ଆଜତକ୍ ବିତର୍କରେ ଆଙ୍ଗରଙ୍କ ବିବାଦୀୟ ପ୍ରଶ୍ନ – ବିଜେପିର ଶାସନ ହିନ୍ଦୁସ୍ତାନ, ଯେଉଁଠାରେ ବିରୋଧୀଙ୍କ ଶାସନ ସେ ପାକିସ୍ତାନ? ଆସିଲା ଏମିତି ଉତ୍ତର ।

ଏଙ୍କର ଅଞ୍ଜନା ଓମ କଶ୍ୟପ କହିଲେ,”ଏବେ ସାଧବୀ ପ୍ରଜ୍ଞାଙ୍କୁ ମୈଦାନକୁ ଓହ୍ଲାଯାଇଛି। ବଙ୍ଗଳାରେ ନିର୍ବାଚନ ଅଛି ଓ ଏବେ ସାଧବୀ ପ୍ରଜ୍ଞା କହିବେ କଣ ଇଣ୍ଡିଆ ଅଟେ ଓ କଣ ପାକିସ୍ତାନ?

ପଶ୍ଚିମବଙ୍ଗରେ ବିଜେପିର ରାଷ୍ଟ୍ର ଅଧକ୍ଷ ଜେପି ନାଡ଼ାଙ୍କ କାଫିଲେ ଉପରେ ଆକ୍ରମଣ ପରେ ରାଜ୍ୟର ରାଜନୀତିରେ ପ୍ରଳୟ ସୃଷ୍ଟି ହୋଇଛି। ଏହା ପରେ ବିଜେପିର ସତାଧାରୀ ଟିଏମସି ଓ ମମତା ବାନାର୍ଜୀଙ୍କ ଉପରେ କଥା କୁହାଯାଉଛି।ଟିଭି ଡିବେଟ୍ସରେ ମଧ୍ୟ ଏହି ଖବରକୁ ଜବରଦସ୍ତ କଭରେଜ ମିଳୁଛି।

In the Aaj Tak debate, the anchor asked the question - where the BJP's rule is Hindustan, where the opposition's secret is Pakistan, got this answer
Google

ଆଜତକର ଡ଼ିବେଟ ଶୋ”ହାଲା ବୋଲ” ରେ ମଧ୍ୟ ଏହି କଥାକୁ ନେଇ ଡ଼ିବେଟ ଥିଲା। ସାଧବୀ ପ୍ରଜ୍ଞାଙ୍କ ତାଜା ବୟାନକୁ ନେଇ ଏଙ୍କର ଅଞ୍ଜନା ଓମ କଶ୍ୟପ କହିଲେ,”ଏବେ ସାଧବୀ ପ୍ରଜ୍ଞାଙ୍କୁ ମୈଦାନକୁ ଓହ୍ଲାଯାଇଛି।ବଙ୍ଗଳାରେ ନିର୍ବାଚନ ଅଛି ଓ ଏବେ ସାଧବୀ ପ୍ରଜ୍ଞା କହିବେ କଣ ଇଣ୍ଡିଆ ଅଟେ ଓ କଣ ପାକିସ୍ତାନ? ଯେଉଁଠି ଯେଉଁଠି ବିଜେପିର ଶାସନ ସିଏ ହିନ୍ଦୁସ୍ଥାନ,ଯେଉଁଠି ଅନ୍ୟ ଦଳର ଶାସନ ସିଏ ପାକିସ୍ତାନ। ଏହା ଅଟେ ନିର୍ବାଚନ ରଣନୀତି?

ଏହା ଉପରେ ସଂଘର ବିଚାରକ ଅଵନିଜେସ ଅବସ୍ତି କହିଲେ-ଅଞ୍ଜନାଜି ପଚାରନ୍ତୁ ନା ତୌସିଫ ଖାନ(ଟିଏମସି ସମର୍ଥକ)ଙ୍କୁ କି ତାଙ୍କ ଟିଏମସି ନେତା କଣ କହିଥିଲେ ଇଏ (ପଶ୍ଚିମବଙ୍ଗ) ଛୋଟ ପାକିସ୍ତାନ ଅଟେ। ପ୍ରଥମେ ତାଙ୍କୁ ପଚାରନ୍ତୁ ପରେ ମୋ ଜବାବ ଦେବୀ। ପ୍ରଶ୍ନ ତାଙ୍କଠୁ ହେଉଛି ନା ମୋ ଠୁ?ସେ କହିଥିଲେ ନା ଏହା ଛୋଟ ପାକିସ୍ତାନ ଅଟେ। ସାର୍ଵଜନିକ ଭାବରେ କହିଥିଲେ। ଏହା ଉପରେ ଅଞ୍ଜନା ଓମ କଶ୍ୟପ କହିଲେ ନୁହେଁ ନୁହେଁ ପ୍ରଶ୍ନ ଆପଣଙ୍କ ଉପରେ ମଧ୍ୟ। ବିଚାର ଧାରାର ଯଦି ଏହି ଲଢେଇ ଅଟେ ତ ବିଚାରଧାରାରେ ଆପଣ ପୁର ପଶ୍ଚିମବଙ୍ଗକୁ ପାକିସ୍ତାନ କହିଦେବେ? ଅଵନିଜେସ ଅବସ୍ତି ପୁଣି କହିଲେ-ଟିଏମସି ନେତା କହିଲେ ଇଏ ଛୋଟ ପାକିସ୍ତାନ ଅଟେ। ଏହା ଉପରେ ଅଞ୍ଜନା ଓମ କଶ୍ୟପ କହିଲେ ତ ସାଧବୀ ପ୍ରଜ୍ଞା ତାଙ୍କ ନକଲ କରୁଥିଲେ ?

Google

ଡ଼ିବେଟରେ ଅଵନିଜେସ ଅବସ୍ତି କହିଲେ ପ୍ରଶ୍ନ ଏହାକି ରାଜନୀତିରେ ହିଂସାକୁ ନେଇ ଆମେ ଖୋଲିକରି ସାମ୍ନାକୁ ଆସିବୁ ନା ନାହିଁ ଏକାଠି ହୋଇ। ଆମର ଅସହମତି ହୋଇପାରେ ,ବିଚାର ଧାରା ଅଲଗା ହୋଇପାରେ କିନ୍ତୁ ଏହା ତ କରନ୍ତୁ ନାହିଁ କମସେ କମ। ତୌସିଫ ଖାନ କିଛିବି କୁହନ୍ତୁ କିନ୍ତୁ ପଶ୍ଚିମବଙ୍ଗର ଲୋକାଲ ଲୋକ ଜାଣିଛନ୍ତିକି କିଏ ଏଠାରେ ଗୁଣ୍ଡାଗିରି କରୁଛି। ଭୋଟ ତାକୁ ଦେବେ ପୁଣି ଇବିଏମ କାନ୍ଦ କାନ୍ଦିବେ।

ଡ଼ିବେଟରେ ଉପସ୍ଥିତ ବିଜେପିର ପ୍ରବକ୍ତା ସମ୍ବିତ ପାତ୍ରା କହିଲେ ନାଡ଼ାଜିଙ୍କର ଯେଉଁ ଦୁଇ ଦିନର କାଯ୍ୟକ୍ରମ ରହିଲା ଗୋଟେ ଦିନ ଭବାନୀପୁରରେ ରହିଲା ଯେଉଁଠି ମମତା ବାନାର୍ଜୀ ଲଢ଼ିଥାନ୍ତି ଓ ଦ୍ୱିତୀୟ ଡାୟମଣ୍ଡ ହର୍ବରରେ ରହିଲା ଯେଉଁଠି ତାଙ୍କ ତାଙ୍କ ଭଣଜା ଅଭିଷେଖ ବାନାର୍ଜୀ ଲଢ଼ିଥାନ୍ତି।ଏହା ଏକ ପ୍ରକାର ଗଡ଼ ଭିତରକୁ ଯାଇ ଅନ୍ୟାୟ ବିରୁଦ୍ଧରେ ସ୍ୱର ଉଠାଇବା ଥିଲା। ମମତାଜୀଙ୍କର ଯେଉଁ ଯେଉଁ କାର୍ଯ୍ୟକଳାପ ତାହା ସେହିଭଳି ଆଟାକରୁ ପ୍ରଦର୍ଶିତ ହେଉଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *