IPL ଜିତିଲେ କାମ ଚଳିବନି ବିଶ୍ୱକପ ଜିତିବା ଦରକାର, କହିଲେ ଏହି ଦ୍ରୁତ ଫାଷ୍ଟ ବୋଲର

ସାଙ୍ଗମାନେ ଆଜିର ଏହି ଆର୍ଟିକଲରେ ଆମେ ଜାଣିବା ଭାରତୀୟ କ୍ରିକେଟ ଟିମ ବିଷୟରେ କିଛି ବିଶେଷ ତଥ୍ୟ।ଭାରତୀୟ କ୍ରିକେଟ ଟିମ ୨୦୨୧ର ସେମି ଫାଇନାଲ ମ୍ୟାଚରେ ପହଞ୍ଚିପାରି ନଥିଲା। ଏହି ଟୁର୍ଣ୍ଣାମେଣ୍ଟରେ ଭାରତୀୟ ଟିମର ଖେଳକୁ ନେଇ ବହୁତ ଆଲୋଚନା ହୋଇଥିଲା। ସେପଟେ ପାକିସ୍ତାନର ପୂର୍ବତନ ଖେଳାଳି ୱାସିମ ୱାକରମ ଏହା ଉପରେ ନିଜର ରାୟ ରଖିଥିଲେ। ସେ କହିଥିଲେ ଭାରତୀୟ ଟିମର ଖେଳାଳୀଙ୍କୁ ଅନ୍ୟ ଲିଗରେ ଖେଳିବାର ସୁଯୋଗ ଦେବା ଦରକାର। ଏହାଦ୍ୱାରା ସେମାନେ ଅଲଗା ଅଲଗା ସ୍ଥିତିରେ ଭିନ୍ନ ଭିନ୍ନ ପରିସ୍ଥିତି ହିସାବରେ ନିଜକୁ ତିଆରି କରିପାରିବେ।

Google

ସେ କହିଥିଲେ ଯଦି ତୁମେ ଦୁନିଆ ଭରର ଅଲଗା ଅଲଗା ଲିଗରେ ଖେଳ ସେ ଗୋଟେ ଅବା ଦୁଇଟା ହେଉ ନା କାହିଁକି ଏହାଦ୍ୱାରା ବ୍ୟାଟସମ୍ୟାନ ଏବଂ ବୋଲର ମାନଙ୍କୁ ଅଲଗା ଅଲଗା ପିଚରେ ଅଲଗା ଅଲଗା ବୋଲର ଏବଂ ବ୍ୟାଟ୍ସମ୍ୟାନ ମାନଙ୍କ ସାମ୍ନା କରିବାକୁ ମିଲିଥାଏ। ଏଥିପାଇଁ ମତେ ଲାଗୁଛିଯେ ଭାରତକୁ ଏହି ବିଷୟରେ ଭାବିବା ଉଚିତ। ଆଇ ପି ଏଲ ଟଙ୍କା ଏବଂ ଟ୍ୟାଲେଣ୍ଟ ହିସାବରେ ନମ୍ବର ୧ ଲିଗ ଅଟେ।କିନ୍ତୁ ସେମାନଙ୍କୁ ନିଜ ଖେଳାଳି ମାନଙ୍କୁ ଦୁନିଆ ଭରରେ ଅତି କମରେ ଏକ କିମ୍ବା ଦୁଇଟା ଲିଗରେ ଖେଳିବାର ଚାନ୍ସ ଦେବା ଉଚିତ। ଆପଣଙ୍କୁ ଏଠାରେ ଏହା ଜଣାଇବାକୁ ଯାଉଛୁଯେ ଭାରତୀୟ ଟିମକୁ ୨୦୨୧ ବିଶ୍ୱକପର ପ୍ରଥମ ମ୍ୟାଚରେ ପାକିସ୍ତାନ ହାତରୁ ହାରିବାକୁ ପଡିଥିଲା। ବିଶ୍ୱକପରେ ଏହା ପ୍ରଥମ ସୁଯୋଗ ଥିଲା ଯେଉଁଥିରେ ପାକିସ୍ତାନ ଭାରତକୁ ହରାଇଥିଲା।

ପାକିସ୍ତାନର ଘାତକ ବୋଲର ଆଫ୍ରିଦି ଭାରତୀୟ ଟପ ଅର୍ଡରକୁ ବହୁତ ବ୍ୟତିବ୍ୟସ୍ତ କରାଇଥିଲେ। ଆଫ୍ରିଦିଙ୍କ ଏହି ପ୍ରଦର୍ଶନ ପାକିସ୍ତାନକୁ ଜିତିବାରେ ବହୁତ ସାହାଯ୍ୟ କରିଥିଲା। ୱାସିମ ଅକରମଙ୍କ ହିସାବରେ ଭାରତୀୟ ଟିମ ପ୍ରଥମ ମ୍ୟାଚ ପରେ ଖେଳକୁ ବଦଳାଇ ପାରିଲା ନାହିଁ।ଏହାକୁ ନେଇ ତାଙ୍କର କହିବାର ଥିଲା ଯେ ଭାରତୀୟ ଖେଳାଳି ଯେଉଁମାନେ ଅନ୍ୟ ଲିଗରେ ଖେଳନ୍ତି ନାହିଁ ଏହି କାରଣରୁ ଅନ୍ୟ ଖେଳାଳିଙ୍କ ସହିତ ଖେଳିବାର ସୁଯୋଗ ମିଳେ ନାହିଁ।ଏହାସହିତ ସେ ଭାରତୀୟ ଖେଳାଳୀଙ୍କ ପ୍ରଦର୍ଶନକୁ ନେଇ କଥା ହୋଇଥିଲେ ଏବଂ ତାଙ୍କର ମାନିବାର ଥିଲା ଯେ ଭାରତୀୟ ଖେଳାଳୀଙ୍କୁ ଦୁନିଆ ଭରର ଲିଗରେ ଖେଳିବା ଉଚିତ। ତାଙ୍କ ମାନିବା ହିସାବରେ ଟିମ ପାଇଁ କେବଳ ଆଇପିଏଲରେ ଖେଳିବା ଠିକ ନୁହେଁ ବରଂ ଖେଳାଳିଙ୍କୁ ବାକି ଲିଗରେ ମଧ୍ୟ ଖେଳିବା ଉଚିତ। ତେବେ ଏହାକୁ ନେଇ କଣ ଆପଣଙ୍କ ମତ ତାହା ଜଣାନ୍ତୁ।

Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *