ହୃତିକ ରୋସନଙ୍କ ବଡ଼ ଖୁଲାସା କହିଲେ ଫିଲ୍ମ ରିଲିଜ ପରେ ଏହି ଦିନ ୩୦ ହଜାରରୁ ଅଧିକ ଝିଅ ଦେଇଥିଲେ ବିବାହ ପ୍ରସ୍ତାବ । ସମ୍ପୂର୍ଣ୍ଣ ଖବର ପଢନ୍ତୁ ଉଡିଯିବ ହୋସ ।

ସୁନ୍ଦର ଚେହେରା ମାନଙ୍କ ମଧ୍ୟରେ ଜଣେ ରିତିକ ରୋସଙ୍କର ଯେବେ ପ୍ରଥମ ଫିଲ୍ମ ରିଲିଜ ହୋଇଥିଲା ସେବେ ଭ୍ୟାଲେଟାଇନ ଡେ ରେ ୩୦ ହଜାରରୁ ଅଧିକ ଝିଅ ତାଙ୍କୁ ବିବାହର ପ୍ରସ୍ତାବ ଦେଇଥିଲେ।

Google

ଆଜି ବଲିଉଡ଼ର ସବୁଠୁ ସୁନ୍ଦର ଚେହେରା ମଧ୍ୟରୁ ଜଣେ ରିତିକ ରୋସଙ୍କର ଜନ୍ମଦିନ ଅଟେ। ରିତିକ ଆଜି ୪୭ ବର୍ଷୀୟ ହୋଇଯାଇଛନ୍ତି କିନ୍ତୁ ତାଙ୍କୁ ଦେଖି ତାଙ୍କ ବୟସର ଅନୁମାନ କରିବା ବହୁତ କଷ୍ଟକର ଅଟେ। ତାଙ୍କୁ ବଲିଉଡ଼ର “ଟ୍ରମ କ୍ରୁଜ” କୁହାଯାଇଥାଏ। ତାଙ୍କର ସୁନ୍ଦରତା ପାଇଁ ଯେବେ ସେ ପ୍ରଥମେ ପ୍ରଥମେ ବଲିଉଡ଼କୁ ଆସିଥିଲେ ଅନେକ ଝିଅ ତାଙ୍କ ପାଇଁ ଫିଦା ହୋଇଯାଇଥିଲେ। ସେ ବଲିଉଡ଼ରେ ୨୦୦୦ରେ “କହୋନା ପ୍ୟାର ହେ ଫିଲ୍ମ”ରୁ ଡେଭ୍ୟୁ କରିଥିଲେ। ଏହି ଫିଲ୍ମରେ ସେ ଅମିସା ପଟେଲଙ୍କ ସହିତ ଦେଖା ଦେଇଥିଲେ ଓ ଏହି ଫିଲ୍ମ ଜବରଦସ୍ତ ହିଟ ହୋଇଥିଲା।

ରିତିକ କପିଲ ଶର୍ମା ଶୋ ରେ ଏହି କଥା କହିଥିଲେ କି ଫିଲ୍ମର ରିଲିଜ ହେବା ପରେ ହଜାର ହଜାର ଝିଅ ମାନେ ତାଙ୍କୁ ପ୍ରପୋଜ କରିଥିଲେ। କପିଲ ଶର୍ମା ଶୋରେ ଏକ ଉତ୍ତରରେ ସେ ଏହି କଥା କହିଥିଲେ। ସେ ଏହି କଥା ସ୍ଵୀକାର କରିଛନ୍ତି କି ଯେବେ ତାଙ୍କ ଫିଲ୍ମ ରିଲିଜ ହୋଇଥିଲା ଭ୍ୟାଲେଟାଇନ ଡେ ରେ ତାଙ୍କୁ ୩୦ ହଜାରରୁ ଅଧିକ ଝିଅ ପ୍ରପୋଜ କରିଥିଲେ।

ଛୋଟ ବେଳେ ଖାଦ୍ୟ ଖାଇବା ପାଇଁ ହଇରାଣ କରୁଥିଲେ ଆଜି ଖାଇଯାଉଛନ୍ତି ଏକା ସାଥିରେ ୮ ଟି ସିଙ୍ଗଡ଼ା:

ରିତିକ ରୋସନ ଶୋ ରେ କହିଛନ୍ତି କି ଯେବେ ସେ ଛୋଟ ଥିଲେ ତାଙ୍କୁ ଖାଦ୍ୟ ଖାଇବା ପାଇଁ ଭଲ ଲାଗୁନଥିଲା।ଏଥିପାଇଁ ତାଙ୍କୁ ତାଙ୍କ ବାପା ରାକେଶ ରୋସନ ଅନେକ ଖାଦ୍ୟ ତିଆରି କରି ଖୁଆଉଥିଲେ କିନ୍ତୁ ସେ ଖାଉ ନଥିଲେ।ରିତିକ ରୋସନ କହିଛନ୍ତି ସେ ନିଜ ଫିଟନେସକୁ ନେଇ ବହୁତ ଯତ୍ନଶୀଳ କିନ୍ତୁ ଯେବେ ତାଙ୍କୁ ସିଙ୍ଗଡ଼ା ଦିଆଯାଏ ସେ ଗୋଟେ ବା ଦୁଇଟା ନୁହେଁ ୮ ଟା ସିଙ୍ଗଡ଼ା ଏକାଥରେ ଖାଇଦେଇଥାନ୍ତି।

Google
କେହି ତାଙ୍କ ଚୁଟିକି ଛୁଇଁବା ତାଙ୍କୁ ପସନ୍ଦ ନୁହେଁ:

କପିଲ ଶର୍ମା ଶୋ ରେ ରିତିକ ରୋସନଙ୍କର ଭଉଣୀ ସୁନୈନା ରୋସନ କହିଛନ୍ତି କି ରିତିକ ତେବେ ଛୋଟ ଥିଲେ କେହି ତାଙ୍କ ଚୁଟିକୁ ଛୁଇବା ତାଙ୍କୁ ପସନ୍ଦ ନଥିଲା। ସେ କହିଛନ୍ତି ଆଜି ମଧ୍ୟ ରିତିକ କାହାକୁ ନିଜ ଚୁଟି ଛୁଇଁବାକୁ ଦିଅନ୍ତିନି ଓ ଏପରି କରିବା ଦ୍ୱାରା ସେ ରାଗିଯାଇଥାନ୍ତି।

ସବୁ ଚରିତ୍ର ପାଇଁ କରିଥାନ୍ତି ସ୍ପେଶାଲ କାମ:

ରିତିକ ରୋସନ ନିଜର ପ୍ରତିଟି ଫିଲ୍ମର ରୋଲ ପାଇଁ ସ୍ପେସାଲ କାମ କରିଥାନ୍ତି। ସେ ନିଜ ସବୁ ଚରିତ୍ର ପାଇଁ ଏକ ପରଫ୍ୟୁମ ବାଛିଥାନ୍ତି ଓ ପରେ ସେହି ପରଫ୍ୟୁମକୁ ଆଉ ଲଗାଇନଥାନ୍ତି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *