ଭାଇରାଲ: ସିସିଟିଭି ଫୁଟେଜରେ ଦେଖାଗଲା ଭୁତ, ରାସ୍ତାରେ ଚାଲୁଥିବା ଗାଡି ଭିତରେ ଦେଇ ପରା ହେଲା ରାସ୍ତା ଦେଖିଲେ ହୋସ ଉଡିଯିବ । ଦେଖନ୍ତୁ ଭିଡିଓ ।

ଫିଲିପାଇନ୍ସର ପ୍ୟାଙ୍ଗସିନନ ସହରରେ ଏବେ ଏମିତି ଏକ ଭିଡିଓ ଭାଇରାଲ ହେବାକୁ ଲାଗିଛି ଯାହା ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାରେ। ଏହି ଭିଡିଓରେ ଯାହା ନଜର ଆସୁଛି ତାକୁ ବୁଝିବା କଷ୍ଟକର। ଏହା ଏକ କିରାନା ଦୋକାନ ଆଗରେ ଲାଗିଥିବା ଏକ ସିସିଟିଭି ଫୁଟେଜ ଅଟେ ଯେଉଁଥିରେ ଅଜବ ଛାଇ ଦୁଶ୍ୟମାନ ହେଉଛି। ଏହି ଛାଇ ରାସ୍ତା ପାର କରୁଛି ଓ ସବୁ ଗାଡିର ପାସ କରି ପଳାଉଛି ।

Google

ଦ ସନ ରିପୋର୍ଟ ମୁତାବକ ଏହି ଭିଡିଓ ଭାଇରାଲ ହେବା ପରେ ଏଠାକାର ଲୋକ ବହୁତ ଡରି ଯାଇଛନ୍ତି। ଭିଡ଼ିଓରେ ନଜର ଆସୁଥିବା ଏହି ରହସ୍ୟମୟୀ ଛାଇ,ଏକ ଟ୍ରକ,ଏକ ମଟରସାଇକେଲ,ଦୁଇ କାର ଆଗରେ ପଳେଇଲା। ଏମିତି ଲାଗୁଥିଲା କି ଏହା କାହାକୁ ନଜର ଆସୁନଥିଲା। ଯେଉଁ ଦୋକାନରେ ଏହି ଭିଡିଓ ରେକର୍ଡ଼ ହୋଇଥିଲା, ଏହାକୁ ସେ ଜିନ ବୋଲି କହିଛନ୍ତି ଯାହା କି ଏକ ପ୍ରକାରର ରାକ୍ଷସ ଭଳି।ଦୋକାନୀ ମୁତାବକ ଏହା ଜୁନ ମାସର ଫୁଟେଜ,ଡିଲେଟ କରିବା ସମୟରେ ଏହି ଭିଡିଓ ତାଙ୍କ ନଜରରେ ଆସିଥିଲା।

ଭିଡ଼ିଓରେ କଣ ରହିଛି:

ଭିଡିଓରେ ଏକ ମଣିଷ ଛାଇ ସଦୃଶ କିଛି ନଜର ଆସୁଛି ଯାହା ରାସ୍ତା ପାର କରୁଛି। ଏହା ଗାଡି ମଧ୍ୟ ଦେଇ ପଳାଉଛି।ଏହି ଛାଇର ଦୁଇ ଗୋଡ଼ ମଧ୍ୟ ରହିଛି। ଭିଡିଓରେ ନଜର ଆସୁଥିବା ଡେଲିଭରୀ ବୟର ପାଖରେ ଏହା ଦେଖାଯାଉଥିଲା। ଏହି ଡେଲିଭରୀ ବୟର ନାମ ମାଇକେଲ ଫୋରଟୋ ଅଟେ ଯିଏ ଏହାକୁ ଦେଖି ବହୁତ ଡରିଯାଇଛି।

ମାଇକଲ କହିଛନ୍ତି ମତେ ମୋ ଆଖି ଉପରେ ଏବେ ମଧ୍ୟ ବିଶ୍ୱାସ ହେଉନାହିଁ,ଏହା ସବୁ ଟିଭିରେ ଦେଖନ୍ତି। ଦୋକାନୀ ଜେନି ରୋନାଲତୋ ମୁତାବକ ଏବେ ଏଠାରେ କାମ କରିବାକୁ ମଧ୍ୟ ଡର ଲାଗୁଛି। ସେ କହିଛନ୍ତି ଯେବେ ମୁଁ ଏହି ବାଟ ଦେଇ ଯାଏ ମତେ ଲାଗେ କେହି ଯେମିତି ମତେ ଅନେଇଛି  .

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *