ଯଦି ଏହି ଆପ ନିଜ ଫୋନରେ ରଖିଛନ୍ତି ତେବେ ଜଲଦି କରନ୍ତୁ ଡିଲିଟ। ନହେଲେ ପସ୍ତେଇବେ।

ଆପଣଙ୍କ ଆଣ୍ଡ୍ରୋଏଡ଼ ସ୍ମାଟ ଫୋନରେ ଯଦି FlixOnline ନାମର ଆପ ଅଛି ତେବେ ତୁରନ୍ତ ଡିଲିଟ କରିଦେବା ଦରକାର। ଏହି ଆପ ଆପଣଙ୍କ ହ୍ଵାଟ୍ସଆପର ଜାସୁସି କରିଥାଏ। କିଛିଦିନ ହେବ ଏହି ଆପ ବହୁତ ଭାଇରାଲ ହେବାରେ ଲାଗିଛି।

Google
ଆପକୁ ନେଇ ମିଛ ଦାବି:

FlixOnline କୁ ନେଇ ହୁଏତ କିଛି ଅଲଗା ଦାବି କାରାଯାଉଛି ଯାହା କି ପୁରାପୁରୀ ଭାବରେ ମିଛ।କୁହାଯାଉଛି କି ଏହି ଆପ ନେଟଫ୍ଲିକ୍ସର ଗ୍ଲୋବଲ କଣ୍ଟେଟ ଦେଖାଇଥାଏ। କିନ୍ତୁ ଆପଣ ଏଥିରେ ବିଶ୍ୱାସ କରନ୍ତୁ ନାହିଁ।ଏହି ଆପ ହ୍ଵାଟ୍ସଆପର ଜାସୁସି କରିବା ପାଇଁ ତିଆରି କରାଯାଇଛି।

ଫୋନ ପାଇଁ ବିପଦ:

ଏହି ଆପ ହ୍ଵାଟ୍ସଆପର ସବୁ ମ୍ୟାସେଜ ପଢିବା ସହ ତାକୁ ହ୍ୟାକର ପାଖୁ ମଧ୍ୟ ପଠେଇଥାଏ। ଏହି ଆପ ହ୍ୟାକର ଯେଉଁ ମ୍ୟାସେଜ ପଠାଇ ଥାଏ ସେଥିରେ ଲିଂକ ହୋଇଥାଏ। ଯାହା ଫଳରେ ଆପଣଙ୍କ ଫୋନର ସବୁ ତଥ୍ୟ ହ୍ୟାକର ପାଖେ ପହଁଚିଥାଏ।

Google

ଏହି ଆପ ହ୍ଵାଟ୍ସଆପର ସମସ୍ତ ନୋଟିଫିକେସନ ଉପରେ ଲକ୍ଷ୍ୟ ରଖିଥାଏ। ବେଳେ ବେଳେ ଏହି ଆପ ଅଟୋମେଟିକ ରିପ୍ଲାଇ ବି କରିଦେଇଥାଏ ଆଉ ଆପଣଙ୍କୁ ଜଣା ବି ପଡେନି।ଏହି ଆପ ଫୋନରେ ଇଂଷ୍ଟଲ ହେବା ପରେ ନୋଟିଫିକେସନ ସହ ବହୁ ପ୍ରକାରର ଅନୁମତି ନେଇଥାଏ।ଏହି ଆପ ନୋଟିଫିକେସନ ପ୍ୟାନେଲରେ ବି ସବୁଠୁ ଉପରେ ଦେଖାଏ।

ଗୁଗୁଲ ପ୍ଲେଷ୍ଟୋରରୁ ହଟିଲା ଏହି ଆପ।

ଏବେ ଏହି ଆପକୁ ଗୁଗୁଲ ପ୍ଲେଷ୍ଟୋରରୁ ହଟାଇ ଦିଆଯାଇଛି। କିନ୍ତୁ ବିତିଯାଇଥିବା ଦିନ ମାନଙ୍କରେ ଏହି ଆପ ବହୁତ ଚହଲ ସୃଷ୍ଟି କରିଥିଲା। ବହୁତ ଲୋକ ଏହାକୁ ଡାଉନଲୋଡ ବି କରିସାରିଛନ୍ତି। ଯଦି ଆପଣଙ୍କ ଫୋନରେ ଏହି ଆପ ରହିଛି ତେବେ ଅଧିଲ ବିଳମ୍ବ ନ କରି ଜଲଦି ହିଁ ଏହି ଆପକୁ ଡ଼ିଲିଟ କରନ୍ତୁ ଏବଂ ନିଜ ତଥ୍ୟକୁ ସୁରକ୍ଷିତ ରଖନ୍ତୁ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *