କ୍ରିକେଟ ଇତିହାସର ୫ଟି ସର୍ବଶ୍ରେଷ୍ଠ ଅଧିନାୟକ ଯିଏ ବହୁତ ରେକର୍ଡ ଭାଙ୍ଗିଛନ୍ତି। ନମ୍ବର ୨ରେ ଅଛନ୍ତି ଏହି ମହାନ ଖେଳାଳି।

ଟିମର ଅଧିନାୟକ ହେବା ଏକ ବହୁତ ବଡ଼ କଥା କାରଣ ଜଣେ ଅଧିନାୟକ ହିଁ ଟିମକୁ ସମ୍ଭାଳିଥାଏ। ଏଥିରେ କିଛି ସନ୍ଦେହ ନାହିଁ କି ଜଣେ ଅଧିନାୟକ ଗୋଟେ ଟିମର ବସ ହେଇ ଥାଏ କାରଣ ଟିମ ସେହିପରି ହିଁ କାମ କରେ ଯେପରି ତାର ଅଧିନାୟକ ତାକୁ ନେତୃତ୍ତ୍ୱ କରିଥାଏ। ଟିମ କିପରି କାମ କରିବ ତଥା ତାର ସଞ୍ଚାଳନ ଠିକ ରହିବ କି ଭୁଲ ତାହା ତାର ଅଧିନାୟକ ହିଁ ତୟ କରିଥାଏ। ମାତ୍ର ଜଣେ ଅଧିନାୟକ ପାଇଁ ପୁରା ଟିମକୁ ସମ୍ଭାଳିବା ସମ୍ଭବ ପର ହେଇ ନଥାଏ ତେଣୁ ପ୍ରତ୍ୟେକ ଟିମରେ ଅଧିନାୟକର ସାହାଯ୍ୟ କରିବା ପାଇଁ ଜଣେ ଉପ ଅଧିନାୟକ ଥାଆନ୍ତି। ଟିମର ନେତୃତ୍ତ୍ୱ ଉପଅଧିନାୟକ ଆଉ ଅଧିନାୟକ ଦୁଇଜଣ ମିଶି ହିଁ କରିଥାନ୍ତି। ଆଉ ଟିମର ପ୍ରଦର୍ଶନ ଏହାର ଉପଅଧିନାୟକ ଆଉ ଏହାର ଅଧିନାୟକ ଉପରେ ନିର୍ଭର କରେ। ଆଜି ଆମେ ଆପଣଙ୍କ ପାଖରେ ଏପରି ହିଁ ପାଞ୍ଚ ଜଣ ଅଧିନାୟକ ତଥା ଉପଅଧିନାୟକଙ୍କ ବାବଦରେ କହିବାକୁ ଯାଉଛୁ।

Google

୧: ସୌରଭ ଗାଙ୍ଗୁଲି ଆଉ ରାହୁଲ ଦ୍ରାଭିଡ: ଏହି ଦୁଇଜଣ ଏକ ମଜବୁତ ଭାରତୀୟ ଟିମର ନିର୍ମାଣ କଲେ ଆଉ ତାକୁ ସଫଳ କଲେ। ଯେତେବେଳେ ଭାରତୀୟ ଟିମ ମ୍ୟାଚ ଫିକ୍ସିଂରେ ବହୁତ ଗଭୀର ଭାବେ ଫସି ଯାଇଥିଲା ତଥା ଆଘାତ ପ୍ରାପ୍ତ ହେଇଥିଲା ସେତେବେଳେ ଏହି ଦୁଇଜଣ ଟିମ ଭିତରେ ବହୁତ ଉତ୍ତମ ଭାବେ ନିଷ୍ପତ୍ତି ନେଲେ ଆଉ ଟିମକୁ ମଜବୂତ କଲେ।

୨: ଏଲେଷ୍ଟର କୁକ ଆଉ ଆଣ୍ଡ୍ରିଉ ଷ୍ଟ୍ରସ: ଦୁଇଜଣ ଇଂଲଣ୍ଡର ଅଧିନାୟକ ତଥା ଉପଅଧିନାୟକ ରହିଛନ୍ତି ଆଉ ଦୁଇଜଣ ହିଁ ବହୁତ ଉନ୍ନତ ପାର୍ଟନରଶିପ କରୁଥିଲେ ଆଉ ଇଂଲଣ୍ଡକୁ ଜିତ ଦେଉଥିଲେ।

Google

୩: ମାର୍କ ଟେଲର ଆଉ ଷ୍ଟିଭ ଓଃ: ଏହି ଦୁଇଜଣ ହିଁ ଅଷ୍ଟ୍ରେଲିଆ ଇତିହାସର ସବୁଠୁ ଉନ୍ନତ ଆଉ ଆକର୍ଷକ ଖେଳାଳି ଥିଲେ। ଏହି ଅଧିନାୟକ ଆଉ ଉପଅଧିନାୟକ ମିଶି ଯେଉଁ ଟିମ ବନେଇ ଥିଲେ ତାହା ସଫଳ ଥିଲା।

୪: ଗ୍ରେମ ସ୍ମିଥ ଆଉ ଜ୍ୟାକ କାଲିସ: ଏହି ଦୁଇଜଣ ହିଁ ପରସ୍ପର ପାଇଁ ପରିପୁରକ ଥିଲେ ଆଉ ଏଥି ସହିତ ହିଁ ସେଇ ଦୁଇଜଣ ଦକ୍ଷିଣ ଆଫ୍ରିକାର କିଛି ସବୁଠୁ ସଫଳ ଅଧିନାୟକ ମାନଙ୍କ ଭିତରୁ ଜଣେ ଅଟନ୍ତି।

Google

୫: ମାହେଲା ଜୟବର୍ଦ୍ଧନେ ଆଉ କୁମାର ସାଙ୍ଗକାରା: ଦୁଇ ଜଣ ହିଁ ମିଶି ଏକ ଅଭୁଲା ପାର୍ଟନରଶିପ କରୁଥିଲେ ଆଉ ତାଙ୍କ ଟିମକୁ ବିଜୟ ଦେଉଥିଲେ। ଏହି ଦୁହେଁ ମହାନ ଖେଳାଳି ତଥା ଅଧିନାୟକ ଏବଂ ଉପଅଧିନାୟକ ଥିଲେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *