ସରକାର ଦେବେ ଝିଅର ବିବାହରେ ୧୦ଗ୍ରାମର ସୁନା,ଏପରି ଉଠାନ୍ତୁ ଫାଇଦା,ଜାଣନ୍ତୁ କେମିତି ଅଟେ ପ୍ରକ୍ରିୟା!

ସରକାର ନୂଆ ପ୍ରକଳ୍ପ ଝିଅଙ୍କ ବିବାହରେ ୧୦ଗ୍ରାମ ସୁନା ଦେବାର କରିଛନ୍ତି ସଂକଳ୍ପ। ହଁ ଆପଣ ବିଲକୁଲ ଠିକ ପଢ଼ିଛନ୍ତି ଆସାମ ସରକାର ନିଜ ନାଗରିକଙ୍କ ପାଇଁ ଆଣିଛନ୍ତି ନୂଆ ପ୍ରକଳ୍ପ ଯେଉଁଥିରେ ସରକାରଙ୍କ ତରଫରୁ ଆପଣଙ୍କ ଝିଅର ବିବାହରେ ୧୦ଗ୍ରାମ ସୁନା ଦାନ କରାଯିବ। ସବୁ ମା ବାପାଙ୍କ ସ୍ୱପ୍ନ ହୋଇଥାଏ କି ସେ ନିଜ ଝିଅକୁ ବିବାହରେ ସୁନାରେ ତିଆରି ଉପହାର ଭେଟି ଦେବେ। ଯାହାଦ୍ଵାରା ପଇସାର ଆବଶ୍ୟକତା ପଡିଲେ ସେ ନିଜ ଆବଶ୍ୟକତାକୁ ମେଣ୍ଟାଇ ପାରିବ କିନ୍ତୁ ମାଆ ବାପାଙ୍କ ପାଇଁ ଏହା ସମ୍ଭବ ହୋଇପାରେ ନାହିଁ କି ସେ ନିଜ ଝିଅକୁ ସୁନାରେ ତିଆରି ଗହଣା ଦେବେ।

Google

ଆସାମ ସରକାର ଗରିବମାନଙ୍କ ଝିଅର ବାହାଘରେ ୧୦ଗ୍ରାମ ସୁନା ଦେବାକୁ ପ୍ରସ୍ତାବ ଦେଇଛନ୍ତି। ଏହା ଦ୍ୱାରା କିଛି ସୀମା ପର୍ଯ୍ୟନ୍ତ ଆସାମର ଲୋକ ନିଜ ଝିଅର ବିବାହ ଭଲରେ କରିପାରିବେ। ସୂତ୍ର ଅନୁସାରେ ତ ଏହି ଯୋଜନା ନୂଆ ବର୍ଷର ଆଗ ମାସରେ ହିଁ ଲାଗୁ କରିଦିଆଯିବ। ଯଦି ଆପଣ ଜାଣିବାକୁ ଚାହୁଁଛନ୍ତି ଏହି ଯୋଜନାର ଫାଇଦା କିପରି ମିଳିପାରିବ ତେବେ ଆମ ସହିତ ଜୁଡି ରୁହନ୍ତୁ। ଆସନ୍ତୁ ଆମେ ଆପଣଙ୍କୁ ଜଣାଇବୁ ଆପଣ କିପରି ଏହି ଯୋଜନାର ଫାଇଦା ଉଠାଇ ପାରିବେ।

ସରକାର ଏହି ଯୋଜନାର ଫାଇଦା ଉଠାଇବା କିଛି ସର୍ତ୍ତ ରଖିଛନ୍ତି:-

ଆସାମ ସରକାର ଏହି ଯୋଜନାର ଫାଇଦା ଉଠାଇବା କିଛି ସର୍ତ୍ତ ରଖିଛନ୍ତି ଯଦି ଆପଣ ଏହି ସର୍ତ୍ତକୁ ପୂରା କରୁଛନ୍ତି ତେବେ ଆପଣ ଏହି ଯୋଜନାର ଫାଇଦା ଉଠାଇ ପାରିବେ।ବିଶେଷ ଭାବେ ଦେଖନ୍ତୁ ଏହା କେବଳ ଆସାମର ନାଗରିକ ପାଇଁ ହିଁ ଅଟେ। ଆସନ୍ତୁ ଜାଣିବା କଣ ଅଟେ ସେହି ସର୍ତ୍ତ।

୧)ଆପଣଙ୍କ ଝିଅକୁ ଅତି କମରେ ୧୮ ବର୍ଷ ହୋଇଥିବା ଦରକାର।

୨)ଯେଉଁ ପୁଅ ସହିତ ବିବାହ ହୋଇଛି ତାକୁ ଅତି କମରେ ୨୧ବର୍ଷ ହେବା ଦରକାର।

୩)ଝିଅର ପରିବାରର ବାର୍ଷିକ ଆୟ ୫ ଲକ୍ଷରୁ କମ ହେବା ଦରକାର।

Google

୪)ବିବାହ ସ୍ପେସଲ ମ୍ୟାରେଜ ଆକ୍ଟ ୧୯୫୪ରେ ରେଜିଷ୍ଟର ହେବା ଦରକାର। ଯେଉଁଦିନ ଆପଣଙ୍କର ରେଜିଷ୍ଟ୍ରେସନ ହୋଇଯିବ ଆପଣ ସେହି ଦିନ ଏହି ଯୋଜନା ପାଇଁ ପ୍ରସ୍ତାବ ନେଇପାରିବେ।

୫)ଆପଣ ଆସାମର ନାଗରିକ ହୋଇଥିବା ଦରକାର।

ଏହି ଯୋଜନାର ଫାଇଦା ନେବା ପାଇଁ ଏହି ପ୍ରକାରରେ କରନ୍ତୁ ଆବେଦନ:-

କହିଦେଉଛୁ ଏହି ଯୋଜନାର ନାମ ଅରୁନ୍ଧତି ଅଟେ। ଆପଣ ତଳେ ଦିଆଯାଇଥିବା ନିୟମରୁ ଆବେଦନ କରିପାରିବେ।

୧)ଏହି ସ୍କିମରେ ସବୁଠୁ ପ୍ରଥମେ ଆପଣଙ୍କୁ ଏହି ଯୋଜନାରେ ପଞ୍ଜିକରଣ କରିବାକୁ ହେବ।

୨)ପଞ୍ଜିକରଣ ପାଇଁ ଆପଣଙ୍କୁ revenueassam.nic. in ରେ ଯାଇ ସମ୍ପୂର୍ଣ୍ଣ ପୁରଣ କରିବାକୁ ହେବ।

୩)ଅନଲାଇନ ଫର୍ମର ପ୍ରିଣ୍ଟ ନିଜ ପାଖରେ ରଖିବାକୁ ହେବ।

Google

୪)ଫର୍ମ ଦାଖଲ ହେବା ପରେ ଏହାର ରସିଦ ନିଜ ପାଖରେ ରଖିନିଅନ୍ତୁ।

୫)ଆପଣଙ୍କୁ ନିଜ ଦରଖାସ୍ତର ସୂଚନା ଏସଏମଏସ ସାହାଯ୍ୟରେ ମିଳିଯିବ।

୬)ଯଦି ଆପଣଙ୍କ ଦରଖାସ୍ତକୁ ମଞ୍ଜୁରୀ ମିଳିଯାଏ ତେବେ ଏହି ଯୋଜନାର ଯାହାବି ଅର୍ଥ ଥିବ ତାହା ଆପଣଙ୍କ ଜମାଖାତାରେ ଜମା କରିଦିଆଯିବ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *