ ଅନ୍ୟ କେତେକେ ଲୋକଙ୍କ ନାମରେ ଏଫଆଇଆର ଦାଖଲ ହୋଇଛି। ଏହା ଛଡା ଇଓ, ଇଞ୍ଜିନିୟର ଓ ସୁପରଭାଇଜରଙ୍କୁ ପୋଲିସ ତୁରନ୍ତ ଗିରଫ କରିଛି ଓ ଠିକାଦାର ମୌକା ଦେଖି ଫେରାର ହୋଇଯାଇଛି। ପୋଲିସ ଲଗାତର ଯାଞ୍ଚ କରୁଛି।

Google
ଜଲ୍ଦି ନିଆଯିବ ଆକ୍ସନ:

ଇଓ ନିହାରିକା ସିଂହ ମୁରାଦାବାଦ ନଗରପାଳିକା,ଜୁନିଅର ଇଞ୍ଜିନିୟର ଚନ୍ଦ୍ରପାଲ ଓ ସୁପରଭାଇଜର ଆଶିଷ ତଥା ଠିକାଦାର ଅଜୟ ତ୍ୟାଗୀ ଙ୍କ ବିରୁଦ୍ଧରେ ମାମଲା ରୁଜୁ ହୋଇଛି। ଏହି ମାନଙ୍କ ଖରାପ କାମ କାରଣରୁ ଏହି ଦୃଘଟଣା ହେଲା ଓ ଦୁଇ ଡ଼ର୍ଜନରୁ ଅଧିକ ଲୋକଙ୍କ ପ୍ରାଣ ଗଲାଣି। ଗାଜିଆବାଦ ପୋଲିସ ଏମାନଙ୍କ ଉପରେ ଏଫଆଇଆର ଦାଖଲ କରିଛି ଓ ଜଲ୍ଦି ଆକ୍ସନ ନିଆଯିବ।

ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହି ପୁରା ମାମଲାର ରିପୋର୍ଟ ଜଲ୍ଦି ଦେବାକୁ ଗାଜିଆବାଦ ପୋଲିସଙ୍କୁ ନିବେଦନ କରିଛନ୍ତି। ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଘଟଣାରେ ଦୁଃଖ ବ୍ୟକ୍ତ କରିଛନ୍ତି। ଏହି ଘଟଣା ଏତେ ଭୟାନକ ଥିଲା କି ପ୍ରଧାନମନ୍ତ୍ରୀ ବିଚଳିତ ହୋଇଯାଇଛନ୍ତି।ଟ୍ୱିଟ କରି ସେ ସମ୍ବେଦନା ଜ୍ଞାପନା କରିଛନ୍ତି।

ପ୍ରଧାନମନ୍ତ୍ରୀ ମୋଦି ଜଣାଇଛନ୍ତି ଦୁଃଖ:

ପ୍ରଧାନମନ୍ତ୍ରୀ ମୋଦି ଟ୍ୱିଟ କରି ଲେଖିଛନ୍ତି କି “ମୁରଦାନଗରର ଏହି ଦୁଖନୀୟ ଖବର ଶୁଣି ବହୁତ ଦୁଃଖ ଅନୁଭବ ହେଉଛି। ରାଜ୍ୟ ସରକାର ଉଦ୍ଧାର କାଯ୍ୟରେ ଲାଗିଛନ୍ତି। ଏହି ଦୃଘଟଣାରେ ମୃତ୍ୟୁ ବରଣ କରିଥିବା ଲୋକଙ୍କ ପରିବାର ପ୍ରତି ସମ୍ବେଦନା ଜଣାଇବା ସହ ଆଘାତପ୍ରାପ୍ତ ଲୋକ ଜଲ୍ଦି ଭଲ ହେବାକୁ କାମନା କରୁଛି”।

Google
ଶେଷ ସଂସ୍କାର ପାଇଁ ପହଁଚିଥିଲେ ସ୍ମଶାନରେ:

ଅନ୍ତିମ ସଂସ୍କାର ପାଇଁ ଯେଉଁ ଲୋକ ପହଁଚିଥିଲେ ବର୍ଷା କାରଣରୁ ଯେଉଁଆଡ଼କୁ ଯାଉଥିଲେ ଜାଣିନଥିଲେ ସେହି ସ୍ଥାନ ଜୀବନର ଶେଷ ସ୍ଥାନ ହେବ। ଲୋକଙ୍କ ଅନୁସାରେ ତାଙ୍କ ଦାଦାଙ୍କ ଅନ୍ତିମ ସଂସ୍କାର ପାଇଁ ସେମାନେ ଯାଇଥିଲେ ଅଳ୍ପ ଲୋକ ଅନ୍ତିମ ସଂସ୍କାର କରୁଥିଲେ ଓ ବାକି ଲୋକ ଦୂରରେ ଛିଡା ହୋଇଥିଲେ। ଅଚାନକ ଏକ ଶବ୍ଦ ଶୁଭିଲା ପାଖଲୁ ଯାଇ ଦେଖିଲା ବେଳକୁ ଛାତ ଗଳିପଡିଛି ଓ ସମସ୍ତ ଚାପି ହୋଇଯାଇଛନ୍ତି।

ଏହି ଘଟଣାରେ ଏବେ ପର୍ଯ୍ୟନ୍ତ ୨୫ ଜଣଙ୍କ ମୃତ୍ୟୁ ହୋଇଯାଇଛି। ଯେଉଁଠି ଚାଚାଙ୍କ ମୃତ୍ୟୁ ହୋଇଯାଇଥିଲା ତାଙ୍କ ପୁଅ ଏବେ ମଧ୍ୟ ଚାପି ହୋଇ ଅଛି। ଦେବେନ୍ଦ୍ର କହିଛନ୍ତିକି ତାଙ୍କ ବାପାଙ୍କ ହାତରେ କଷ୍ଟ ଲାଗିଛି ଓ ସେ ଅଳ୍ପକେ ବଂଚିଯାଇଛନ୍ତି। ଉତ୍ତରପ୍ରଦେଶ ସରକାର ସମସ୍ତଙ୍କୁ ଦୁଇ ଦୁଇ ଲକ୍ଷ ଟଙ୍କା ଦେବାର ଫଇସଲା କରିଛନ୍ତି।

Google
ଦୃଘଟଣାର କାରଣ ଘୋଟାଲା:

ଏହି ପୁରା ଘଟଣା ପରେ ଏବେ ପ୍ରଶ୍ନ ଉଠୁଛିକି କଣ ଘୋଟାଲା କାରଣରୁ ସ୍ମସାନ ଘାଟରେ ଏତେ ଲୋକଙ୍କ ଜୀବନ ଗଲା? ସ୍ଥାନୀୟ ଲୋକଙ୍କ ଅନୁସାରେ ତିନି ମାସ ପୂର୍ବେ ଏହି ସ୍ମସାନ ଘାଟର ଛାତ ପଡିଥିଲା। ଏଥିରେ କଞ୍ଚା ମାଲ ବ୍ୟବହାର ହୋଇଥିଲା। ସମସ୍ତଙ୍କର କହିବାର ଅଟେ କି ଏହି ଛାତରେ ଘୋଟାଲା କରାଯାଇଛି ଯାହା ଦ୍ୱାରା ବର୍ଷା ଆସିବା ପରେ ସବୁ ଧରାପଡିଗଲା। ସମସ୍ତଙ୍କୁ ବହୁତ ଜଲ୍ଦି ଏହି ମାମଲାର କାର୍ଯ୍ୟବାହୀର ଅପେକ୍ଷା ରହିଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *