୩୦ ଜାନୁଆରୀ କୁ ୨ମିନିଟ ପାଇଁ ଥମିଯିବ ପୁରା ଦେଶ। କେନ୍ଦ୍ର ସରକାର ଜାରି କଲେ ଆଦେଶ। ପଢନ୍ତୁ ସମ୍ପୂର୍ଣ୍ଣ ଖବର।

କେନ୍ଦ୍ର ସରକାର ଏବେ ଏବେ ହିଁ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କର ଜନ୍ମ ଦିବସକୁ ପରାକ୍ରମ ଦିବସ ଭାବେ ଫଇସଲା କରିବା ପରେ ଏବେ ସହିଦ ଦିବସ ଉପରେ ଅନେକ ପ୍ରକାର ଆଦେଶ ଜାରି କରିଛନ୍ତି। ମହାତ୍ମା ଗାନ୍ଧୀଙ୍କର ଜନ୍ମ ଦିବସକୁ ପ୍ରତିବର୍ଷ ସହିଦ ଦିବସ ଭାବେ ପାଳନ କର ଯାଇଥାଏ। ଏହି ଦିନ ୩୦ ଜାନୁଆରୀକୁ ପଡିଥାଏ। କେନ୍ଦ୍ର ସରକାର ନୂଆ ଆଦେଶରେ ଦେଶର ବଳିଦାନ ଦେଇ ଥିବା ଯୋଦ୍ଧା ମାନଙ୍କ ପାଇଁ ଦୁଇ ମିନିଟ ପାଇଁ ନିରବ ପ୍ରାର୍ଥନା କରିବା ପାଇଁ କହିଛନ୍ତି। ସେହିମାନେ ଦେଶର ସ୍ବାଧୀନତା ପାଇଁ ନିଜର ବଳିଦାନ ଦେଇ ଥିଲେ।

Google

କେନ୍ଦ୍ର ସରକାର ସହିଦ ଦିବସ ଅଥବା ୩୦ ଜାନୁଆରୀ ପାଇଁ ନୂଆ ନୂଆ ଆଦେଶନାମା ଜାରି କରିଛନ୍ତି। ଏହି ଦିନକୁ ପ୍ରତିଦିନ ଭଳି ସହିଦ ଦିବସ ଭାବେ ପାଳନ କରାଯିବ। ଏହିଦିନ ଦେଶର ସ୍ବାଧୀନତା ପାଇଁ ଲଢେଇ କରିଥିବା ଲୋକ ମାନଙ୍କୁ ମନେ ପକାଯିବ। କେନ୍ଦ୍ରୀୟ ଗୃହ ମନ୍ତ୍ରଣଳୟ ତରଫରୁ ସମସ୍ତ ରାଜ୍ୟ ସରକାର ତଥା କେନ୍ଦ୍ର ଶାସିତ ପ୍ରଦେଶ ମାନଙ୍କ ପାଇଁ ଏହାକୁ ନେଇ ଏକ ଜରୁରୀ ନିର୍ଦ୍ଧେଶନାମା ଜାରି କରିବା ପାଇଁ ସ୍ଥିର କରାଯାଇଛି। ଏହି ନୂଆ ଆଦେଶରେ ଦେଶର ସ୍ବାଧୀନତା ପାଇଁ ବଳିଦାନ ଦେଇଥିବା ଲୋକ ମାନଙ୍କର ସ୍ମୃତିରେ ୧୧ବାଜିବା ପର ଠାରୁ ଦୁଇ ମିନିଟ ନିରବ ପ୍ରାର୍ଥନା କରିବା ପାଇଁ କୁହା ଯାଇଛି। ଏହି ଭିତରେ କାମ ତଥା ଯିବା ଆସିବା ଉପରେ ରୋକ ଲଗାଯିବ।

୧୧ ବାଜିବା ଆଗରୁ ହିଁ ଆଲର୍ଟ କରିଦିଆଯିବ:

ଖବର ମୁତାବିକ ୩୦ ଜାନୁଆରୀକୁ ସକାଳେ ମୌନ ବ୍ରତ ରଖାଯିବ। ଏହି ଭିତରେ ପୁରା ଦେଶରେ ସେହି ଦୁଇ ମିନିଟ ପାଇଁ କିଛି କାମ ଦାମ ତଥା ଯିବା ଆସିବା ହେବନାହିଁ। ଅର୍ଥାତ ସେହି ଦୁଇ ମିନିଟ ଭିତରେ ପୁରା ଦେଶ ଥମି ଯିବ। ଯେଉଁଠାରେ ଯେପରି ବ୍ୟବସ୍ଥା ଅଛି ସେଠାରେ ସେହିପରି ଭାବେ ଆଲର୍ଟ କରି ଦିଆଯିବ। ଯେଉଁଠାରେ ସାଇରନର ବ୍ୟବସ୍ତା ଅଛି ସେଠାରେ ସାଇରନ ବଜେଇକି ଆଲର୍ଟ କରାଯିବ। ଏହି ଆଲର୍ଟମେଂଟ ୧୦.୫୯ ରେ ହେବ। କିଛି କିଛି ଜାଗାରେ ଆର୍ମି ଗନରେ ଫାୟାର କରିକି ଆଲର୍ଟ କରି ଦିଆଯିବ। ଆଉ ସରକାରଙ୍କର କହିବା କଥା କି ଆଗରୁ ମୌନ ପାଳନ କରୁଥିବା ସମୟରେ କିଛି କିଛି ଜାଗାରେ ଅଫିସର କାମ ଚାଲୁଥିଲା। ମାତ୍ର ଏଥର ତାକୁ ଶକ୍ତିର ସହ ପାଳନ କରାଯିବ।

Google

ଆପଣଙ୍କୁ କହି ରଖୁଛୁ କି ମହାତ୍ମା ଗାନ୍ଧୀଙ୍କୁ ୩୦ ଜାନୁଆରୀ ୧୯୪୮ରେ ଦିଲ୍ଲୀର ବିଡ଼ଲା ଭବନରେ ଗୁଳି ମାରିକି ହତ୍ୟା କରି ଦିଆଯାଇଥିଲା। ଏହା ପରଠାରୁ ପ୍ରତିବର୍ଷ ୩୦ ଜାନୁଆରୀକୁ ସହିଦ ଦିବସ ଭାବେ ପାଳନ କରାଯାଇଥାଏ। ବାପୁଙ୍କୁ ଶ୍ରଦ୍ଧାଅଞ୍ଜଳି ଦିଆଯାଇଥାଏ। ଏହି ସୁଯୋଗରେ ବିଶେଷ ଶ୍ରଦ୍ଧାଞ୍ଜଳି ସଭାର ଆୟୋଜନ ବି କରାଯାଇଥାଏ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *