ICC ଡିକେଡ ଆୱାର୍ଡ: ଦଶକର ବେଷ୍ଟ ଖେଳାଳି ବାଛିବ ଆଇଆଇସି, ବିରାଟ କୋହଲି ଏହି ୫ ଟି ଆୱାର୍ଡ ପାଇଁ ନୋମିନେଟ ।

ICC Decade Awards ICC to choose best player of the decade Virat Kohli nominated for five awards | Nitidina

ଇଣ୍ଟରନ୍ୟାସନଲ କ୍ରିକେଟ କାଉନ୍ସିଲ (ଆଇ ଆଇ ସି)ମଙ୍ଗଳବାରକୁ ପୂର୍ବ ଏକ ଦଶକ (୨୦୧୦-୨୦୧୯)ନିଜ ଖାସ ଆୱାର୍ଡର ନୋମିନେସନ ଜାରି କରିଛନ୍ତି। ଏହି ପରିପ୍ରେକ୍ଷୀରେ ଆଇଆଇସି କ୍ରିକେଟର ତିନି ଫର୍ମାଟରେ ଉଭୟ ମହିଳା ଓ ପୁରୁଷଙ୍କ ବିଭିନ୍ନ କ୍ୟାଟାଗୋରୀର ସର୍ବଶ୍ରେଷ୍ଠ ଖେଳାଳି ବାଛିବ। ଏହି ଆୱାର୍ଡରେ ଭାରତୀୟ ଅଧିନାୟକ ବିରାଟ କୋହଲି ଓ ଅଫସ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନଙ୍କୁ ପ୍ରତିଷ୍ଠିତ ଆଇଆଇସି ପ୍ଲେୟାର ଅଫ ଦ ଡିକେଡ ଆୱାର୍ଡ ପାଇଁ ନୋମିନେଟ କରାଯାଇଛି। ଭାରତର ଅନ୍ୟ ଖେଳାଳିଙ୍କ ନାମ କହିବାକୁ ଗଲେ ଏଥିରେ ଏମ୍ଏସ ଧୋନୀ,ରୋହିତ ଶର୍ମା ମଧ୍ୟ ସାମିଲ ଅଛନ୍ତି ଯିଏ ଦଶକରେ ସର୍ବଶ୍ରେଷ୍ଠ ୱାଣ୍ଡେ ଓ ଟି ୨୦ ଆୱାର୍ଡ ପାଇଁ ନୋମିନେଟ ହୋଇଛନ୍ତି। ମହିଳା ବର୍ଗରେ ମିତାଲି ରାଜ ଓ ଝୁଲଣ ଗୋସ୍ୱାମୀଙ୍କ ନାମ ସାମିଲ ଅଛି।

Google
ଏଠାରେ ଦେଖନ୍ତୁ ଆଇଆଇସି ନୋମିନେସନର ପୁରା ଲିଷ୍ଟ:

ଦଶକର ସର୍ବଶ୍ରେଷ୍ଠ ପୁରୁଷ ଖେଳାଳି:-ବିରାଟ କୋହଲି(ଭାରତ),ରବିଚନ୍ଦ୍ରନ ଅଶ୍ୱିନ(ଭାରତ),ଜୋ ରୁଟ(ଇଂଲଣ୍ଡ),କେନ ୱିଲିୟମସନ(ନ୍ୟୁଜିଲ୍ୟାଣ୍ଡ),ଷ୍ଟିଭ ସ୍ମିଥ(ଅଷ୍ଟ୍ରେଲିଆ),ଏ ବି ଡିଭିଲିୟର୍ସ(ଦକ୍ଷିଣ ଆଫ୍ରିକା),ଓ କୁମାର ସାଙ୍ଗକାର(ଶ୍ରୀଲଙ୍କା)

ଦଶକର ଶ୍ରେଷ୍ଠ ୱାଣ୍ଡେ ମହିଳା ଖେଳାଳି:-ମେଗ ଲ୍ୟାନିଂ(ଅଷ୍ଟ୍ରେଲିଆ),ଏଲିପ ପ୍ୟାରୀ(ଅଷ୍ଟ୍ରେଲିଆ),ମିତାଲି ରାଜ (ଭାରତ),ସୁଜି ବେଟ୍ସ(ନ୍ୟୁଜିଲ୍ୟାଣ୍ଡ),ଷ୍ଟେଫନି ଟେଲର(ୱେଷ୍ଟେଇଣ୍ଡିଜ),ଝୁଲଣ ଗୋସ୍ୱାମୀ(ଭାରତ)

ଦଶକର ସର୍ବଶ୍ରେଷ୍ଠ ମହିଳା ଖେଳାଳି:-ଏଲିସ ପ୍ୟାରୀ(ଅଷ୍ଟ୍ରେଲିଆ),ମେଗ ଲ୍ୟାନିଂ(ଅଷ୍ଟ୍ରେଲିଆ),ମିତାଲି ରାଜ (ଭାରତ),ସୁଜି ବେଟ୍ସ(ନ୍ୟୁଜିଲ୍ୟାଣ୍ଡ),ଷ୍ଟେଫନି ଟେଲର(ୱେଷ୍ଟେଇଣ୍ଡିଜ),ସାରା ଟେଲର(ଇଂଲଣ୍ଡ)

ଦଶକର ସର୍ବଶ୍ରେଷ୍ଠ ପୁରୁଷ ୱାଣ୍ଡେ ଖେଳାଳି:-ବିରାଟ କୋହଲି(ଭାରତ),ଲସିଥ ମାର୍ଲିଙ୍ଗା(ଶ୍ରୀଲଙ୍କା),ମିଚେଲ ଷ୍ଟାର୍କ(ଅଷ୍ଟ୍ରେଲିଆ),ଏ ବି ଡିଭିଲିୟାର୍ସ(ଦକ୍ଷିଣ ଆଫ୍ରିକା),ରୋହିତ ଶର୍ମା(ଭାରତ),ଏମ୍ ଏସ ଧୋନି(ଭାରତ),କୁମାର ସଙ୍ଗାକାରା(ଶ୍ରୀଲଙ୍କା)

Google

ଦଶକର ସର୍ବଶ୍ରେଷ୍ଠ ପୁରୁଷ ଟେଷ୍ଟ ଖେଳାଳି:-ବିରାଟ କୋହଲି(ଭାରତ),କେନ ୱିଲୀୟମସନ(ନ୍ୟୁଜିଲ୍ୟାଣ୍ଡ),ଷ୍ଟିଭ ସ୍ମିଥ(ଅଷ୍ଟ୍ରେଲିଆ),ଯେମସ ଆଣ୍ଡରସନ(ଇଂଲଣ୍ଡ),ରଙ୍ଗାନା ହେରାଥ(ଶ୍ରୀଲଙ୍କା),ଓ ୟସୀର ସାହା (ପାକିସ୍ତାନ)

Google

 

ଦଶକର ସର୍ବଶ୍ରେଷ୍ଠ ପୁରୁଷ ଟି ୨୦ ଖେଳାଳି:-ବିରାଟ କୋହଲି(ଭାରତ),ରୋହିତ ଶର୍ମା(ଭାରତ),ଲସିଥ ମାର୍ଲିଙ୍ଗା(ଶ୍ରୀଲଙ୍କା),ରାଶିଦ ଖାନ(ଆଫଗାନିସ୍ତାନ),ଇମରାନ ତାହୀର(ଦକ୍ଷିଣ ଆଫ୍ରିକା),ଆରୋନ ଫିଞ୍ଚ(ଅଷ୍ଟ୍ରେଲିଆ),କ୍ରିଷ୍ ଗେଲ(ୱେଷ୍ଟଇଣ୍ଡିଜ)

ଦଶକର ସର୍ବଶ୍ରେଷ୍ଠ ମହିଳା ଟି-୨୦ ଖେଳାଳି:-ଏଲିସ ପ୍ୟାରୀ(ଅଷ୍ଟ୍ରେଲିଆ),ମ୍ୟାଗ ଲେନିଂ(ଅଷ୍ଟ୍ରେଲିଆ),ସୋଫି ଡିଭାଇନ(ନ୍ୟୁଜିଲ୍ୟାଣ୍ଡ),ସୁଜି ବେଟ୍ସ(ନ୍ୟୁଜିଲ୍ୟାଣ୍ଡ),ଷ୍ଟେଫନି ଟେଲର(ୱେଷ୍ଟଇଣ୍ଡିଜ),ମିତାଲି ରାଜ(ଭାରତ),ସାରା ଟେଲର (ଇଂଲଣ୍ଡ)

Google

ଦଶକର ସର୍ବଶ୍ରେଷ୍ଠ ମହିଳା ଭାବନା ପୁରସ୍କାର:-ବିରାଟ କୋହଲି(ଭାରତ),କେନ ୱିଲିୟମସନ(ନ୍ୟୁଜିଲ୍ୟାଣ୍ଡ),ବ୍ରାଡେନ ମ୍ୟାକୁଲମ(ନ୍ୟୁଜିଲ୍ୟାଣ୍ଡ),ମିସବାଉଲ ହକ(ପାକିସ୍ତାନ),ଏମ୍ ଏସ ଧୋନି(ଭାରତ),ଆନୟା ସର୍ବେଶ୍ୱଲ(ଇଂଲଣ୍ଡ),କ୍ୟାଥରିନ ବ୍ରେଟ(ଇଂଲଣ୍ଡ),ମହିଳା ଜୟବର୍ଦ୍ଧନ(ଶ୍ରୀଲଙ୍କା)ଓ ଡାନିୟଲ ଭିକ୍ଟୋରି(ନ୍ୟୁଜିଲ୍ୟାଣ୍ଡ)।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *