ସୁନାର ଦାମ: ୪୫୦୦ ଶସ୍ତା ହେଲା ସୁନା ଉପରୁ ପୁଣି ୬୦୦ର ରିହାତି ମିଳୁଛି । ୧ ତୋଳାର ଚାହିଦା ଜାଣି ଚକିତ ହୋଇଯିବେ ।

GOLD PRICE 4500 cheaper gold is getting a discount of 600 rupees know the price of 1 tole, ସୁନାର ଦାମ: ୪୫୦୦ ଶସ୍ତା ହେଲା ସୁନା ଉପରୁ ପୁଣି ୬୦୦ର ରିହାତି ମିଳୁଛି । ୧ ତୋଳାର ଚାହିଦା ଜାଣି ଚକିତ ହୋଇଯିବେ ।, Gold Price, Nitidina, News

ବିତିଯାଇଥିବା ଦିନରେ ସୁନାର ମୂଲ୍ୟ ଯେଉଁଭଳି ବୃଦ୍ଧି ଦେଖା ଯାଉଥିଲା ସେଥିରୁ ସୁନା ଶସ୍ତା ହେବାର ଆଶା ବହୁତ କମ ଦେଖାଯାଉଥିଲା, କିନ୍ତୁ ସୁନାର ଭାବରେ ସେବେଠୁ ନେଇ ଏବେ ପର୍ଯ୍ୟନ୍ତ ବହୁତ ହ୍ରାସ ଦେଖିବାକୁ ମିଳିଛି । ଆପଣଙ୍କୁ କହିଦେଉଛୁ କି ସୁନାର ଭାବରେ ୪୫ ଟଙ୍କାର ହ୍ରାସ ଆସିଛି । ଏହି ସମୟରେ ସୁନା ୬୦୦ଟଙ୍କା ପ୍ରତି ୧୦ ଗ୍ରାମରୁ ଅଧିକ ରିହାତି ସହ ମିଳୁଛି ।

ଏଥରକ ସୁନାର ଚାହିଦାରେ ହୋଇଛି କମି:

କୋରୋନା ଏବଂ ସୁନାର ହାଇ ରେଟ ଦେଖିବାକୁ ଗଲେ ବଜାରରେ ସୁନାର ମାର୍କେଟ ଲଗାତାର ମାନ୍ଦା ଦେଖିବାକୁ ମିଳୁଛି । ସେମିତିରେ ଦେଖିବାକୁ ଗଲେ ବଜାରରେ ଏହି ସମୟରେ ସୁନା, ଚାନ୍ଦି, କିଣିବା ପାଇଁ ଭିଡ଼ ଲାଗିରହିଥାଏ, କିନ୍ତୁ ଏଥରକ ଏ ଯାଏଁ ଏପରି କିଛି ବି ଦେଖିବାକୁ ମିଳୁନାହିଁ । ଏଥିପାଇଁ ସୁନାର ଚାହିଦାକୁ ବଢ଼େଇବା ପାଇଁ ସୁନା ଉପରେ ରିହାତି ଦିଆଯାଉଛି । ଯେଉଁଥିରେ ସୁନା ବିକ୍ରିର ଠିକ ବାଟକୁ ଆସିଯିବ । କହିବାକୁ ଗଲେ ସୁନାର ମୂଲ୍ୟ ଗତ ଦେଢ଼ ମାସ ହେବ ପାଖାପାଖି ୪୫୦୦ ଟଙ୍କା ଯାଏଁ କମିଛି ।

Gold price trading flat after five sessions of fall
Google

୬୦୦ ଟଙ୍କାରେ ପ୍ରତି ୧୦ ଗ୍ରାମ ସୁନାରେ ରିହାତି:

ଦୋକାନୀ ମାନେ ଗ୍ରାହକଙ୍କୁ ନିଜ ଆଡ଼କୁ ଅକର୍ଷିତ କରିବାକୁ ଗତ ୫ ସପ୍ତାହ ହବ ପ୍ରୟାସରେ ଅଛନ୍ତି । ସୁନାର ଡିମାଣ୍ଡ ବଢ଼େଇବା ପାଇଁ ୬୦୦ ଟଙ୍କାରେ ପ୍ରତି ୧୦ ଗ୍ରାମ ସୁନାର ରିହାତି ଦିଆଯାଉଛି । ଗତ ସପ୍ତାହରେ ୨୩ ଡଲାର ପାଖାପାଖି ୬୦୮ ଟଙ୍କା ପ୍ରତି ୧୦ ଗ୍ରାମ ଯାଏଁ ରିହାତି ଦିଆଯାଇଛି । ଏଥିରୁ ପଛ ସପ୍ତାହରେ ୩୦ ଡଲାର ପ୍ରତି ରିହାତି ଦିଆଯାଉଥିଲା, ଯେତେବେଳେ କି ଏହାଠାରୁ ପ୍ରଥମେ ୪୦ ଡଲାର ପର୍ଯ୍ୟନ୍ତ ରିହାତି ଅଫର କରା ଯାଇଥିଲା ।

କଣ ଅଛି ସୁନାର ମୂଲ୍ୟ:

ଏହି ସମୟରେ ବଜାରରେ ସୁନାର ଭାବ ୮୨ ଟଙ୍କା ମଜଭୂତ ହୋଇକି ୫୧,୫୩୫ ଟଙ୍କା ପ୍ରତି ୧୦ ଗ୍ରାମରେ ପହଞ୍ଚି ଯାଇଛି । ଏମ୍ସିଏକ୍ସ ରେ ଅକ୍ଟୋବର ଅନୁବନ୍ଧ ସୌଦାରେ ସୁନାର ବାୟଦା ଭାବ ୮୨ ଟଙ୍କା ମାନେ ୦.୧୬ ପ୍ରତିଶତ ମଜଭୂତ ହୋଇ ୫୧,୫୩୫ ଟଙ୍କା ପ୍ରତି ୧୦ ଗ୍ରାମରେ ପହଞ୍ଚି ଗଲା । ଏହା ପାଇଁ ୯,୨୮୬ ଲାଂଟ କାରବାର ହୋଇଛି । ଅନ୍ତରାଷ୍ଟ୍ରୀୟ ସ୍ତରରେ ନ୍ୟୁୟର୍କ ରେ ସୁନାର ଭାବ ୦.୫୨ ପ୍ରତିଶତ ବୃଦ୍ଧିର ସହ ୧,୯୬୦,୧୦ ଡଲାର ପ୍ରତି ଔଂସରେ ଅଛି ।

Gold price today: Gold rate falls
Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

About admin

Blog sharing Information & Tips about Travelling Tips, Health Tips, Daily Living Life, Life Style, Trends and more to help people to Enjoy the beautiful Life.

View all posts by admin →

Leave a Reply

Your email address will not be published. Required fields are marked *