ଆପଣମାନଙ୍କ ପାଇଁ ମୋଦି ସରକାର ପର୍ବପର୍ବାଣି ଦୃଷ୍ଟିରୁ ଶସ୍ତା ଦରରେ ସୁନା ବିକ୍ରି ପାଇଁ ସୁଯୋଗ ଦେଇଛନ୍ତି। ଅକ୍ଟୋବର ୧୨ ରୁ ୧୬ ତାରିଖ ଯାଏ ସୋଭରେନ ଗୋଲଡ଼ ବଣ୍ଡ ଯୋଜନା ୨୦୨୦-୨୧ର ସପ୍ତମ ସିରିଜ ଅନୁସାରେ କିଣାବିକା ହେବ। ବିନିଯୋଗକାରୀ ମାନଙ୍କୁ ଶାରୀରିକ ଭାବରେ ଏହି ଗୋଲଡ଼ ବଣ୍ଡ ଯୋଜନାରେ ମିଳିନଥାଏ। ଏହା ଅଧିକ ସୁରକ୍ଷିତ ଫିଜିକାଲ ଗୋଲଡ଼ ତୁଳନାରେ। ସୁନା ବଣ୍ଡର ନିର୍ଗମ ମୂଲ୍ୟ ୫,୦୫୧ ଟଙ୍କା ଭାରତୀୟ ରିଜର୍ଭ ବ୍ୟାଙ୍କ ତରଫରୁ ସ୍ଥିର ହୋଇଛି। ଆରବିଆଇର ପରାମର୍ଶରେ ସରକାର ଡିଜିଟାଲ ମାଧ୍ୟମରେ ବିନିଯୋଗ କରୁଥିବା ଓ ଅନଲାଇନ ଆବେଦନ କରୁଥିବା ଲୋକଙ୍କୁ ପ୍ରତି ଗ୍ରାମ ପିଛା୫୦ ଟଙ୍କାର ଛାଡ଼ ଦେବାକୁ ନିଷ୍ପତ୍ତି ନେଇଛନ୍ତି।
ନଭେମ୍ବର ୯ ରୁ ୧୩ ତାରିଖ ପର୍ଯ୍ୟନ୍ତ ଶୋଭେରେନ ଗୋଲଡ଼ ବଣ୍ଡ ଯୋଜନା ୨୦୨୦-୨୧ର ଅଷ୍ଟମ ଅଧ୍ୟାୟ ଅଭିଦାନ ପାଇଁ ଖୋଲିବ। ବସୋଭେରେନ ୨୦୨୦-୨୧ ଭାରତ ସରକାରଙ୍କ ତରଫରୁ ଆରବିଆଇ ଜାରି କରୁଛି।
ଜଣେ ବ୍ୟକ୍ତି ସର୍ବାଧିକ ୪୦୦ ଗ୍ରାମର ସୁନା ଏହି ଶୋଭେରେନ ବଣ୍ଡ ଯୋଜନା ମାଧ୍ୟମରେ ବଣ୍ଡ କରିପାରିବ।ଏକ ଗ୍ରାମ ଏହାର ନ୍ୟୁନତମ ବିନିଯୋଗ। ଟ୍ୟାକ୍ସ ମଧ୍ୟ ଏହି ଯୋଜନା ମାଧ୍ୟମରେ ଆପଣ ବଞ୍ଚାଇ ପାରିବେ।ବିଶ୍ୱବିଦ୍ୟାଳୟ,ଏଚଇଉଏଫ,ବଣ୍ଡର ଟ୍ରଷ୍ଟି ବ୍ୟକ୍ତି,ଧର୍ମାଥ ସଂସ୍ଥା ଗୁଡିକୁ ବ୍ରିକି କରିବା ପାଇଁ ରୋକ ଲଗାଯିବ।

ବିନିଯୋଗକାରୀଙ୍କ ପ୍ୟାନ କାର୍ଡ ଏସଜୀବୀର ପ୍ରତ୍ୟେକ ଆବେଦନ ସହ ଆବଶ୍ୟକ। ଡାକଘର,ସ୍ଟକ ହୋଲଡିଂ,ସମସ୍ତ ବାଣିଜ୍ୟକ ବ୍ୟାଙ୍କ,କର୍ପୋରେଟନ ଅଫ ଇଣ୍ଡିଆ ଲିମିଟେଡ଼,ସିଧାସଳଖ ଏଜେଣ୍ଟଙ୍କ ମାଧ୍ୟମରେ ଆବେଦନ ପ୍ରାପ୍ତ କରିବା କିମ୍ବା ବମ୍ବେ ସ୍ଟକ ଏକ୍ସଚେଞ୍ଜ ଓ ଗ୍ରାହକ ମାନଙ୍କୁ ସବୁପ୍ରକାରର ସୁବିଧା ଦେବା ପାଇଁ ଅଧିକୃତ ଅଟେ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।