ରାସ୍ତାରେ ଏବେ କଲେ ଏହି ଭୁଲ୍ ୧୦ ହଜାର ଜୋରିମାନା ସହ ହୋଇପାରେ ଏକବର୍ଷର ଜେଲ ଦଣ୍ଡ । ପଢନ୍ତୁ ସମ୍ପୂର୍ଣ୍ଣ ଖବର ।

ଟ୍ରାଫିକ ନିୟମ ଭାଙ୍ଗୁଥିବା ଲୋକ ସାବଧାନ ହୋଇଯାଅ।କାରଣ ଯଦି ଆପଣ ଯାତାୟତ ନିୟମ ନମାନିବେ ଏହାକୁ ପାଳନ ନକରିବେ ତେବେ ଏହାର ପରିଣାମ ଆପଣ ଭୋଗିବେ ଜୋରିମାନା ସହ ଜେଲ ଦଣ୍ଡ ଭୋଗିବେ। ଏହା ଦ୍ଵାରା ଆପଣ ଏକ ବର୍ଷର ଜେଲ ଦଣ୍ଡ ସହ ୧୦ ହଜାର ପର୍ଯ୍ୟନ୍ତ ଫାଇନ ଦେଇପାରନ୍ତି।

Google

ସଡ଼କ ପରିବହନ ଓ ରାଜମାର୍ଗ ମନ୍ତ୍ରାଳୟ ଏଥର କଡା ଚେତାବନୀ ଦେଇଛନ୍ତି। ନିୟମ କରାଯାଇଛିକି ସାର୍ଵଜନିକ ସ୍ଥାନରେ ଜୋରେ ଗାଡି ଚାଳନା କଲେ ବା ରେଶ କରୁଥିଲେ ପ୍ରଥମ ଥର ଧରା ପଡିଲେ ୫ ହଜାର ପର୍ଯ୍ୟନ୍ତ ଜୋରିମାନା ସହ ୩ ମାସ ଜେଲ ଦଣ୍ଡ ଭୋଗୀବେ। ଦ୍ୱିତୀୟ ଥର ପୁଣି ଧରାପଡିଲେ ୧୦ ହଜାର ଜୋରିମାନା ସହ ୧ ବର୍ଷ ଜେଲ ହୋଇପାରେ। ସଡ଼କ ପରିବାର ଅଧିକ ଦୃଘଟଣା ହେଉଥିବାରୁ ଏଭଳି ପଦକ୍ଷେପ ନେଇଛନ୍ତି।

ଏହା ସହ ମୋଟରଜାନ ଅଧିନିୟମ ୧୮୫ ଅନୁସାରେ ଯଦି କୌଣସି ବ୍ୟକ୍ତି କାରରେ ମଦପିଇ ଥିବାର ମିଳେ ତେବେ ଏହା ପାଇଁ କଡା ସଜାର ନିୟମ କରାଯାଇଛି। ଏହି ନିୟମ ଥରେ ଭାଙ୍ଗିବା ଦ୍ଵାରା ୧୦ ହଜାର ଜୋରିମାନା ସହ ୬ ମାସ ଜେଲ ହେବ । ଯଦି ଦ୍ୱିତୀୟ ଥର ଏହି ନିୟମ ଭାଙ୍ଗେ ତେବେ ୧୫ ହଜାର ଜୋରିମାନା ସହ ୨ ବର୍ଷ ଜେଲ ବି ଆପଣଂକୁ ହୋଇପାରେ।

Google
ଡ୍ରାଇଭିଙ୍ଗ କାଗଜପତ୍ର:

ନୂଆ ଯାତାୟତ ନିୟମ ଅନୁସାରେ ବାହନ ଚାଳକକୁ ସବୁ ଡ୍ରାଇଭିଙ୍ଗ କାଗଜପତ୍ରକୁ ନିଜ ମୋବାଇଲରେ ରଖିବାକୁ ହେବ। ଏହାର ଫାଇଦା ଏହାକି ଲୋକଙ୍କୁ ନିଜ ଓର୍ଜିନାଲ କାଗଜ ପତ୍ର ଆଣିବାର ଆବଶ୍ୟକ ନାହିଁ। ଲୋକମାନେ କେବଳ କାଗଜପତ୍ରର କପି ଦେଖାଇ ଯାଇପାରିବେ।

ସଡ଼କ ସୁରକ୍ଷା ନିୟମ ୨୦୨୦:

ନୂଆ ଟ୍ରାଫିକ ନିୟମ ଅନୁସାରେ ଡ୍ରାଇଭିଙ୍ଗ ଲାଇସେନ୍ସ ନିୟମର ଉଲଘଂନ କରିବା ଲୋକ ଉପରେ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଫାଇନ ଲଗାଯିବ। ରାସ୍ତାରେ ଜୋରେ ଗାଡି ଚଳାଇଲେ ୧ ହଜାରରୁ ୨ ହଜାର ପର୍ଯ୍ୟନ୍ତ ଫାଇନ ଲାଗିବ।

Google

ଯଦି କୌଣସି ନାବାଳକ ଗାଡି ଚଳାଉଥିବା ଅବସ୍ଥାରେ ଧରା ପଡିବ ତେବେ ତା ଉପରେ। ୨୫ ହଜାର ପର୍ଯ୍ୟନ୍ତ ଫାଇନ ଲଗାଯାଇପାରେ। ଏହା ସହ ସେହି ଗାଡିର ରେଜିଷ୍ଟ୍ରେସନ ରଦ୍ଦ କରିଦିଆଯିବ। ଏହା ସହ ନାବାଳକ ୨୫ ବର୍ଷ ପର୍ଯ୍ୟନ୍ତ ଗାଡି ଚଳାଇ ପାରିବନି ଓ ୨୫ ବର୍ଷ ହେଲା ପରେ ହିଁ ସେ ଯାଇ ପର୍ଯ୍ୟନ୍ତ ଲାଇସେନ୍ସ କରିପାରିବ ବୋଲି ଜଣା ଯାଇଛି।

ନୂଆ ଯାତାୟତ ନିୟମ ଅନୁସାରେ ଯଦି କୌଣସି ବ୍ୟକ୍ତି ସାର୍ଵଜନିକ ଜାଗାରେ ସୁରକ୍ଷା ଭଙ୍ଗ କରିବ ତେବେ ତାକୁ ଅଧିକ ଫାଇନ ଭରିବାକୁ ହେବ। ଏହା ମଧ୍ୟରେ ଗାଡି ଚଳାଇବା ସମୟରେ ମୋବାଇଲରେ ଗପିବା, ଟ୍ରାଫିକ ଲାଇଟ ଜମ୍ପ କରିବା, ରଙ୍ଗ ସାଇଟରେ ଡ୍ରାଇଭିଙ୍ଗ ଚଳାଇଲେ, ଅଦ୍ଭୁତ ଭାବେ ଗାଡି ଚଳାଇଲେ ଓ ବିନା କାରଣରେ ଟ୍ରାଫିକ ଜାମ କରିବା ଏହା ମଧ୍ୟରେ ସାମିଲ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *