ଅଲରାଉଣ୍ଡର ହାର୍ଦିକ ପାଣ୍ଡ୍ୟାଙ୍କ ତୋଫାନ ପାରି କାରଣରୁ ଭାରତୀୟ ଟିମ ଟି-୨୦ ସିରିଜର ୨ୟ ମ୍ୟାଚରେ ଏକ ଦମଦାର ବିଜୟ ହାସଲ କରିଥିଲା । ଏହା ସହିତ ଟିମ ଇଣ୍ଡିଆ ଆଉ ଏକ ରେକର୍ଡ ନିଜ ନାମରେ କରିଦେଇଛି। ସେହି ରେକର୍ଡ ହେଉଛି ଲଗାତର ୧୦ଟି ଟି-୨୦ ମ୍ୟାଚ ନିଜ ନାମରେ କରିବା। ପୂର୍ବ ୧୦ଟି ଟି-୨୦ ମ୍ୟାଚ ଟିମ ଇଣ୍ଡିଆ ଜିତିଛି। କହିରଖିବୁକୁ ଏହା ମଧ୍ୟରୁ ଦୁଇଟି ଟି-୨୦ ଅଷ୍ଟ୍ରେଲିଆ ବିରୁଦ୍ଧରେ ଥିଲା। ଯେଉଁଥିରେ ବିଜୟ ମିଳିଥିଲା। ଏବେ ହାର୍ଦିକଙ୍କ ପାରିର ଚର୍ଚ୍ଚା ଚାରିଆଡେ ଚାଲୁଛି।

ବେଷ୍ଟ ମ୍ୟାଚ ଫିନିସର ଅଟନ୍ତି ହାର୍ଦିକ ପାଣ୍ଡ୍ୟା:-
ଭାରତକୁ ଶେଷ ୫ ବଲରେ ୧୨ ରନର ଆବଶ୍ୟକତା ଥିଲା। ସମସ୍ତଙ୍କ ନଜର ହାର୍ଦିକ ପାଣ୍ଡ୍ୟାଙ୍କ ଉପରେ ଥିଲା। ଚତ୍ରୁର୍ଥ ବଲରେ ହାର୍ଦିକ ପାଣ୍ଡିଆ ଏକ ଛକା ମାରିଥିଲେ। ଯାହା ପରେ ମ୍ୟାଚ ଜିତିବା ବାଟ ବହୁତ କମ ହୋଇଗଲା। ବତୃତୀୟ ବଲରେ କୌଣସି ରନ ଆସିନଥିଲା କିନ୍ତୁ ଚତ୍ରୁର୍ଥ ବଲରେ ଏକ ଦମଦାର ଛକା ମାରି ହାର୍ଦିକ ପାଣ୍ଡ୍ୟା ଏକ ସାବ୍ୟସ୍ତ କରିଦେଲେ କି ସେ ବେଷ୍ଟ ମ୍ୟାଚ ଫିନିସର ଅଟନ୍ତି।ଏହା ସହିତ ଇଣ୍ଡିଆ ଏହି ସିରିଜ ଜିତିଗଲା।
ଲୋକ ଲଗାତର ଟ୍ୱିଟକରି ଦେଉଛନ୍ତି ଅଭିନନ୍ଦନ:-
ହାର୍ଦିକ ପାଣ୍ଡ୍ୟାଙ୍କ ଏହି ପାରି ଅନେକ ଦଶକ ପର୍ଯ୍ୟନ୍ତ ମନେରହିବ। ହାର୍ଦିକ ପାଣ୍ଡ୍ୟାଙ୍କ ସେହି ପାରି ପରେ ସମସ୍ତେ ଆଚମ୍ବିତ ଅଛନ୍ତି। କ୍ରିକେଟ ପ୍ରେମୀ ତାଙ୍କୁ ଶୁଭେଚ୍ଛା ଜଣାଉଛନ୍ତି। ପ୍ରତିଦ୍ୱନ୍ଦି ଟିମ ପକ୍ଷରୁ ମଧ୍ୟ ହାର୍ଦିକ ପାଣ୍ଡ୍ୟାକୁ ଟ୍ୱିଟ ଆସୁଛି। ହାର୍ଦିକ ପାଣ୍ଡ୍ୟା ଜିତିବା ପରେ ବ୍ୟାଟକୁ ଉପରକୁ ପକାଇ ଫଟୋ ସେୟାର କରିଛନ୍ତି ଓ ସେ ଲେଖିଛନ୍ତି ଏହା ସେମାନଙ୍କ ପାଇଁ ଯେଉଁମାନେ ଯିଏ ମୋ ଘରେ ଅଛନ୍ତି।

ପାକିସ୍ତାନି ପତ୍ରକାର କଲେ ପ୍ରଶଂସା:-
ପାକିସ୍ତାନି ପତ୍ରକାର ଅବ୍ଦୁଲା ଗଫ୍ଫାର ଟ୍ୱିଟ କରି ହାର୍ଦିକଙ୍କୁ ପ୍ରଶଂସା କରିଛନ୍ତି। ପତ୍ରକାର ଅବ୍ଦୁଲା ଗଫ୍ଫାର ଟ୍ୱିଟ କରି କହିଛନ୍ତି,”ଚମ୍ପିୟାନ ଟ୍ରଫି ୨୦୧୭ରେ ହାର୍ଦିକ ପାଣ୍ଡ୍ୟା ପ୍ରଣାମ କରିଦେଇଥିଲେ କି ସେ କେତେ ସକ୍ଷମ ଅଟନ୍ତି”।
ହାର୍ଦିକ ଲିମିଟେଡ଼ ଓଭର କ୍ରିକେଟରେ ବହୁତ ଭଲ ଖେଳାଳୀ ଅଟନ୍ତି। ତାଙ୍କ ଛଡା ହାର୍ଦିକଙ୍କ ପାଇଁ ତାଙ୍କ ଭାଇ କ୍ରୁନାଲ ପାଣ୍ଡ୍ୟା ମଧ୍ୟ ଟ୍ୱିଟ କରି ଲେଖିଛନ୍ତି ,ସୁପରଷ୍ଟାର, ଏଣ୍ଟରଟେନର, ଫିନିସର ଭାଇ ତୁ ସାନଦାର ଅଟୁ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।