ହିଡେନ କ୍ୟାମେରାରା ହେଲା ରେକର୍ଡ, ରାତିରେ କଣ କରିଥାନ୍ତି ପଶୁମାନେ । ଦେଖନ୍ତୁ ଭିଡ଼ିଓ ।

Hidden camera records see what animals do at night, Nitidina

ଅନ୍ୟ ସାଙ୍ଗକୁ ଡରାଇ ଦେଇଥାଏ ଓ ପୁଣି ହୋଇଥାଏ ତାହାର ହାର୍ଟବିଟ ବହୁତ ଜୋରେ। ସେହିପରି ଅଳ୍ପ ଦିନତଳେ ମଧ୍ୟ ଏପରି ଏକ ଭିଡ଼ିଓ ଭାଇରାଲ ହୋଇଥିଲା ଯେଉଁଥିରେ କିଛି ଏପରି କରିଥିଲେ ତେନ୍ଦୁଆ।

Google

କୁହାଯାଇଛି ବନ୍ଧୁତ୍ୱ ସବୁଠୁ ମୂଲ୍ୟବାନ ଅଟେ। ଏହା କେବଳ ମଣିଷ ମାନଙ୍କ ପାଇଁ ନୁହେଁ ପଶୁ ମାନଙ୍କ ପାଇଁ ମଧ୍ୟ ବନ୍ଧୁତ୍ୱ ମୂଲ୍ୟବାନ ଅଟେ। ଏକ ଏପରି କାମ ବି ହୋଇଥାଏ ନା , ଯେଉଁଥିରେ ଜଣେ ସାଙ୍ଗ ଅନ୍ୟ ଜଣେ ସାଙ୍ଗକୁ ଲୁଚକି ଡରାଇ ଦେଇଥାଏ ପୁଣି ତାର ହାର୍ଟବିଟ ଜୋରେ ହୋଇଯାଇଥାଏ। ସେହିପରି ଅଳ୍ପ ଦିନତଳେ ମଧ୍ୟ ଏପରି ଏକ ଭିଡ଼ିଓ ଭାଇରାଲ ହୋଇଥିଲା ଯେଉଁଥିରେ କିଛି ଏପରି କରିଥିବା ଦେଖାଯାଇଥିଲା ତେନ୍ଦୁଆ। ଏହା ସତ ଅଟେ ରାତିରେ ଗୋଟେ ତେନ୍ଦୁଆ ପାଣି ପିଉଥାଏ ଓ ପଛ ପଟୁ ଅନ୍ୟ ତେନ୍ଦୁଆ ଆସି ଯାହା କରିଥାଏ ପୁରା ସାଙ୍ଗ କରୁଥିବା ଭଳି ଲାଗିଥାଏ।

ଆଇଏଫଏସ ଅଫିସର ସେୟାର କଲେ ଭିଡ଼ିଓ:

କିଛି ଦିନ ତଳେ ଭିଡ଼ିଓକୁ ଆଇଏଫଏସ ଅଫିସର ପରବିନ କାସବାନ ସେୟାର କରିଛନ୍ତି ଓ ସେ ଟ୍ୱିଟରେ ଲେଖିଛନ୍ତି,”ରାତିରେ ଜଙ୍ଗଲରେ ଏହି କାମ କରିଥାନ୍ତି ଏହିମାନେ। ନ୍ୟୁଜ ଲେଖାହେବା ପର୍ଯ୍ୟନ୍ତ ଏହି ଭିଡ଼ିଓକୁ ୧୧ ହଜାର ଜଣ ଦେଖିସାରିଲେଣି। ଭିଡ଼ିଓରେ ଦେଖାଯାଉଛି ଗୋଟେ ତେନ୍ଦୁଆ ପାଣି ପିଉଛି ଓ ପଛପଟୁ ଅନ୍ୟ ଏକ ତେନ୍ଦୁଆ ଆସୁଛି। ଦ୍ୱିତୀୟ ତେନ୍ଦୁଆର କାଯ୍ୟରେ ପାଣି ପିଉଥିବା ତେନ୍ଦୁଆ ଡରିଯାଇଥାଏ ଓ ସେ ଡେଇଁବାକୁ ଲାଗେ। ସେ ବହୁତ ଉଚ୍ଚକୁ ଡେଇଁଥାଏ ଓ ପରେ ଦୁହେଁ ଦୌଡ଼ି ପଳାନ୍ତି।

ଅନ୍ୟ ୟୁଜର୍ସ ମାନଙ୍କୁ ଏହି ଭିଡ଼ିଓ ବହୁତ ପସନ୍ଦ ଆସୁଛି।ଏତିକି ନୁହେଁ ସେ ଏହା ପର୍ଯ୍ୟନ୍ତ ମଧ୍ୟ ପଚାରିଛନ୍ତି କି ପଛରେ ଯେଉଁ ଲାଇଟ ଜଳୁଛି ତାହା କଣ କ୍ୟାମେରା ଟ୍ରିପର ଅଟେ।କିଛି ୟୁଜର୍ସ ଏହା ମଧ୍ୟ କହିଛନ୍ତି ମଣିଷ ମାନେ ପଶୁମାନଙ୍କ ସ୍ଥାନକୁ ମଧ୍ୟ ଖାଲି ଛାଡୁ ନାହାଁନ୍ତି ସେଠାରେ ବି କ୍ୟାମେରା ଲଗାଇ ଭିଡ଼ିଓ ନେବା ବି ମଣିଷ ମାନଙ୍କ ଦଖଲ ଅଟେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *