ବିକଳାଙ୍ଗ ହେବା ସତ୍ତ୍ୱେ ହାର ମାନିନାହାନ୍ତି କୃଷକ, ପରିଶ୍ରମ କରି ଏପରି କମାଉଛନ୍ତି ଦୁଇ ବେଳାର ରୁଟି । ଦେଖନ୍ତୁ ଭିଡିଓ ।

handicapped farmer doing farming video went viral

କୃଷି କରିବା ବହୁତ ପରିଶ୍ରମର କାମ ହୋଇଥାଏ ।ଏଥିପାଇଁ କୃଷକକୁ ସବୁବେଳେ ପରିଶ୍ରମୀ କୁହାଯାଇଥାଏ।ସେ ଦିନ ରାତି ଜମିରେ କାମ କରିଥାଏ କାହିଁକିନା ଆମ ଭଳି ଲୋକ ପେଟ ଭରି ଭୋଜନ କରି ପାରୁ। ଏହା ବ୍ୟତୀତ ତାକୁ ବହୁତ ମାମୁଲି ମୂଲ୍ୟ ମିଳି ଥାଏ କିନ୍ତୁ ତଥାପି ସେ ଏହି କାମକୁ ପୂରା ପରିଶ୍ରମ ଏବଂ ସଚ୍ଚୋଟପଣ ସହିତ କରିଥାଏ।

Google

ଏହାମଧ୍ୟରେ ଜମିରେ କାମ କରୁଥିବା ଏକ କୃଷକର ଭିଡିଓ ବହୁତ ଭାଇରାଲ ହେଉଛି। ଏହି ଭିଡ଼ିଓରେ ବିକଳାଙ୍ଗ କୃଷକ ଜମିରେ କାମ କରୁଥିବାର ନଜର ଆସିଛି। ଭିଡିଓରେ ଆମେ ଦେଖି ପାରିବା କି କିପରି କୃଷକ ଗୋଟିଏ ଗୋଡ଼ରେ ବିକଳାଙ୍ଗ ଅଟନ୍ତି ତଥାପି ଗୋଟିଏ ଭଲ ଗୋଡ଼ର ଭରସା ଉପରେ ଜମିରେ ହଳ କରୁଛନ୍ତି।

ଏହି ଭିଡିଓକୁ ଆଇଏଫଏସ ଅଫିସର ସୁଶାନ୍ତା ନନ୍ଦା ନିଜର ଟୁଇଟର ଆକାଉଣ୍ଟରେ ଜଣାଇଛନ୍ତି। ଭିଡିଓକୁ ଶେୟାର କରୁଥିବା ବେଳେ ସେ ବାର୍ତ୍ତାରେ ଲେଖିଲେ-ନିଜ ଜୀବନକୁ ସଫଳତାର ପ୍ରତୀକ କରାନ୍ତୁ । କଳ୍ପନା କରନ୍ତୁ ଯେ ଏପରି କିଛି ବି ନାହିଁ ଯାହା ଆପଣ କରିପାରିବେ ନାହିଁ।

ଜମିରେ ପରିଶ୍ରମ କରୁଥିବା ବିକଳାଙ୍ଗ କୃଷକଙ୍କ ଏହି ଭିଡିଓ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେଉଅଛି। ଯିଏ ବି ଏହି ଭିଡିଓ ଦେଖୁଛି କୃଷକଙ୍କ ସଚ୍ଚୋଟପଣ ଏବଂ ପରିଶ୍ରମର ପ୍ରଶଂସା କରୁଛି। କୃଷକଙ୍କର ମନୋବଳକୁ ଦେଖି ଲୋକ ବହୁତ ଆକର୍ଷିତ ହେଉଛନ୍ତି। ସେମାନେ ଏପରି କମେଣ୍ଟ କରୁଛନ୍ତି କି ଆମକୁ ତା ଠାରୁ କିଛି ଶିଖିବା ଦରକାର।

ସାଧାରଣତଃ କେତେ ଲୋକ କାମ ନ କରିବାକୁ ବିଭିନ୍ନ ପ୍ରକାର ବାହାନା କରିଥାନ୍ତି, କିନ୍ତୁ ଏହି କୃଷକ ସେହି ସବୁ ଲୋକଙ୍କର କଥା ବନ୍ଦ କରିଦେଇଛି ଯିଏ କାମ ଚୋର ଅଟେ। ଏ ଦୁନିଆକୁ ଜଣେଇ ଦେଇଛି କି ଆପଣଙ୍କ ଭିତରେ ଯଦି କିଛି କରିକି ଗୁଜୁରାଣ ମେଣ୍ଟେଇବାର ଇଚ୍ଛା ଅଛି ତେବେ ଲାଇଫରେ ବହୁତ କିଛି କରି ହେବ। ସେଥିପାଇଁ ସର୍ଵଦା ତତ୍ପର ରହିବା ଆବଶ୍ୟକ।

କହିଦେଉଛୁ କି ଏହା ପୂର୍ବରୁ ବି ଏକ ଅନ୍ୟ ବିକଳାଙ୍ଗକୁ କୃଷକର ଜମିରେ କାମ କରୁଥିବାର ଭିଡିଓ ଭାଇରାଲ ହୋଇସାରିଛି। ଏମିତିରେ ଆପଣମାନଙ୍କୁ ଏହି ଦୁଇଟି ଭିଡିଓ କିପରି ଲାଗିଲା କମେଣ୍ଟ ବିଭାଗରେ ନିଶ୍ଚୟ ବତାନ୍ତୁ।ଭିଡିଓ ପସନ୍ଦ ଆସିଲା ତ ଶେୟାର କରିବାକୁ ପଛେଇବେ ନାହିଁ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *