୮ ବର୍ଷରେ ୧୧୬ ପିଲାଙ୍କ ବାପା ହେଲେ ଏହି ବ୍ୟକ୍ତି, ଫେସବୁକରେ ଝିଅମାନେ…….,ପଢନ୍ତୁ ସମ୍ପୂର୍ଣ୍ଣ ଖବର।

ଇଂଲଣ୍ଡର ଡର୍ବୀରେ ରହିଥିବା ୬୬ ବର୍ଷୀୟ କ୍ଲିବେ ଜୋନ୍ସଙ୍କର ବର୍ତ୍ତମାନ ବହୁତ ଚର୍ଚା ହେଉଛି। ନ ହେବ ବା କାହିଁକି? ଯଦି କୌଣସି ବ୍ୟକ୍ତିକୁ ଫେସବୁକରେ ମା କରିବା ପାଇଁ ଅନୁରୋଧ ଆସିବ ଏହା ଏକ ଆଶ୍ଚର୍ଯ୍ୟ କଥା। କ୍ଲିବେ ପୂର୍ବ ୮ ବର୍ଷରୁ ସ୍ପର୍ମ ଡୋନେଟ କରୁଛନ୍ତି। ଏବେ ପର୍ଯ୍ୟନ୍ତ ସେ ୧୧୬ ରେଜିଷ୍ଟର୍ଡ଼ ପିଲା ଜନ୍ମ କରିସାରିଛନ୍ତି। କରୋନା କାଳରେ ଅଜବ ଆଇବିଏଫ ଇଣ୍ଡଷ୍ଟ୍ରିକୁ ବହୁତ କ୍ଷତି ହୋଇଛି। ସେବେ କ୍ଲିବେ ଫେସବୁକ ଜରିଆରେ ସ୍ପର୍ମ ଡୋନେଟ କରିବା ପାଇଁ ଏଡ଼ ଲଗାଇ ଥିଲେ। ଏହା ପରେ ମହିଳା ମାନଙ୍କର ମଧ୍ୟ ଏହା ଉପରେ ଭଲ ରେସପନ୍ସ ମିଳିଲା। ଲକଡାଉନରେ କ୍ଲିବେଙ୍କୁ ଅନେକ ମହିଳା ସ୍ପର୍ମ ଡୋନେଟ କରିବା ପାଇଁ ଅନୁରୋଧ କରିଛନ୍ତି। ଫେସବୁକ ହେଲା ସ୍ପର୍ମ ଡୋନେଟର ନୂଆ ଆଡା।

Google

ବ୍ରିଟେନରେ ୩୫ ବର୍ଷରୁ ଅଧିକ ବୟସର ଅନେକ ମହିଳା ବିବାହ ନକରି ଆଇବିଏଫ ଜରିଆରେ ପ୍ରେଗନେଟ ହୋଇ ପିଲା ସମ୍ଭାଳୁଛନ୍ତି। ତାଙ୍କ ଅନୁସାରେ ବାୟୋଲୋଜିକାଲ କ୍ଲୋଫ ସେସ ହେବା ପୂର୍ବରୁ ମା ହେବା ପାଇଁ ଆଇବିଏଫ ଠିକ। ଏହା ପାଇଁ ବିବାହର କଣ ଆବଶ୍ୟକ?

ବ୍ରିଟେନରେ ଆଇବିଏଫ ସେଣ୍ଟରରେ ମହିଳାଙ୍କ ଭିଡ଼ ରହିଥାଏ। ଲକଡାଉନ ପୂର୍ବରୁ ମଧ୍ୟ ଏଠାରେ ସ୍ପର୍ମ ଡୋନେଟ କରିବା ଲୋକଙ୍କ ସଂଖ୍ୟା କମ ଥିଲା। ରୂଲ ଅନୁସାରେ ବ୍ରିଟେନରେ ସ୍ପର୍ମ ଡୋନେଟ କଲେ ୩୫ ୟୁରୋ ଦିଆଯାଇଥାଏ। ତା ସହିତ ଆଇବିଏଫରେ ଜନ୍ମ ପିଲାଙ୍କୁ ୧୮ ବର୍ଷ ପରେ ତାଙ୍କ ବାୟୋଲୋଜିକାଲ ବାପାଙ୍କ ବିଷୟରେ ଜାଣିବା ପାଇଁ ଅଧିକାର ଦିଆଯାଇଥାଏ।

ୟୁକେରେ ପ୍ରତିବର୍ଷ ୭ ହଜାର ସ୍ପର୍ମ ବିକ୍ରିକରାଯାଇଥାଏ କିନ୍ତୁ କରୋନା ପାଇଁ ଏଠାରେ ୪୦୦% ଆଇବିଏଫ ସେଣ୍ଟରକୁ ବନ୍ଦ କରାଯାଇଛି। ଏହା ଯୋଗୁ ସେ ମହିଳା ମାନେ ବହୁତ ଅଶୁବିଧା ସହିଲେ ଯେଉଁମାନେ ସ୍ପର୍ମ ନେଇ ପ୍ରେଗନେଟ ହେବାକୁ ଚାହୁଁଥିଲେ।

Google

ଏହି ଅସୁବିଧାରୁ ବାହାରିବା ପାଇଁ ଅନେକ ମହିଳା ଫେସବୁକର ସହାରା ନେଲେ। ୟୁକେର ମହିଳା ମାନଙ୍କ ଏହା ପୂର୍ବରୁ ମଧ୍ୟ ଆମେରିକା ଓ ଡେନମାର୍କ ଡୋନରଙ୍କ ସହାରାରେ ରହିବାକୁ ପଡୁଥିଲା । ଏବେ ଲକଡାଉନ ଯୋଗୁ ଏହାର ଅସୁବିଧା ବଢିବା ଦ୍ଵାରା ଫେସବୁକ ଦ୍ଵାରା ଏହାର ସମାଧାନ ବାହାରିଲା।

କ୍ଲିବେ ଜୋନ୍ସଙ୍କ ଭଳି ଅନେକ ଡୋନର ଫେସବୁକରେ ନିଜର ପ୍ରୋଫାଇଲ କରି ରଖିଛନ୍ତି। ସଣ୍ଡେ ମେଲଙ୍କ ଅନୁସାରେ ଫେସବୁକରେ ୭୦ ରୁ ଅଧିକ ସ୍ପେସାଲିଷ୍ଟ ଗ୍ରୁପ ଅଛି ଏମାନେ ମାଗଣା ସ୍ପର୍ମ ଦେଉଥିବା ଲୋକଙ୍କ ଠିକଣା ଦେଇଥାନ୍ତି। ଏହି ଲୋକ ମା ହେବାକୁ ଚାହୁଁଥିବା ମହିଳାଙ୍କୁ ସାହାଯ୍ୟ କରିବା ପାଇଁ ଲାଗିଥାନ୍ତି।

କ୍ଲିବେ ଜୋନ୍ସ ନିଜ ପ୍ରୋଫାଇଲରେ ନିଜ ବିଷୟରେ ଅନେକ କିଛି ଲେଖିଛନ୍ତି। ଫିଜିକାଲ ଡିଟେଲସ ଛଡା ସେ ନିଜ କ୍ୟାଲିଟି ବିଷୟରେ ମଧ୍ୟ ମେନ୍ସନ କରିଛନ୍ତି। କ୍ଲିବେ ଜୋନ୍ସ କହିଛନ୍ତି ଅନେକ ମହିଳା ତାଙ୍କୁ ଆଉଥରେ ମଧ୍ୟ ସ୍ପର୍ମ ଡୋନେଟ ପାଇଁ କହୁଛନ୍ତି।

Google

ଏବେ ପର୍ଯ୍ୟନ୍ତ କ୍ଲିବେ ଜୋନ୍ସ ନିଜ ଦ୍ଵାରା ଜନ୍ମ ନେଇଥିବା ୧୦ ଜଣ ପିଲାଙ୍କୁ ଭେଟିସାରିଛନ୍ତି। ତାଙ୍କ ଅନୁସାରେ ସ୍ପର୍ମ ଡୋନେସନ ଏଡ଼ିସନ ଭଳି ହୋଇଗଲାଣି। ନିଜ ଦ୍ଵାରା ସେକୌଣସି ମହିଳାଙ୍କୁ ଖୁସି ଦେଖି ତାଙ୍କୁ ଭଲ ଅନୁଭବ ହୋଇଥାଏ।

ପେଷାରେ ମ୍ୟାଥ ଟିଚର ରହିଥିବା କ୍ଲିବେ ଏବେ ଆଉ କିଛି ବର୍ଷ ସ୍ପର୍ମ ଡୋନେଟ କରିବା ପାଇଁ ଇଛା ପ୍ରକାଶ କରୁଛନ୍ତି। ବ୍ରିଟେନରେ ଡୋନର୍ସଙ୍କ କମି କାରଣରୁ ଯିଏବି ଏପରି କରୁଛି ତାଙ୍କର ବହୁତ ଡ଼ିମାଣ୍ଡ ରହୁଛି। ବାହାରୁ ସ୍ପର୍ମ ଆଣିବାରେ ଅଧିକ ଖର୍ଚ୍ଚ ହେଉଥିବାରୁ ମହିଳା ଏବେ ଫେସବୁକର ସାହାରା ନେଉଛନ୍ତି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *