୯୦ ଦଶନ୍ଧିରେ ସୋନମ ଏକ ବୋଲଡ଼ ଅଭିନେତ୍ରୀ ଭାବରେ ଜଣାଶୁଣା ଥିଲେ। ବଲିଉଡରେ ବୋଲଡ଼ ସିନ ଦେବାରେ ଆପତ୍ତି କରୁଥିବା ଅଭିନେତ୍ରୀଙ୍କ ନାମ ତ ବହୁତ ଅଛି ,କିନ୍ତୁ ଏକ ଏଭଳି ଅଭିନେତ୍ରୀ ସୋନମ ଥିଲେ ଯାହାଙ୍କର ନ୍ୟୁଡ଼ ସିନକୁ ଦେଖିବା ପାଇଁ ଘଣ୍ଟା ଘଣ୍ଟା ଧରି ଲାଇନ ଲାଗୁଥିଲା।ଏପରିକି ତାଙ୍କ ସହିତ କାମ କରୁଥିବା ଅଭିନେତାମାନେ ବି ତାଙ୍କ ଅଦା ଦେଖିବା ପାଇଁ ନିଜର ହୋସ ହରେଇଦେଉଥିଲେ।

ଚଳଚ୍ଚିତ୍ରର ପ୍ରଯୋଜକମାନେ ତାଙ୍କୁ ନିଜ ଚଳଚ୍ଚିତ୍ରରେ ନେବା ପାଇଁ ତାଙ୍କ ଘରର ଚକର କାଟୁଥିଲେ। ସେ ଏଭଳି ସମୟ ଥିଲା ଯେବେ ଅଭିନେତ୍ରୀମାନେ ବିକିନି ପିନ୍ଧିବାକୁ ଆପତ୍ତି କରୁଥିଲେ। କୌଣସି ଅଭିନେତ୍ରୀ ଯଦି ବି ଚଳଚ୍ଚିତ୍ରରେ ବିକିନି ପିନ୍ଧୁଥିଲେ ତ ଏହି ଖବର ହେଡ ଲାଇନ ବନିଯାଉଥିଲା କିନ୍ତୁ ସୋନମ ବଲିଉଡରେ ପାଦ ରଖିବା ପରେ ହିଁ ବୋଲଡ଼ନେସର ସବୁ ସୀମା ପାର କରିଦେଇଥିଲେ।
ବୋଲଡ଼ନେସର ସବୁ ସୀମା ପାର:-
ବଲିଉଡରେ ସୋନମ ଚଳଚ୍ଚିତ୍ର ବିଜୟରୁ ଡେବ୍ୟୁ କରିଥିଲେ। ଯେଉଁଥିରେ ନିଶା ନାମରେ ସୋନମ ଚରିତ୍ର ଲିଭେଇଥିଲେ ଓ ଅଭିନେତାଙ୍କୁ କିସ ଉପରେ କିସ କରିକି ପୁରା ବଲିଉଡରେ ହଙ୍ଗମା କରିଦେଇଥିଲେ। ସୋନମଙ୍କୁ ବୋଲଡ଼ ଅଭିନେତ୍ରୀ ହିସାବରେ ଜଣାଗଲା ଓ ତାଙ୍କୁ ବୋଲଡ଼ନେସର ନାମରେ ବହୁତ ଚଳଚ୍ଚିତ୍ର ମିଳିଲା।ତ୍ରିଦେଵରେ ଅଭିନୟ କରିବା ପରେ ସୋନମ ମିଟ୍ଟୀ ଓ ସୋନା ଚଳଚ୍ଚିତ୍ରରେ ବୋଲଡ଼ନେସର ସବୁ ସୀମା ପାର କରିଦେଇଥିଲେ ଓ ନ୍ୟୁଡ଼ ସିନ ଦେଇ ସମସ୍ତଙ୍କୁ ଆର୍ଶ୍ଚଯ୍ୟ କରିଥିଲେ।

ଯେ ପର୍ଯ୍ୟନ୍ତ ଚଳଚ୍ଚିତ୍ରରେ ନ୍ୟୁଡ଼ ସିନ ସେ ପର୍ଯ୍ୟନ୍ତ ଭାରି ଭିଡ଼:ଆପଣଙ୍କୁ କହିଦେଉଛୁକି ସୋନମଙ୍କର ଚଳଚ୍ଚିତ୍ର ଦେଖିବା ପାଇଁ ଲୋକମାନେ ସିନେମା ଘର ଆଗରେ ଟିକେଟ କିଣିବା ପାଇଁ ଲମ୍ବା ଲାଇନ ଲଗାଉଥିଲେ ଓ ତାଙ୍କ ନ୍ୟୁଡ଼ ସିନ ଦେଖିବା ପରେ ଚାଲି ଯାଉଥିଲେ। ସୋନମଙ୍କର ଯେ ପର୍ଯ୍ୟନ୍ତ ଚଳଚ୍ଚିତ୍ରରେ ନ୍ୟୁଡ଼ ସିନ ରହୁଥିଲା ସେ ପର୍ଯ୍ୟନ୍ତ ବକ୍ସ ଅଫିସରେ ଭାରି ଭିଡ଼ ରହୁଥିଲା। ସିନ ଶେଷ ହେବା ପରେ ଭିଡ଼ ଗାଏବ ହେଇଯାଉଥିଲା।

କେତେ ଚଳଚ୍ଚିତ୍ର ଦେବା ପରେ ସୋନମ ହାଠାତ ଗାଏବ ହୋଇଗଲେ ଓ କିଛି ବର୍ଷ ପରେ ଜଣାପଡିଲା କି ସେ ବିବାହ କରିସାରିଛନ୍ତି ଓ ନିଜ ସ୍ୱାମୀଙ୍କ ସହ ବିଦେଶରେ ରହିବାକୁ ଲାଗିଥିଲେ ଓ ବଲିଉଡ ଚଳଚ୍ଚିତ୍ରକୁ ସବୁଦିନ ପାଇଁ ବିଦାୟ କହିଦେଇଥିଲେ। ଯଦିଓ ଆଜିର ସମୟ ପାଇଁ ଏହା ଏକ ମାମୁଲି କଥା ହୋଇଯାଇଛି ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।