ନାରକୋଟିକ୍ସ କଣ୍ଟ୍ରୋଲ ବିୟୁରୋ (ଏନସିବି) ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କୁ ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ସହିତ ଜଡିତ ଡ୍ରଗ୍ସ ମାମଲାରେ ତିନିଦିନ ପର୍ଯ୍ୟନ୍ତ ପଚରାଉଚୁରା କରିବା ପରେ ମଙ୍ଗଳବାରକୁ ଗିରଫ କରିଥିଲା। NCB (ଏନସିବି) ପାଖରେ ରିୟା କୌଣସି ବି ଡ୍ରଗ୍ସ କାରବାର ସହିତ ଜଡିତ ସଂସ୍ଥାରେ ଥିବାର କୌଣସି ପ୍ରମାଣ ମିଳିନାହିଁ।ଏଜେନ୍ସିକୁ ଏବେ ପର୍ଯ୍ୟନ୍ତ ଯାହାବି ପ୍ରମାଣ ମିଳିଛି ତାହା କେବଳ ସୁଶାନ୍ତଙ୍କ ବ୍ୟକ୍ତିଗତ ଖର୍ଚ୍ଚ ସାମିଲ ଅଛି।
ଏନସିବି ଏହି ଡ୍ରଗ୍ସ ଡିଲରଙ୍କୁ କରିଥିଲା ଗିରଫ:-
କହିରଖିବୁ ଏନସିବି ରିୟା ଚକ୍ରବର୍ତ୍ତୀ ଓ ତାଙ୍କ ଭାଇ ସୌକିବ ଚକ୍ରବର୍ତ୍ତୀଙ୍କ ପକ୍ଷରୁ କୌଣସିବି ଡ୍ରଗ୍ସ ଜବତ କରିନାହିଁ।ସେହିପରି ଏଜେନ୍ସି ଯେଉଁ ଡ୍ରଗ୍ସ ଡ଼ିଲରଙ୍କୁ ଗିରଫ କରିଛି ତାହା ମଧ୍ୟରେ ଅବଦୁଲ ବାସୀଦ ପରିହାର, କୈଯାନ ଇବ୍ରାହିମ ଓ ଜୈଦ ସାମିଲ ଅଛନ୍ତି।ସେହିପରି ତାଙ୍କ ମାମଲା କେତେ ମଝବୁତ, ଏହି ମାମଲାରେ ଏଜେନ୍ସି ନିଜ ଧାରଣାର ଏହି ସଂକେତ କି ଏଜେନ୍ସି ମଙ୍ଗଳବାର ରିୟା ଚକ୍ରବର୍ତ୍ତୀଙ୍କୁ ଗିରଫର କରିବାର କିଛି ଘଣ୍ଟା ପରେ ତାଙ୍କୁ ପଚରାଉଚୁରା ପାଇଁ ଆବେଦନ କରିନଥିଲା।

ଏହି କାରଣରୁ ତାଙ୍କୁ ନ୍ୟାୟିକ ହିରାସତକୁ ପଠାଇଦିଆଗଲା। ଏହି ରିପୋର୍ଟକୁ ପ୍ରଦାନ କରିବା ସମୟରେ ରିୟାଙ୍କ ଓକିଲ ବେଲ ପାଇଁ ଯୁକ୍ତି କରୁଥିଲେ।ପୁରା ମାମଲା ଏନସିବି ଅଧିକାରୀଙ୍କ କହିବା ଅଟେ କି ରିୟା ଓ ସୌବିଙ୍କ ୱାଟସପ ଚାଟ ଇତିହାସ ଉପରେ ଆଧାରିତ।ଏହି ଚାଟରେ କିଛି ଡ୍ରଗ୍ସ ଡ଼ିଲରଙ୍କ ନାମ ମଧ୍ୟ ରହିଛି।
୬ ମାସରେ ହିଁ ବାହାରିଯିବେ ରିୟା?:-
ସେହିପରି ଆଡ଼ଭୋକେଟ (ଓକିଲ) ଅୟାନ ଖାନ ,ଯିଏକି ମୁମ୍ବାଇ ଓ ଉଚ୍ଚ ନ୍ୟାୟାଳୟର ଏନଡ଼ିପିଏସ ମାମଲାର ବିଶେଷଜ୍ଞତା ରଖିଥାନ୍ତି ସେ କହିଛନ୍ତି ଏଜେନ୍ସି କପଟପୂର୍ଣ, ଭୌତିକ ସାକ୍ଷ ସହିତ ବିକ୍ତପୋଷଣ ଭାଗକୁ ମଧ୍ୟ ପ୍ରମାଣ କରିବାକୁ ପଡିବ।
ଆଗକୁ ସେ କହିଛନ୍ତି କୌଣସି ବି ବ୍ୟକ୍ତି ଏକ ନିର୍ଦ୍ଦିଷ୍ଟ ପଦାର୍ଥର ଏକ ଆବଶ୍ୟକ ମାତ୍ରା କିଣିଥାଏ, ଯାହାକି ଏକ ସ୍ୱୟଂ ଔଷଧ ସିଣ୍ଡିକେଟର ବିକ୍ତପୋଷଣ ପାଇଁ ପଇସା ନେଇପାରିବ ନାହିଁ।

ଏନଡ଼ିପିଏସ ନିୟମ ଅନୁସାରେ, ସେ କହିଛନ୍ତି କି ଗୋଟିଏ ପଦାର୍ଥ ଅନ୍ୟ ପଦାର୍ଥ ଠାରୁ ଭିନ୍ନ ହୋଇଥାଏ କିନ୍ତୁ ଯେଉଁ ପର୍ଯ୍ୟନ୍ତ ଡ୍ରଗ୍ସ ସମ୍ପର୍କ ଅଛି ଏକ କେଜି ପର୍ଯ୍ୟନ୍ତ ମାତ୍ରାକୁ ଛୋଟ ପରିମାଣ ବୋଲି ମାନାଯାଇଥାଏ।
ଖାନ କହିଛନ୍ତି, ଏହି ମାମଲାରେ ଏଜେନ୍ସି ବହୁତ କମ ମାତ୍ରାରୁ ଆଗକୁ ବଢ଼ିନାହିଁ, ସେଥିପାଇଁ ଆରୋପୀ ଅଧିନିୟମ ଧାରା ‘୬୪ ଏ’ ଅନୁସାରେ ୬ ମାସ ପର୍ଯ୍ୟନ୍ତ ସଜା ଲାଗିପାରେ।
ଯେବେକି ସିବିଆଇ ଓ ଇଡିର ଯାଞ୍ଚ ଅନୁସାରେ ହତ୍ୟା, ଆତ୍ମହତ୍ୟା ପାଇଁ ଅପହରଣ ଓ ସୁଶାନ୍ତଙ୍କ ମୃତ୍ୟୁରେ ଧନ ଶୋଷଣକୁ ପ୍ରଶ୍ନ କରାଯାଇଛି। ଡ୍ରଗ୍ସ ଚାର୍ଜ ବି କୌଣସି ପ୍ରକାର ରିୟାଙ୍କୁ ସୁଶାନ୍ତଙ୍କ ଖରାପ ମାନସିକ ସ୍ୱାସ୍ଥ୍ୟ ଓ ଆତ୍ମହତ୍ୟା ସହିତ ମୃତ୍ୟୁ ସହିତ ଯୋଡୁ ନାହିଁ।

ଦିପେସ ସାଂବନ୍ତ, ଯିଏକି ଅନେକ ଦିନରୁ ସୁଶାନ୍ତଙ୍କ କର୍ମଚାରୀର ଏକ ଅଧିକାରୀ ଥିଲେ, ସେ ଏନସିବି କୁ ଦେଇଥିବା ନିଜ ବୟାନରେ କହିଛନ୍ତି କି ସୁଶାନ୍ତ ରିୟାଙ୍କ ସହିତ ମିଶିବାର ବହୁତ ପୂର୍ବରୁ ଡ୍ରଗ୍ସ ନେଉଥିଲେ।
ସାଂବନ୍ତଙ୍କ ବୟାନରେ କୁହାଯାଇଛିକି ସେ ସେପ୍ଟେମ୍ବର ୨୦୧୮ରୁ ସୁଶାନ୍ତଙ୍କ ଏକ କର୍ମଚାରୀ ରୂପେ ଅଛନ୍ତି, ସେ ଅନେକ ସମୟରେ ସୁଶାନ୍ତଙ୍କୁ ଅନେକ ଔଷଧ ସେବନ କରୁଥିବା ଦେଖିଛନ୍ତି। ଯାହା ରିୟାଙ୍କ ଦାବାକୁ ସ୍ପଷ୍ଟ କରୁଛି ବାସ୍ତବରେ ଏଜେନ୍ସି ପାଖରେ ସୌକିବକୁ ଏହା ସହିତ ଜୋଡିବା ପାଇଁ କୌଣସି ପ୍ରମାଣ ନାହିଁ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ଏହି ଓଡ଼ିଆ ନିଉଜ ଦୁନିଆ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ। ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।