ସୁନା ଦର: ଆଜି ସୁନା ଦର ହୋଇଛି ବହୁତ କମ,ଏକ କେଜି ସୁନା ମିଳିବ ମାତ୍ର ଏତିକି ଦାମରେ ।

Gold prices fall 1kg will be available for only this much rupee, ସୁନା ଦର: ଆଜି ସୁନା ଦର ହୋଇଛି ବହୁତ କମ,ଏକ କେଜି ସୁନା ମିଳିବ ମାତ୍ର ଏତିକି ଦାମରେ, Golf, Silver, Nitidina, Odisha

ନୂଆଦିଲ୍ଲୀ- କାରବାର ସପ୍ତାହର ପ୍ରଥମ ଦିନ ୧୪ ସେପ୍ଟେମ୍ବରକୁ ସୁନା ଦର କମିଥିବା ଦେଖାଯାଇଛି । ଏହା ସହିତ ଚାନ୍ଦିର ଦାମ ବଢିଥିବା ଦେଖାଯାଇଛି । ସୁନାର ଏହି ଦର ଘରୋଇ ବଜାର ସହିତ ଇଣ୍ଟର ନ୍ୟାସନାଲରେ ମଧ୍ୟ କମିଛି । ଏମସିଏକ୍ସ ରେ ଚାନ୍ଦି ୬୮,୩୬୮ ପ୍ରତି କିଲୋଗ୍ରାମ ରେ ସ୍ଥିର ରହିଛି । ଯେବେକି ସୁନାର ମୂଲ୍ୟ ୫୨,୪୬୫ ରେ ସ୍ଥିର ରହିଛି । ସୁନା ପୂର୍ଵ ସପ୍ତାହ ଅପେକ୍ଷା ୨୫ ଟଙ୍କା ଶସ୍ତା ହୋଉଛି।ଯେବେକି ଚାନ୍ଦି ୨୨୨ ଟଙ୍କା ମହଙ୍ଗା ହୋଇଛି

ଗୋଲ୍ଡ ଇଟିଏଫ ଭଳି ବିକଳ୍ପ ଅଧିକ ସୁରକ୍ଷିତ:-

ସୁନା ଆପଣ କେଉଁ ରୂପରେ କିଣୁଛନ୍ତି ଏହା ଉପରେ ସୁରକ୍ଷା ନିର୍ଭର କରିଥାଏ। ସୁନାର ଗହଣା କ୍ୱାଇନ ପାଇଁ ସୁରକ୍ଷା ଆବଶ୍ୟକ। ସେହିପରି ଗୋଲ୍ଡ ବୋଲ୍ଡ ଓ ଗୋଲ୍ଡ ଇଟିଏଫ ଅଧିକ ସୁରକ୍ଷିତ। ପେପର ଫର୍ମ ଗୋଲ୍ଡର ପ୍ରବନ୍ଧନର ଖର୍ଚ୍ଚ ବି ବହୁତ କମ। ଲମ୍ବା ସମୟ ପାଇଁ ପେପର ଫର୍ମ ଗୋଲ୍ଡ କିଣିବା ଭଲ।

Gold PRICE: Gold prices fall
Google
ଏଥିପାଇଁ ବଦଳିଥାଏ ସୁନା ଦର:-

ପୁରା ଦୁନିଆରେ କେନ୍ଦ୍ରୀୟ ବ୍ୟାଙ୍କ ଦ୍ଵାରା ଯାଉଥିବା ସୁନାର କିଣା ବିକା ସୁନାର ଦର କମିବା ଓ ବଢିବା ଉପରେ ପ୍ରଭାବ ପକାଇଥାଏ। ଏହି ଦିନ ମାନଙ୍କରେ ପ୍ରତି ଦେଶର କେନ୍ଦ୍ରୀୟ ବ୍ୟାଙ୍କ ସହିତ ଏପରି ହୋଇଥାଏ କି ସେଠାରେ ସମସ୍ତ ଭଣ୍ଡାରରେ ଯାଗା ନଥାଏ। ଯେବେବି ଏପରି ହୋଇଥାଏ ଏହା ଦ୍ଵାରା ସୁନା ଦରରେ ଅଧିକ ଅସ୍ଥିରତା ହୋଇଥାଏ।ସାଧାରଣ ଭାବେ କହିବା ତ ଏହି ମାଗିବା ଦେଶର କେନ୍ଦ୍ରୀୟ ବ୍ୟାଙ୍କରୁ ହିଁ ଆସିଥାଏ।

ଯେବେ ମାଗିବା, ଆଶା କରାଯାଇଥିବା ଠୁ ଅଧିକ ହୋଇଯାଇଥାଏ ତେବେ କେନ୍ଦ୍ରୀୟ ବ୍ୟାଙ୍କ ଦ୍ଵାରା ସୁନାର ଦରକୁ ବଢ଼ାଇ ଦିଆଯାଇଥାଏ । ଏପରି ଅନେକ ଥର ବାରମ୍ବାର ଦେଖାଯାଇଛି ଓ ଏହା ଦ୍ଵାରା ଦର ବହୁତ ଅଧିକ ପର୍ଯ୍ୟନ୍ତ ବଢିଯାଇଥାଏ। ଆପଣଙ୍କୁ କହିରଖିବୁ ସୁନା କିଣିବା ପାଇଁ ସବୁଠୁ ଭଲ ସମୟ ଏହି ସମୟ ହୋଇଥାଏ କାରଣ ଆଗକୁ ଦୀପାବଳି ଭଳି ପର୍ବ ଅଛି। ବିବାହ ଋତୁ ଓ ପର୍ବ ଆଦିରେ ସୁନା କିଣିବାରୁ ବଞ୍ଚନ୍ତୁ।ଏହି ସମୟରେ ସୁନା ଅଧିକ ହୋଇଥାଏ।

Gold price today: Gold PRICE: Gold prices fall
Google
ସୁନା କିଣିବାର ଏହା ସଠିକ ସମୟ:-

ଯଦି ଘରୋଇ ବଜାର ଦେଖିବା ତ ସୁନା ଦର ଲଗାତର କମିବାରେ ଲାଗିଛି। ଏହା ପଛରେ ମୁଖ୍ୟ କାରଣ ପଇସାର ମଝବୁତକୁ କୁହାଯାଇଛି। ବଜାରର ବିଶେଷଜ୍ଞଙ୍କ କହିବା ଅଟେକି ସୁନାର ଦର ଯେବେ କମ ଥିବ ସେବେ ନିବେଶ କରିବା ଭଲ ହୋଇଥାଏ। ଯାହା ଦ୍ଵାରା ଆସୁଥିବା ସମୟରେ ଆପଣ ଭଲ ଦାମରେ ଫେରସ୍ତ ପାଇବେ। ସୁନାର ଦାମରେ ଉପର ସ୍ତରରେ ପାଖାପାଖି ୧୦% ପର୍ଯ୍ୟନ୍ତ କମିଥିବା ଦେଖାଯାଇଛି। ଏହି ସମୟରେ ଯଦି ସୁନା ନିବେଶ କରିବେ ଆପଣଙ୍କୁ ଭଲ ଦାମରେ ଫେରସ୍ତ ମିଳିପାରେ।

ତେବେ ଏହା ଥିଲା ଆଜିର ସୁନା ସମ୍ବନ୍ଧୀୟ କିଛି ଗୁରୁତ୍ୱପୂର୍ଣ୍ଣ କଥା। ଯାହା ଜାଣିଲେ ଆପଣ ବହୁତ ଲାଭବାନ ହେଇପାରିବେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

About admin

Blog sharing Information & Tips about Travelling Tips, Health Tips, Daily Living Life, Life Style, Trends and more to help people to Enjoy the beautiful Life.

View all posts by admin →

Leave a Reply

Your email address will not be published. Required fields are marked *