IPL 2022 ର ଲିଗ ପର୍ଯ୍ୟାୟ ଶେଷ ହୋଇଯାଇଛି। ଆଜି ଖେଳାଯିବାର ଅଛି କ୍ବାଲିଫାୟାର-୧। ଏହି କ୍ବାଲିଫାୟାର ଗୁଜରାଟ ସହ ରାଜସ୍ଥାନର ଅଛି। ଇଡେନ ଗାର୍ଡେନରେ ଖେଳାଯିବ ଏହି ମ୍ୟାଚ। ଟସ ଜିତି ବୋଲିଂର ନିଷ୍ପତ୍ତି ନେଇଛି ଗୁଜରାଟ।

ଏହି ମ୍ୟାଚରେ ଯେଉଁ ଦଳ ଜିତିବ ସେ ଫାଇନାଲରେ ପ୍ରବେଶ କରିବ। ଏହା ସହ ଯେଉଁ ଦଳ ହାରିବ ତା ପାଇଁ ଆଉ ଗୋଟିଏ ଚାନ୍ସ ଅଛି। ଦୁଇ ଦଳର ବୋଲିଂ ମଝଭୁତ ଅଛି। ହାର୍ଦିକ ପାଣ୍ଡ୍ୟା ଗୁଜରାଟର କ୍ୟାପଟେନ ଏବଂ ସେ ସୁନ୍ଦର ଫର୍ମରେ ଅଛନ୍ତି।
ରାଜସ୍ଥାନର ବୋଲିଂ ମଧ୍ୟ ମଝଭୁତ ଅଛି। ଚାହଲ ସୁନ୍ଦର ଫର୍ମରେ ଅଛନ୍ତି। ଉଭୟ ଦଳ ମଧ୍ୟରେ ଗୁଜରାଟ ପଏଂଟସ ଟେବୁଲରେ ନମ୍ବର ୧ ରେ ଥିବା ବେଳେ ରାଜସ୍ଥାନ ନମ୍ବର ୨ ରେ ଥିଲା।
ରାଜସ୍ଥାନ ପକ୍ଷରୁ କ୍ୟାପଟେନ ସଂଜୁ କରୁଥିବା ବେଳେ ସେ ମଧ୍ୟ ଏହି IPL ରେ କେତେକ ଭଲ ପରି ଖେଳିଛନ୍ତି। ତେବେ ପାଣ୍ଡ୍ୟା ଏବଂ ସଂଜୁଙ୍କ ଉପରେ ନଜର ରହିପାରେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।