ଅଫିସ ଭାଙ୍ଗିବା ପାଇଁ ହାଇକୋର୍ଟ ବିଏମସି ଉପରେ ରାଗି ଗଲେ, କଙ୍ଗନା ନମ୍ର ଆଖିରୁ କହିଲେ ହୃଦୟସ୍ପର୍ଶୀ କଥା ।

High court scolded BMC for breaking office Kangana said something touching with moist eyes, ଅଫିସ ଭାଙ୍ଗିବା ପାଇଁ ହାଇକୋର୍ଟ ବିଏମସି ଉପରେ ରାଗି ଗଲେ, କଙ୍ଗନା ନମ୍ର ଆଖିରୁ କହିଲେ ହୃଦୟସ୍ପର୍ଶୀ କଥା ।, Kangana Ranaut, BMC, Mumbai, Bollywood, Nitiidna

କିଛିଦିନ ଆଗରୁ କଙ୍ଗନା ରଣୱାତ ଓ ଶିବସେନାର ନେତା ସଂଜୟ ରାଉତଙ୍କ ମଧ୍ୟରେ ହୋଇଥିବା କଳହ ପରେ ବିଏମସି କଙ୍ଗନାଙ୍କ ଅଫିସ ଯାହା ମୁମ୍ବାଇରେ ଅବସ୍ଥିତ ତା ଉପରେ ବୁଲଡୋଜର ଚଢାଇଦେଲା । ବିଏମସି କଙ୍ଗନାଙ୍କ ଅଫିସର କିଛି ଅଂଶକୁ ଅବେଧ ଘୋଷଣା କରି ଘର ଭଙ୍ଗାରୁଜା କରିଥିଲେ । ବିଏମସିର ଏହି କାର୍ଯ୍ୟକଳାପ ସାରା ଭାରତରେ ନିନ୍ଦନୀୟ ଥିଲା । ମୁମ୍ବାଇର ସାଧାରଣ ଲୋକ ଓ ବଲିଉଡ ଲୋକ ମଧ୍ୟ କଙ୍ଗନା ବହୁତ ସପୋର୍ଟ କରିଥିଲେ । ଏମିତିରେ କଙ୍ଗନା ବନାମ ବିଏମସି ମାମଲାରେ ମୁମ୍ବାଇ ହାଇକୋର୍ଟ ମଧ୍ୟ ନିଜର ପ୍ରତିକ୍ରିୟା ବିଏମସି ଉପରେ ଦେଖାଇଛନ୍ତି ।

High court scolded BMC for breaking office, Kangana said something touching with moist eyes
Google

କୋର୍ଟ କହିଛନ୍ତି କି “ଏପରି କେଉଁ ଘରକୁ ଭାଙ୍ଗି ବିଏମସି ଏପରି ଛାଡି ଯାଇପାରିବ ନାହିଁ” । କୋର୍ଟର ଏହି ନିଷ୍ପତ୍ତି ଉପରେ କଙ୍ଗନା ବହୁତ ଖୁସି ହେଲେ । କଙ୍ଗନା ଏହି ମାମଲାରେ ନିଜ ଟୁଇଟ ଜରିଆରେ ଲେଖିଛନ୍ତି “ମାନନୀୟ କୋର୍ଟର ଜର୍ଜ ମହାଶୟ, ଏମାନେ ମୋ ଆଖିରେ ଲୁହ ଦେଇଛନ୍ତି । ମୁମ୍ବାଇର ବର୍ଷାରେ ମୋ ଘର ସତରେ ଭାଙ୍ଗିଗଲା, ମୋର ଭଙ୍ଗା ଘରକୁ ନେଇ ଆପଣ ଯେପରି ପ୍ରତିକ୍ରିୟା ପ୍ରକାଶ କରିଛନ୍ତି, ତାହା ମୋ ପାଇଁ ବହୁତ କିଛି । ମୋ ହୃଦୟରେ ଯଖମ ଆଜି ଭରି ଆସିଛି । ମୁଁ ଯାହା ହରେଇଲି ତାକୁ ପୁଣି ଫେରେଇ ଦବାରୁ ଧନ୍ୟବାଦ ।”

ମାଗିଲେ ୨ କୋଟିର ଜୋରିମାନା:

କହିରଖୁଛୁ କି ଗତ କିଛି ଦିନ ତଳେ ଆକ୍ଟର ବିଏମସି ବିରୁଦ୍ଧରେ କେସ ଦାଖଲ କରିଥିଲେ । ଯାହା ପାଇଁ କୋର୍ଟ ମଧ୍ୟ ବିଏମସି ଉପରେ ପ୍ରତିକ୍ରିୟା ଦେଖାଇଥିଲେ । କୋର୍ଟ ବିଏମସିକୁ ଜବାବ ମାଗିଛି କି ଯଦି ଘର ଭାଙ୍ଗିବା ପାଇଁ ଏତେ ଜଲ୍ଦି ଦେଖାଗଲା, ଏବେ ତିଆରି କରିବା ପାଇଁ ସେତେ ଫୁର୍ତ୍ତି କାଇଁ ଦେଖାଯାଉନି? କଙ୍ଗନା ଅଭିଯୋଗ ଆଣି ବିଏମସି ଉପରେ ୨ କୋଟି ଟଙ୍କାର ଜୋରିମାନା ଦେବା ପାଇଁ କହିଥିଲେ ।

High court scolded BMC for breaking office, Kangana said something touching with moist eyes
Google

କଙ୍ଗନା ଆରୋପ ଲଗେଇଥିଲେ କି ଶିବସେନା ସହ କଳହ ପରେ ମହାରାଷ୍ଟ୍ର ସରକାର ତାଙ୍କୁ ବନ୍ଧୁକ ମୁନ ଆଗରେ ରଖିଥିଲେ । ସେ ମଧ୍ୟ କହିଛନ୍ତି କି ତାଙ୍କ ଅଫିସର କୌଣସି ଅଂଶ ଅବେଧ ନଥିଲା । ତାଙ୍କ ପାଖରେ ଅଫିସ ନିର୍ମାଣର ସବୁ କାଗଜପତ୍ର ରହିଛି । ଏହା ସହ କଙ୍ଗନା ଆଉ ଏକ ଟ୍ୱିଟ କରିଥିଲେ କି ଏବେ ତାଙ୍କ ପାଖରେ ଅଫିସ ଠିକ କରିବା ପାଇଁ ପଇସା ନାହିଁ । ଏବେ ସେ ଏମିତି ହିଁ ତାଙ୍କ ଅଫିସରୁ କାମ କରିବେ ।

କଣ ଥିଲା ପୁରା କଥା?:

କହିରଖୁଛୁ କି ପୁରା ମାମଲା କଙ୍ଗନାଙ୍କ ପିଓକେ ବୟାନ ପରେ ହୋଇଥିଲା । ସେ କହିଥିଲେ କି ମୁମ୍ବାଇରେ ସେ ନିଜକୁ ଅସୁରକ୍ଷିତ ଅନୁଭବ କରନ୍ତି । ସେ ମୁମ୍ବାଇକୁ ପାକିସ୍ତାନ ଅଧିକୃତ କାଶ୍ମୀର ସହ ତୁଳନା କରିଥିଲେ । କଙ୍ଗନାଙ୍କ ଏହି ବୟାନ ପରେ ଶିବସେନା କଙ୍ଗନାଙ୍କ ଧମକ ଦେଇଥିଲେ । ଶିବସେନା ଏହା ମଧ୍ୟ କହିଦେଇଥିଲେ କି ମୁମ୍ବାଇ ଆସିବା ପରେ କଙ୍ଗନାଙ୍କ ମୁହଁ କଳା କରି ଦିଆଯିବ ।

High court scolded BMC for breaking office, Kangana said something touching with moist eyes
Google

ଶିବସେନାର ଧମକ ପରେ କଙ୍ଗନା ଏକ ଟ୍ୱିଟ କରିଥିଲେ । ସେ କହିଥିଲେ କି ମୁମ୍ବାଇ କାହାର ବାପାର ନୁହେଁ । ସେ ୯ ସେପ୍ଟେମ୍ବରକୁ ମୁମ୍ବାଇ ଆସିବେ, କାହାର ସାହସ ଅଛି ତାଙ୍କୁ ଅଟକେଇ ଦେଖାଅ । ୯ ସେପ୍ଟେମ୍ବରକୁ ଯେତେବେଳେ କଙ୍ଗନା ମନାଲିରୁ ମୁମ୍ବାଇକୁ ଆସୁଥିଲେ ସେତେବେଳେ ବିଏମସି ସେତେବେଳେ କଙ୍ଗନାଙ୍କ ଅଫିସକୁ ଅବେଧ ଘୋଷଣା କରି ତା ଉପରେ ବୁଲଡୋଜର ଚଢେଇ ଦେଇଥିଲେ ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

About admin

Blog sharing Information & Tips about Travelling Tips, Health Tips, Daily Living Life, Life Style, Trends and more to help people to Enjoy the beautiful Life.

View all posts by admin →

Leave a Reply

Your email address will not be published. Required fields are marked *