ସରକାରୀ କର୍ମଚାରୀଙ୍କ ଉପରେ ହୋଇପାରେ ଟଙ୍କାର ବର୍ଷା! ପଢନ୍ତୁ କଣ ଅଟେ ଘଟଣା।

ଖବର ଅଛି କି କେନ୍ଦ୍ର ସରକାରଙ୍କର କର୍ମଚାରୀ ତଥା ୱାର୍କରସଙ୍କର ସଂଗଠନ ଆର୍ଥିକ ମନ୍ତ୍ରୀ ନିର୍ମଳା ସୀତାରମନଙ୍କ ପାଖରେ ମହଜୁଦ ଥିବା ସରକାରୀ ଖଜାନା ବାବଦରେ ଏକ ଲେଖା ଯୋଖା ରଖିଛନ୍ତି ଆଉ ବିତ୍ତ ମନ୍ତ୍ରୀ ନିର୍ମଳା ସରକାରଙ୍କ ପାଖରେ ଏହା ଅନୁରୋଧ କରିଛନ୍ତି କି ଯେପରି ଜିନିଷ ମାନଙ୍କର ଦର ଦାମ ୨୮% ହାରରେ ବଢି ଯାଉଛି ସେପରି ହିଁ ସରକାରୀ କର୍ମଚାରୀ ମାନଙ୍କୁ ସେମିତି ୨୮% ହାରରେ ଦର ଭତ୍ତା ମିଳୁ। ଆସୋସିଏସନ କହିଲା କି କରୋନା ମହାମାରୀ ସମୟରେ ସମସ୍ତ କେନ୍ଦ୍ର ସରକାରୀ କର୍ମଚାରୀ ମାନେ ପୁର୍ଣ ସମର୍ପଣ ସହ କାମ କଲେ ଆଉ ଏହା ଭିତରେ କିଛି କର୍ମଚାରୀ ମାନଙ୍କର ଜୀବନ ବି ଚାଲିଗଲା। ତେଣୁ ଏହି ସମସ୍ତ କଥାକୁ ନଜରରେ ରଖିକି ସରକାର ଜାନୁଆରୀ ୨୦୨୦ ଠାରୁ ସମସ୍ତ ପେନ୍ସନର ମାନଙ୍କର ଭତ୍ତା ବଢ଼େଇକି ୨୮% କରି ଦିଆଯାଉ।

Google

ପ୍ରକୃତରେ ଏପ୍ରିଲ ୨୦୨୦ ରେ ସରକାର ଏହି ସମସ୍ତ ମହଂଗାଇ ଭତ୍ତା ଉପରେ ରୋକ ଲଗେଇ ଦେଲେ ଆଉ ସରକାର ଏହି ନିର୍ଣ୍ଣୟ କୋଭିଡ ପରିସ୍ଥିତି ପାଇଁ ବନୁଥିବା ମୁସ୍କିଲ ହାଲ ଦେଖିକି ନେଇଥିଲେ। ଏହାକୁ ଜୁଲାଇ ୨୦୨୧ ଯାଏ ବନ୍ଦ କରା ଯାଇଥିଲା ମାତ୍ର ଯାହା ଦେଖା ଯାଉଛି ଏହା ପୁଣି ଥରେ ଜୁଲାଇ ଠାରୁ ଆରମ୍ଭ ହେଇପାରେ।

କୋରନା ଭିତରେ ଯେଉଁ ଔଦ୍ୟୋଗିକ ଉତ୍ପାଦନ ମାଇନସ ୫୭% କୁ ପହଂଚି ଯାଇଥିଲା ଅକ୍ଟୋବର ଠାରୁ ତାହା ୩.୬% ବଢ଼ିଲା ଆଉ ତା ସହ ହି ଜିଏସଟିର କଲେକ୍ସନ ୯୭,୯୫୭ କୋଟି ଠାରୁ ବଢିକି ୧,୧୫୦୦୦ କୋଟି ହେଇଗଲା। ଏହାରି କାରଣ ଦେଖିକି ଆସୋସିଏସନ ସରକାରଙ୍କ ପାଖରେ ପ୍ରସ୍ତାବ ଦେଲେ କି ତାଙ୍କର ମହଂଗାଇ ଭତ୍ତା ୨୮% କରି ଦିଆଯାଉ ,ଜୁଲାଇ ଯାଏ ଅପେକ୍ଷା ନ କରାଯାଉ।

Google

କରୋନା ମହାମାରୀର ସଙ୍କଟକୁ ଦେଖିବାକୁ ଯାଇକି ସରକାର ୧ ଜାନୁଆରୀ ୨୦୨୦ ଠାରୁ ନେଇକି କେନ୍ଦ୍ର ସରକାର ଙ୍କର କର୍ମଚାରୀ ମାନଙ୍କୁ ମିଳିବାକୁ ଥିବା ଦର ଦାମ ଭତ୍ତା ଉପରେ ରୋକ ଲଗେଇ ଦେଇଥିଲେ। ଆଉ ସରକାର କହିଲେ କି ଜୁଲାଇ ୨୦୨୦ ରୁ ଜାନୁଆରୀ ୨୦୨୧ ଭିତରେ ମିଳୁଥିବା ଭତ୍ତାର ଅଧିକ କମିଶନ ବି ମିଳିବ ନାହିଁ। ମାତ୍ର ମହଜୁଦ ଦର ଉପରେ ଡିଏ ତଥା ଡିଆର ର ଭୋଗତାନ ହେବାକୁ ଲାଗିବ। ସରକାର କ୍ୟାବିନେଟର କର୍ମଚାରୀ ମାନଙ୍କର ଡିଏରେ ୪% ଅଗ୍ରଗତି କରାଇଥିଲେ। ଏହାକୁ ୧୭% ରୁ ବଢ଼େଇକି ୨୧% କରି ଦିଆଗଲା।

Google

ନିଉଜ ଏଜେନ୍ସିର ଅନୁମାନ ଅନୁଯାୟୀ କେନ୍ଦ୍ର ସରକାର ଙ୍କର ମହଂଗାଇ ଭତ୍ତା ତଥା ଅନ୍ୟ ଭତ୍ତା ଅଟକାଇବା ଦ୍ୱାରା ସରକାରଙ୍କୁ ୨୦୨୧-୨୨ ବର୍ଷରେ ପ୍ରାୟ ୩୭୫୬୦ କୋଟି ଟଙ୍କାର ସଞ୍ଚୟ ହେଇଯିବ। ରାଜ୍ୟ ସରକାର ଯିଏ କି ସାଧାରଣ ଭାବେ କେନ୍ଦ୍ର ସରକାରଙ୍କର ଆଦେଶରେ ଚାଲିଥାଏ ତାଙ୍କର ବି ଏହି ଭତ୍ତା ଅଟକାଇବା ଦ୍ୱାରା ପ୍ରାୟ ୮୨,୫୬୬ କୋଟି ଟଙ୍କାର ସଂଚୟ ହେଇଯିବ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *