ହରିଆଣାର ଏକ ନୂଆ ବୋହୁ ବିବାହର ଦ୍ୱିତୀୟ ଦିନ ଏପରି ଭୟାନକ କାର୍ଯ୍ୟ କରିଛି ଯାହା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ଅଛନ୍ତି। ବର ସହିତ ପୁରା ପରିବାରକୁ ମାରିବା ପାଇଁ ବିଷ କ୍ଷୀର ଦେଇଦେଲା କିନ୍ତୁ ସମସ୍ତେ ଏବେ ବିପଦ ବାହାରେ ଅଛନ୍ତି, କିନ୍ତୁ ଏକ ବଡ଼ ଦୃଘଟଣା ହେଉ ହେଉ ଅଟକିଗଲା।ପ୍ରକୃତରେ ସେହି ବୋହୁ ଚୋରିକୁ ସଫଳ କରାଇବା ପାଇଁ ସ୍ୱାମୀ ଓ ପରିବାର ଲୋକଙ୍କୁ ମୃତ୍ୟୁ ମୁଖରେ ପକାଇଦେଇଥିଲା।

ଏକ ଦିନ ପୂର୍ବରୁ ରୀତି ନୀତିରେ କରିଥିଲେ ବିବାହ:-
ପାନୀପତ ଜିଲ୍ଲାର ନୌଲଥା ଗ୍ରାମରେ ରହୁଥିବା ବର ଦିନେସ ପୋଲିସକୁ ଅଭିଯୋଗରେ କରିଛିକି ୨ ନଭେମ୍ବରକୁ ତାର ବିବାହ ସୁନିତା ନାମକ ଝିଅ ସହ ହୋଇଥିଲା। ସେ ଉତ୍ତରାଖଣ୍ଡର ଅଲମୋଣ୍ଡା ଜିଲ୍ଲାର ପାବା ଗ୍ରାମର ରହିବା ଵାଲା ଅଟେ। ଏହିଠାରେ ହିଁ ତାର ମା ସୁନିତାଙ୍କୁ ମିଳାଇଥିଲେ। ଯାହା ପରେ ଦୁଇ ପରିବାର ବିବାହ ପାଇଁ ମନୋନୀତ ହୋଇଥିଲେ।
ବର କହିଲା ବୋହୁର ଭୟାନକ କାର୍ଯ୍ୟ ବିଷୟରେ:-
ବର କହିଛିକି ବିବାହର ଦ୍ୱିତୀୟ ଦିନ ସୁନିତା ପୁରା ପରିବାରକୁ ଖୁସିରେ ଖାଇବା ଦେବା ପରେ ସମସ୍ତଙ୍କୁ କ୍ଷୀର ପିଆଇଥିଲେ। କ୍ଷୀର ପିଇବା ପରେ ମୁଁ ଆଉ ବାପା ମା ବେହୋସ ହୋଇଯାଇଥିଲୁ। ଏହା ପରେ କଣ ହୋଇଥିଲା ମତେ କିଛି ଜଣାନାହିଁ। ପୋଲିସ ଠକ ବୋହୁର କେସ ରଖି ତାର ଯାଞ୍ଚ ଆରମ୍ଭ କରିଦେଇଛି।

ପଇସା ଓ ଗହଣା ନେଇ ଫେରାଇ ହୋଇଯାଇଛି ବୋହୁ:-
ସ୍ୱାମୀ ସହିତ ପୁରା ପରିବାରଲୋକଙ୍କୁ ବିଷ କ୍ଷୀର ପିଆଇବାପରେ ଚୋର ବୋହୁ ସବୁ ପଇସା ଓ ଗହଣା ନେଇ ଫେରାର ହୋଇଯାଇଛି। ପଡୋଶୀମାନେ କିଛି ସମୟ ଡାକିଲେ କିନ୍ତୁ ଯେବେ ଭିତରୁ କିଛି ଶବ୍ଦ ଆସିଲା ନାହିଁ ଭିତରକୁ ଯାଇ ଦେଖିଲା ବେଳକୁ ସମସ୍ତ ବେହୋସ ହୋଇ ପଡିଛନ୍ତି ଏହା ପରେ ସେମାନଙ୍କୁ ମେଡ଼ିକାଲ ନେଇକି ଗଲେ। ଚିକିତ୍ସା ପରେ ସମସ୍ତଙ୍କୁ ହୋସ ଆସିଲା। ଯେବେ ଘରକୁ ଯାଇ ଦେଖିଲେ ବୋହୁ ନଥିଲା କି ଗହଣା ଓ ପଇସା ମଧ୍ୟ ନଥିଲା।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।