ଘରେ ଯଦି ଜଣେ ସାଧାରଣ ଛୁଆ ଝାଡୁ ଲଗାଉଛି ତେବେ ଆପଣଙ୍କ ସହ କିଛି ଏମିତି ଘଟିବ। ନିଶ୍ଚିତ ଜାଣନ୍ତୁ।

ଘରେ ସଫା ସଫି କରିବା ବହୁତ ମହତ୍ତ୍ୱପୂର୍ଣ ହେଇଥାଏ ଆଉ ସାଧାରଣ ଭାବେ ଘରେ ଛୋଟ ଛୋଟ ପିଲା ହିଁ ଝାଡୁ ଲଗାନ୍ତି। ମାତ୍ର ଆପଣ ଦିନେ ଦିନେ ଦେଖିଥିବେ କି ଘରେ ଛୋଟ ପିଲା ମାନେ ବି ଝାଡୁ ଲଗେଇବା ଆରମ୍ଭ କରି ଦିଅନ୍ତି। ଏହା ପଛରେ କିଛି କାରଣ ତ ନଥାଏ ମାତ୍ର ଆଜି ଆମେ ଆପଣଙ୍କ ପାଖରେ ଏପରି ଏକ କାରଣ କହିବାକୁ ଯାଉଛୁ ଯାହା ଭିତରେ ଆପଣ ଜାଣିବେ କି ଘରେ ଯଦି ଏହିପରି କେଉଁ ଛୋଟ ପିଲା ଝାଡୁ ଲଗେଇବା ଆରମ୍ଭ କରେ ତ ତାହା ପଛରେ କି କାରଣ ଥାଏ।

Google

ଯଦି ଆପଣଙ୍କ ଘରର ପିଲା ଅଚାନକ ଝାଡୁ ନିଏ ଆଉ ଝାଡୁ କରିବା ଆରମ୍ଭ କରିଦିଏ ତ ଜାଣି ନିଅନ୍ତୁ କି ଆପଣଙ୍କ ଘରକୁ କେହି ଅତିଥି ଆସିବାକୁ ଯାଉଛନ୍ତି। ପିଲା ମାନଙ୍କର ଝାଡୁ କରିବା ଆପଣଙ୍କ ଘର ବହୁତ ଶୁଭ ହେଇଥାଏ। ଏହାଦ୍ୱାରା ଆପଣଙ୍କ ଘରେ ଧନ ବର୍ଷା ହେଇପାରେ।

ଆହୁରି କିଛି ଜିନିଷ ଝାଡୁ ସହ ଯୋଡ଼ା ଅଛି:

ଯେତେବେଳେ ଆପଣ କେଉଁ ଘର ଅଥବା ଦୋକାନ କିଣିବାକୁ ଯାଆନ୍ତି ତ ଆପଣ ତାକୁ ସର୍ବପ୍ରଥମେ ଝାଡୁ କରିବାକୁ ଅଥବା ସଫା କରିବାକୁ ଲାଗିଯାନ୍ତି। ଏହି ସଫା ସଫି କାମ କରୁଥିବା ସମୟରେ ଯଦି ଆପଣଙ୍କ ସେହି ଘର ଭିତରେ କେଉଁ ମରି ଯାଇଥିବା ଝିଟିପିଟି ଦେଖାଯାଏ ତ ଆପଣଙ୍କୁ ସେହି ଘର ଅଥବା ଦୋକାନ କିଣିବା ଜମା ବି ଆବଶ୍ୟକ ନୁହଁ। ଏହା ଆପଣଙ୍କ ପାଇଁ ଅଶୁଭ ହେଇଥାଏ ଆଉ ତାହା ଭିତରେ ରହିଲେ ଆପଣଙ୍କ ଜୀବନରେ ଦୁଃଖ କଷ୍ଟ ଛାଡିକି ଯାଇ ନଥାଏ।

ଆପଣ ଯଦି ସେଠାକାର ପଇସା ଦେଇଛନ୍ତି ଆଉ ସେଠାରେ ରହିବାକୁ ହିଁ ଚାହାନ୍ତି ତ ସେଠାକୁ ଯିବା ଆଗରୁ ସେଠାରେ ପୂଜା ପାଠ କରିନିଅନ୍ତୁ। ଆଉ ଗୋଟେ କଥା କି ଝାଡୁ ମାତା ଲକ୍ଷ୍ମୀଙ୍କର ପ୍ରତୀକ ହେଇଥାଏ ଆଉ ତାକୁ ଡେଇବା ଦ୍ୱାରା ଅଥବା ସେଥିରେ ପାଦ ଲଗେଇବା ଦ୍ୱାରା ତାହା ଅଶୁଭ ହେଇଯାଏ। ତେଣୁ ଆପଣ ସେହି ସବୁ କଥାର ଧ୍ୟାନ ରଖନ୍ତୁ ଆଉ ଆପଣଙ୍କ ଘରେ କେବେବି ହସ ଖୁସିର ଅଭାବ ହେବ ନାହିଁ।

Google

ସଫା ସଫି ସବୁ ଘରେ କରା ଯାଇଥାଏ ଆଉ ସେଠାରେ ଝାଡୁ ବି ଲଗା ଯାଇଥାଏ ମାତ୍ର ଏହାର ଏକ ଠିକ ସମୟ ଥାଏ। ସାଧାରଣ ଭାବେ ସକାଳ ସମୟରେ ସଫା କରା ଯାଇଥାଏ। ମାତ୍ର କିଛି ଲୋକ ଥାଆନ୍ତି ଯିଏ କି ସନ୍ଧ୍ୟା ସମୟରେ ସଫା ସଫି ଆରମ୍ଭ କରି ଦିଅନ୍ତି ଯାହା ଭୁଲ ହେଇଥାଏ। ଏପରି କରିବା ଦ୍ୱାରା ଧନ ଦେବୀ ମାତା ଲକ୍ଷ୍ମୀ ରାଗି ଯାଇଥାନ୍ତି।

ଯେଉଁ ଘର ମାନଙ୍କରେ ସନ୍ଧ୍ୟା ସମୟରେ ଝାଡୁ ଲଗା ଯାଇଥାଏ ସେହି ଘର ମାନଙ୍କରେ ମାତା ଲକ୍ଷ୍ମୀ ଦୁଆର ମୁହଁରୁ ହିଁ ଫେରିକି ଚାଲି ଯାଇଥାନ୍ତି। ପ୍ରାଚୀନ କାଳରୁ ହିଁ ସକାଳ ସମୟରେ ଝାଡୁ ଲଗେଇବାର ପ୍ରଥା ଲାଗିକି ଅଛି ମାତ୍ର କିଛି ମୂର୍ଖ ଲୋକ ସନ୍ଧ୍ୟା ସମୟରେ ଝାଡୁ ଲଗାନ୍ତି ଯାହା କି ଭୁଲ ଅଟେ। ଏହି ଲୋକମାନେ ନିଜ ଦରିଦ୍ରତାର ନିଜେ କାରଣ ହେଇଥାନ୍ତି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *