ଏବେ ଘରେ ବସି ବ୍ୟାଙ୍କରୁ ଉଠେଇ ପାରିବେ ଟଙ୍କା! ଘରକୁ ଆଣିଦେବେ ଟଙ୍କା, ଜାଣନ୍ତୁ କେମିତି ଉଠେଇବେ ଆଉ କେମିତି ମିଳିବ ।

ଯଦି ଆପଣ ପବ୍ଲିକ ସେକ୍ଟର ବ୍ୟାଙ୍କର କଷ୍ଟମର ଅଟନ୍ତି ତେବେ ଆପଣଙ୍କ ପାଇଁ ଭଲ ଖବର। ପଇସାର ଆବଶ୍ୟକତା ପଡିଲେ ଏବେ ବ୍ୟାଙ୍କ ନିଜେ ଆସି ଘରକୁ ପଇସା ଦେବ। କେବଳ ପଇସା ସେବା ଛଡା ଅନ୍ୟ ବ୍ୟାଙ୍କ ସେବା ମଧ୍ୟ ଆପଣ ଘରେ ବସି ପାଇପାରିବେ। ମିଟରେ ଛପାଯାଇଥିବା ଖବର ଅନୁସାରେ Psbdsb.in ୱେବସାଇଟରେ ଏହା ବିଷୟରେ ସୂଚନା ଦିଆଯାଇଛିକି ୱେକ୍ସ ଅନତାଇ ଟେକ୍ନୋଲୋଜିସ ପ୍ରାଇଭେଟ ଲିମିଟେଡ଼ ଓ ଇଟିଗ୍ରା ମାଇକ୍ରୋସିଷ୍ଟମ ପ୍ରାଇଭେଟ ଲିମିଟେଡ଼ ୟୁନିଭର୍ସାଲ ଟଚପଏଣ୍ଟ ସାହାଯ୍ୟରେ ଡୋରଷ୍ଟେପ ବ୍ୟାଙ୍କିଙ୍ଗ ସେବାମାନ ପ୍ରଦାନ କରିବ। ଏହି ସେବା ରାଜ୍ୟର ମୁଖ୍ୟ ୧୦୦ କେନ୍ଦ୍ରରେ ଉପଲବ୍ଧ କରାଯିବ ବୋଲି ଜଣା ଯାଇଛି।

Google

ପଇସା ସର୍ଭିସରେ କଷ୍ଟମର୍ସ ଡିଏସପି ଆପ ବା ଏହାର ୱେବପୋଟାଲର ଉପଯୋଗ କରି ବା ଟ୍ରୋଲ ଫ୍ରି ନମ୍ବରରେ କଲ କରି କ୍ୟାସ ନେଇପାରିବେ। ଏହା ପାଇଁ ଆପଣଙ୍କ ବ୍ୟାଙ୍କ ଖାତା ଆଧାର ସହିତ ଯୋଡିହୋଇଥିବା ଜରୁରୀ।କଷ୍ଟମର୍ସ ଚାହିଁଲେ ବ୍ୟାଙ୍କର ଡେଭିଡ଼ କାର୍ଡର ଉପଯୋଗ ମଧ୍ୟ କରିପାରିବେ। ଏହା ନିମନ୍ତେ ଏଜେଣ୍ଟ ମାଇକ୍ରୋ ଏଟିଏମର ସୁବିଧା ଆପଣଙ୍କ ଡୋର ଷ୍ଟେପରେ ଉପଲବ୍ଧ କରାଇବେ।ଯାହା ଦ୍ୱାରା ଆପଣ ସର୍ଵନିମ୍ନ ୧ ହଜାରରୁ ଅଧିକତମ ୧୦ ହଜାର ପର୍ଯ୍ୟନ୍ତ ଉଠାଇପାରିବେ।

ଲାଇଫ ସାର୍ଟିଫିକେଟ ମଧ୍ୟ ଆପଣ ଘରେ ବସି ପାଇବେ:

ପଇସା ସହ କଷ୍ଟମର୍ସ ଆଉ ଦଶଟି ସେବା ମଧ୍ୟ ଘରେ ବସି ନେଇପାରିବେ। ଏଥିରେ ପାସବୁକ ଚେଞ୍ଜ, ଆକାଉଣ୍ଟ ଡିଟେଲସ ଘରେ ଡେଲିଭରି,ଫର୍ମ ୧୫ ଜି ବା ୧୫ ଏଚ ନେବା ସାମିଲ ଅଛି। ସେହିପରି କଷ୍ଟମର୍ସ ଡିଲିଟାଲ ଲାଇଫ ସାର୍ଟିଫିକେଟ ମଧ୍ୟ ଘରେ ବସି ଜମାକରିପାରିବେ। ଏଥିପାଇଁ ଡିଏସପି ଏଜେଣ୍ଟ ଆପଣଙ୍କ ଘରକୁ ଆସି ଜୀବନ ପ୍ରମାଣ ଆପର ଉପଯୋଗ କରି ଜୀବନ ପ୍ରମାଣ ପତ୍ର କଲେକ୍ଟ କରିବେ ବୋଲି ଜଣା ଯାଇଛି। କିନ୍ତୁ ଏହି ସବୁ ସବିଧା ପାଇଁ ଆପଣଙ୍କୁ ଚାର୍ଜ ଦେବାକୁ ପଡିବ।

Google
ଏତିକି ସମୟ ଭିତରେ ସୁବିଧା ଆପଣଙ୍କ ଘରେ ପହଁଚିଯିବ:

ଯଦି ଆପଣ ଗୋଟିଏ ମୋବାଇଲ ରେଜିଷ୍ଟ୍ରେସନ ନମ୍ବରରେ ବିଭିନ୍ନ ସାର୍ଵଜନିକ ବ୍ୟାଙ୍କର କଷ୍ଟମର ଅଟନ୍ତି ତେବେ ଏକ ସମୟରେ ସବୁ ବ୍ୟାଙ୍କର ସୁବିଧା ପାଇପାରିବେ। ଥରେ ଯେବେ ନାମିତ ବ୍ୟାଙ୍କ ଖାତାରେ ସର୍ଭିସ ବିଷୟରେ ତଥ୍ୟ ଦେଇଥାନ୍ତି ତେବେ ଡିଏସପି ସିଷ୍ଟମ ଗ୍ରାହକଙ୍କ ସେବା କୋର୍ଡକୁ ଭ୍ୟାଲିଡ଼ କରିଦେବ। ଯାହାକୁ ମୋବାଇଲ ଆପର ମାଧ୍ୟମରେ କଷ୍ଟମରଙ୍କୁ ସୂଚିତ କରାଯିବ। ଯଦି ଆପଣ ଦିନ ୩ ଟା ଭିତରେ ଜେନରେଟ କରିବେ ତେବେ ସେବା ସେହି ଦିନ ପାଇଯିବେ। ଏହା ପରେ କଲେ ସେବା ଆପଣଙ୍କୁ ଆଗାମୀ ଦିନ ପ୍ରାପ୍ତ ହେବ ବୋଲି ଜଣା ଯାଇଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *