ବାବା ରାମଦେବଙ୍କ ବିରୁଦ୍ଧରେ ହେବ କାର୍ୟନୁଷ୍ଠାନ! IMA ର ପତ୍ର ଆସିଲା ସାମ୍ନାକୁ। ସମସ୍ତେ ଆଶ୍ଚର୍ଯ୍ୟ

ଇଣ୍ଡିଆନ ମେଡିକାଲ ଆସୋସେସନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖି ପତ ଞ୍ଜଳି ମାଲିକ ବାବା ରାମଦେବଙ୍କ ବିରୁଦ୍ଧରେ ଦେଶଦ୍ରୋହ ଅଭିଯୋଗରେ କାର୍ୟନୁଷ୍ଠାନ ନେବାକୁ କହିଛନ୍ତି। ଚିଠିରେ ଆଇଏମଏ ରାମଦେବ ଭ୍ରମ ଜନକ କଥା କହୁଥିବାର ଅଭିଯୋଗ କରିଛନ୍ତି। କାରଣ ଗୋଟେ ଭିଡ଼ିଓରେ ବାବା ରାମଦେବ କହିଥିଲେକି ଟୀକାର ଦ୍ୱିତୀୟ ଡୋଜ ନେବାପରେ ୧୦ ହଜାର ଡ଼କ୍ଟର ଓ ଲକ୍ଷ ଲକ୍ଷ ଲୋକ ମରୁଛନ୍ତି।

Google

ଇଣ୍ଡିଆନ ମେଡିକାଲ ଆସୋସେସନ ପ୍ରଧାନମନ୍ତ୍ରୀ ମୋଦିଙ୍କ ନାମରେ ପତ୍ର ଲେଖି କହିଛନ୍ତିକି ଆଇଏମଏ ଲଗାତର ୧୮ ବର୍ଷ ହେବ ଆଉବର୍ଗର ଲୋକଙ୍କ ଟୀକାକରଣ କରିବା ପାଇଁ ସନ୍ଦେଶ ଦେଇଥାଏ। ଏବେ ପର୍ଯ୍ୟନ୍ତ ଭାରତରେ କରୋନାର ୨୦ କୋଟି ଟୀକା କରଣ କରାଯାଇଛି। ଯାହା ଦୁନିଆର ସବୁଠୁ ଦ୍ରୁତ ଟୀକାକରଣ ଅଟେ। ଆମେ ଭାରତରେ ଭାକ୍ସିନ କରିବା ଓ ଅନ୍ୟ ଦେଶର ଟୀକାକୁ ବ୍ୟବହାର କରିବା ପାଇଁ ଆପଣଙ୍କୁ ଧନ୍ୟବାଦ।

ଟୀକାନେଇଥିବା ଲୋକଙ୍କୁ ବିପଦ କମ:

ଆଇଏମଏ କହିବା ଅନୁସରେ ଭଲ କଥା ଏହାକି ଯେଉଁମାନେ କରୋନାର ଦୁଇଟି ଯାକ ଡୋଜ ନେଇଛନ୍ତି ସେମାନଙ୍କ ସଂକ୍ରମଣ ହେବା ଓ ଗମ୍ଭୀର ସମସ୍ୟା ହେବାର ସମ୍ଭାବନା ୦.୦୬% ଅଟେ। ପତ୍ରରେ ଆଗକୁ ଲେଖାଯାଇଛିକି ଭାକ୍ସିନ ଦ୍ଵାରା ଦେଶରେ ସଂକ୍ରମଣ ହାର କମୁଛି ଓ ଲୋକଙ୍କ ଜୀବନ ବଞ୍ଚିପାରୁଛି।

Google

ଆଇଏମଏ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟୀକା କରଣକୁ ପ୍ରାଧାନ୍ୟ ଦେବା ଓ ଅନୁକୂଳ ପରିସ୍ଥିତିରେ ଟୀକାକରଣ କରିବା ପାଇଁ ଧନ୍ୟବାଦ ଜଣାଇଛନ୍ତି। ଆଗାମୀ ରବିବାରକୁ ଆଇଏମଏ ମନକି ବାତରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଏପରି କହିବା ପାଇଁ ଅପିଲ କରିବାର ନଜର ଆସିଛନ୍ତି।

ରାମଦେବଙ୍କୁ ନେଇ ଆଇଏମଏ କହିଛି ବହୁତ ଦୁଃଖର ସହିତ କହିବାକୁ ପଡୁଛିକି ଗୋଟେ ଭିଡ଼ିଓରେ ଏହା କୁହାଯାଇଛିକି କରୋନା ଭାକ୍ସିନର ଦୁଇଟି ଯାକ ଡୋଜ ନେବାପରେ ମଧ୍ୟ ୧୦ ହଜାର ଡାକ୍ତର ମରିଛନ୍ତି ଓ ଲକ୍ଷ ଲକ୍ଷ ଲୋକ ମରୁଛନ୍ତି ଓ ଏହା କହିଛନ୍ତି ପତଞ୍ଜଳିର ମାଲିକ ରାମଦେବ।

ସରକାରଙ୍କ ଗାଇଡଲାଇନ ପାଳନ କରୁଛନ୍ତି ଡାକ୍ତର:

ଆଇଏମଏ ଲେଖିଛନ୍ତି ଆମେ ସରକାରଙ୍କ ଦ୍ଵାରା ଜାରି ହୋଇଥିବା ଗାଇଡଲାଇନର ପାଳନ କରିଥାଉ। ଯଦି କେହି ଦାବି କରିଛୁକି ଭାକ୍ସିନ ଦେବ ପରେ ଲୋକଙ୍କ ମୃତ୍ୟୁ ହେଉଛି ତେବେ ଏହା ମନ୍ତ୍ରାଳୟକୁ ଅପମାନ ଦେବା ଭଳି ଅଟେ।ଯାହା ପ୍ରୋଟୋକଲ ଜାରିକରୁଛି।

ଆଇଏମଏ ଲେଖିଛି ଏହି କରୋନା ସମୟରେ ଆମର ଡାକ୍ତର ଆଗରେ ରହି ସେବା କରୁଛନ୍ତି। ଆମେ ପ୍ରଥମ ଲହରୀରେ ୭୫୩ ଓ ଦ୍ୱିତୀୟ ଲହରୀରେ ୫୧୩ ଜଣ ଡାକ୍ତରଙ୍କୁ ହରାଇଛୁ। ପ୍ରଥମ ଲହରୀରେ ଡାକ୍ତରଙ୍କୁ ଭାକ୍ସିନ ମିଳିନଥିଲା ଓ ଦ୍ୱିତୀୟ ଲହରୀରେ ଯେଉଁ ଡାକ୍ତର ମରିଛନ୍ତି ସେ କୌଣସି କାରଣ ପାଇଁ ଭାକ୍ସିନ ନେଇନଥିଲେ। କିନ୍ତୁ ଏପରି ଦାବି କରାଯାଉଛିକି ଦୁଇ ଡୋଜ ନେବାପରେ ୧୦ ହଜାର ଡାକ୍ତର ମରିଛନ୍ତି ଏହା ଏକ ମିଛ ପ୍ରଚାର ଅଟେ ଯାହାକୁ ଅଟକାଯିବା ଅତ୍ୟନ୍ତ ଆବଶ୍ୟକ।

Google

ଆଇଏମଏ କହିଛି ଏପରି ଲୋକ ଯେଉଁମାନେ ମିଛ ପ୍ରଚାର କରି ଦେଶରେ ହିଂସା ବଢ଼ାଉଛନ୍ତି ତାଙ୍କ ଉପରେ କାର୍ୟନୁଷ୍ଠାନ ନେବା ଆବଶ୍ୟକ। ଆଇଏମଏ କହିଛି ଏହା ସିଧା ଦେଶଦ୍ରୋହ ଅଟେ ଓ ଶୀଘ୍ର ତାଙ୍କ ଉପରେ ପଦକ୍ଷେପ ନେବା ଉଚିତ। ଆଇଏମଏ କହିଛି ଆମେ କୋଭିଡ-୧୯ରେ ଭାରତ ସରକାରଙ୍କ ସେବା କରିବା ପାଇଁ ବାଧ୍ୟ ଅଟୁ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *