ଏହି ବଡ ଭୁଲ ପରେ ହରଭଜନ ସିଂ ମାଗିଲେ ଭୁଲ,ଫ୍ୟାନ୍ସ ମାନେ ରାଗିକି କହିଦେଲେ ଏହି ବଡ଼ କଥା।

ଅଫ ସ୍ପିନର ହରଭଜନ ସିଂ ନିଜ ବୟାନ ଓ ଟ୍ୱିଟ ପାଇଁ ସର୍ବଦା ଚର୍ଚ୍ଚାରେ ରୁହନ୍ତି। ଏଥର ହରଭଜନ ସିଂ କିଛି ଏମିତି କଲେ ଯାହା ଫଳରେ ତାଙ୍କୁ ସାର୍ବଜନୀନ ସ୍ତରରେ କ୍ଷମା ମାଗିବାକୁ ପଡିଲା। ସେ ନେତାଙ୍କ ଉପରେ ଆରୋପ ଲାଗେଇଥିଲେ କି ଯେଉଁଥିରେ ସେ ନେତାଙ୍କ ଉପରେ ଆରୋପ ଲାଗେଇଥିଲେ କି ସେ ସତରେ କରୋନା ଭାକ୍ସିନ ନେଉନାହାନ୍ତି। ବାସ ଫୋଟୋ ଉଠାଇ ବାହାନା କରୁଛନ୍ତି।ହେଲେ ତାଙ୍କର ଏହି ଟ୍ୱିଟ ମିଛ ଜଣାପଡିଲା।

Google

ହରଭଜନ ସିଂ ଟ୍ୱିଟ କରିଥିଲେ କି,”ଆମର କିଛି ନେତା ଏମିତି ଭାକ୍ସିନ ନେଉଛନ୍ତି। ଫୋଟୋ ଉଠାଗଲା। ଓକେ ଗୁଡ଼।”ହରଭଜନ ସିଂ ଏହି ଟ୍ୱିଟ ଏକ ଭିଡିଓ ଆଧାରରେ କରିଥିଲେ,ଯେଉଁଥିରେ ଏକ ମହିଳା ଓ ପୁରୁଷ ଟୀକା ନେବାର ଫୋଟୋ ଉଠେଇଛନ୍ତି। ଆରୋପ ଲାଗିଲା କି ଏହି ଦୁଇ ଜଣ ଟୀକା ନେଵାର ବାହାନା କଲେ ଓ ଫୋଟୋ ଉଠାଇଲେ।ହେଲେ ଏହି ଖବର ମିଛ ହେଲା। ତୁମାକୁରର ଡେପୁଟି କମିଶନର ରାକେଶ କୁମାର ୱେବସାଇଟ ସହ କଥା ହୋଇ କହିଲେ କି ଯେଉଁ ଲୋକଙ୍କ ଭିଡ଼ିଓ ଭାଇରାଲ ହୋଇଥିଲା,ସେ ଡାକ୍ତର ରଜନୀ ଓ ଡା.ନାଗେନ୍ଦ୍ରପା ଥିଲେ।ସେ ଦୁଇ ଜଣ କୋରୋନା ଭାକ୍ସିନ ଲଗେଇଲେ ଓ ମିଡ଼ିଆ କହିବା ପରେ ଫଟୋ ଉଠାଇଲେ। ଫୋଟୋ ଉଠାଇବା ପୂର୍ବରୁ ସେ ଭାକ୍ସିନ ନେଇ ସାରିଥିଲେ।

Google
ହରଭଜନ ସିଂଙ୍କୁ କ୍ଷମା ମାଗିବାକୁ ପଡିଲା:

ଏହି ଭିଡ଼ିଓ କଥା ଯେବେ ସତ ଜଣାପଡିଲା ସେତେବେଳେ ହରଭଜନ ସିଂଙ୍କୁ ଟ୍ରୋଲ କରାଗଲା। ଏକ ଫ୍ୟାନ ତ ତାଙ୍କୁ ଦେଶ ବଦନାମ କରିବାର ଆରୋପ ଲଗେଇଲେ। ହରଭଜନ ସିଂ ଟ୍ୱିଟ ଜରିଆରେ କ୍ଷମା ମାଗିଲେ ଓ କହିଲେ କି ପୋଷ୍ଟ କରିବା ପୂର୍ବରୁ ସେ ଫ୍ୟାକ୍ଟ ଚେକ କରି ନଥିଲେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *