ବ୍ୟୁରୋ ରିପୋର୍ଟ: ଖାଦ୍ୟରେ କିଛି ଚେଞ୍ଜ ହେଲେ ଥାଇରଏଡ଼ ନିୟନ୍ତ୍ରଣରେ ରହିପାରିବ। ତେବେ ଏମିତି କିଛି ଜୁସ ଅଛି ଯାହାକୁ ପିଇବା ଦ୍ଵାରା ଥାଇରଏଡ଼ ରହିବ ନିୟନ୍ତ୍ରଣରେ। ତେବେ ବିଳମ୍ବ ନ କରି ଆସନ୍ତୁ ଜାଣିବା ସେ କେଉଁ ଜୁସ ଯାହାକୁ ପିଇବା ଦ୍ଵାରା ଥାଇରଏଡ଼ ରହିବ ନିୟନ୍ତ୍ରଣରେ। ତେବେ ଆପଣ ଆର୍ଟିକିଲଟିକୁ ଶେଷ ଯାଏ ନିଶ୍ଚିତ ପଢନ୍ତୁ।

ଥାଇରଏଡ଼ ଓଜନ ବଢ଼ାଇଥାଏ ବୋଲି କୁହାଯାଏ। କେତେକ ଲୋକ ଔଷଧ ମାଧ୍ୟମରେ ଏହାକୁ ନିୟନ୍ତ୍ରଣ କରୁଥିବା ବେଳେ ଆଉ କେତେକ ମଧ୍ୟ ଖାଦ୍ୟରେ ପରିବର୍ତ୍ତନ କରି ଏହାକୁ ନିୟନ୍ତ୍ରଣ କରିଥାନ୍ତି। ତେବେ ଆପଣ ଲାଉର ଜୁସ ପିଇପାରିବେ। ଏହା ଲାଭଦାୟକ ଅଟେ। ତେବେ କହିବା ତ ଲାଉ ସଭିଙ୍କ ପାଇଁ ଲାଭଦାୟକ ଅଟେ। ହେଲେ ଯଦି ଆପଣଙ୍କର ଥାଇରଏଡ଼ ଥାଏ ନିଶ୍ଚିତ ଭାବରେ ଏହାକୁ ପିଅନ୍ତୁ। ଏହାକୁ ପିଇବା ଦ୍ଵାରା ଥାଇରଏଡ଼ ନିୟନ୍ତ୍ରଣରେ ରହିଥାଏ।
ୱାଟରକେସର ରସ ମଧ୍ୟ ଥାଇରଏଡ ନିୟନ୍ତ୍ରଣରେ ସାହାଯ୍ୟ କରିଥାଏ। ତେବେ ପ୍ରସ୍ତୁତି ଏହାର ଆଲୋଚନା କରିବା ତ ଦୁଇ କପ ୱାଟରକ୍ରେସ ପତ୍ର ଓ ଦୁଇଟି ସେଓକୁ ଭଲ ଭାବରେ ପରିଷ୍କାର କରି ଧୋଇ କାଟନ୍ତୁ। ଭଲ ଭାବରେ ମିକ୍ସରରେ ଏହାକୁ ପେଶୀ ଦିଅନ୍ତୁ। ତେବେ ଯଦି ସମ୍ଭବପର ହେଉଛି ତେବେ ଲେମ୍ୱୁରସ ଏକ ଚାମଚ ପକାଇ ପିଅନ୍ତୁ। ତେବେ ଓଜନ କମିଥାଏ ଏହାକୁ ପିଇବା ଦ୍ଵାରା ବୋଲି କୁହାଯାଏ।

ତେବେ ଏହା ଛଡା ଗାଜର ରସ ଓ ବିଟ ରୁଟ ବି ଆପଣଙ୍କ ଖାଦ୍ୟରେ ଅନ୍ତର୍ଭୁକ୍ତ କରିପାରିବେ। ତେବେ ବିଶ୍ୱାସ କରାଯାଏ କି ଏହି ୨ଟି ଥାଇରଏଡ଼ ନିୟନ୍ତ୍ରଣରେ ସାହାଯ୍ୟ କରିଥାଏ।
ତେବେ ଶେଷ ଏବଂ ମୁଖ୍ୟ କଥା କହୁଛୁ କି ଏହାକୁ ସେବନ କରିବା ପୂର୍ବରୁ ଡ଼ାକ୍ତରଙ୍କ ପରାମର୍ଶ ନିଶ୍ଚିତ ନିଅନ୍ତୁ। ସେ କହିଲେ ହିଁ ଉପରୋକ୍ତ ଜିନିଷ ସେବନ କରନ୍ତୁ ନହେଲେ କରନ୍ତୁ ନାହିଁ। ଆଉ ଥରେ କହିରଖୁଚୁ ବିନା ଡ଼ାକ୍ତରଙ୍କ ପରାମର୍ଶରେ ଉପରୋକ୍ତ ଦିଆଯାଇଥିବା ଜୁସ ସେବନ କରନ୍ତୁ ନାହିଁ। ସେବନ କରିବା ପୂର୍ବରୁ ନିଶ୍ଚିତ ଭାବରେ ଦୟାକରି ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।