ପୁଣି କମିଲା ସୁନା ଦର, ୫୦୦୦ ଟଙ୍କା ଶସ୍ତା ହେଲା ସୁନା ଦର ।

ଦେଶରେ ଏବେ କରୋନା ନିଜର ଭୟଙ୍କର ରୁପ ଧାରଣ କରିନେଇଛି।  ଏହି ଜଗତକୁ କେବଳ ଭଗବାନ ହିଁ ଭରସା। ଏହା ପରେ ବି କିଛି ଲୋକ କଟକଣା ମଧ୍ୟରେ ବିବାହର ଆୟୋଜନ କରୁଛନ୍ତି। ମାର୍କେଟରେ ସୁନା ଦାମ ହ୍ରାସ ପାଇଥିବାର ଜଣା ଯାଇଛି। କହିବାକୁ ଗଲେ ୧୫୦ ଟଙ୍କା ୧୦ ଗ୍ରାମରେ ସୁନା ଶସ୍ତା ହୋଇଛି। ସୁନା ପରେ ରୂପାର ଦରରେ ମଧ୍ୟ ହ୍ରାସ ପରିଲକ୍ଷିତ ହୋଇଛି। ରୂପାର ଦାମ କହିବା ତ ଏହା ୨୫୦ ଟଙ୍କା ହ୍ରାସ ପାଇଛି ବୋଲି ଜଣା ଯାଇଛି।

Google

ଦେଶରେ ସୁନାର ଦର ବୁଧବାର ଦିନ ହ୍ରାସ ପାଇଥିଲା। ପ୍ରତି ୧୦ ଗ୍ରାମ ସୁନା କହିବା ତ ଏହା ୪୮୫୦୦ ରେ ମାର୍କେଟରେ ବିକା ଯାଉଥିବାର ଜଣା ଯାଇଛି। କହିବାକୁ ଗଲେ ୨୪ କ୍ୟାରେଟ ସୁନାର ଦର ଦିଲ୍ଲୀ ସରଫା ମାର୍କେଟରେ ୫୦୮୩୦ ଟଙ୍କା ହୋଇଛି। ଏହା ପରେ ୨୨ କ୍ୟାରେଟ କଥା କହିବା ତ ଏହା ପ୍ରତି ୧୦ ଗ୍ରାମରେ ୪୬୯୩୦ ଟଙ୍କା ହୋଇଛି। ଅଗଷ୍ଟ ୨୦୨୦ କଥା କହିବା ତ ସୁନାର ଦର ରେକର୍ଡ ଶୀର୍ଷରେ ପଂହଁଚିଥିଲା। ସରଫା ବଜାରରେ ସେହି ସମୟରେ ୨୪ କ୍ୟାରେଟ ସୁନା କଥା କହିବା ତ ଏହା ୫୫୪୦୦ ପ୍ରତି ୧୦ ଗ୍ରାମରେ ପଂହଁଚିଯାଇଥିଲା। ଏହି ରେକର୍ଡକୁ ଲକ୍ଷ୍ୟ କରି ଏବକା କଥା କହିବା ତ ଏହା ପ୍ରତି ୧୦ ଗ୍ରାମରେ ୫୦୦୦ ଟଙ୍କା କମିଛି।

ରୂପାର ଦର କଥା କହିବା ତ ଏହା ହ୍ରାସ ପାଇଛି। ରୂପା ଦର ସରଫା ବଜାରରେ କମିଛି। ରୂପ କିଲୋପ୍ରତି କହିବା ତ ଏହା ଏବେ ୭୨୦୫୦ ଅଛି। ମାତ୍ର ରେକର୍ଡ ଦର ରୂପାର ୭୯,୯୮୦ ଥିଲା। ରୂପା କଥା କହିବା ତ ଏହା ୭୦୦୦ ଟଙ୍କା କିଲୋ ପ୍ରତି ହ୍ରାସ ପାଇଛି। ସରକାର ଦେଶରେ ସୁନା ବିକ୍ରି ପାଇଁ ହଲମାର୍କ ଚିହ୍ନ ନିହାତି ରଖିବା ବାଧ୍ୟତାମୂଳକ ବୋଲି ଜଣେଇଦେଇଛନ୍ତି। ଦୋକାନିମାନେ ହଲମାର୍କ ଚିହ୍ନ ବିନା ସୁନା ବିକ୍ରୟ କରିପାରିବେନି ବୋଲି ଜଣା ଯାଇଛି।

Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *