ରୁମରେ ଥିଲେ ଭାଉଜ ଆଉ ଦିଅର। ସ୍ତ୍ରୀକୁ ଆସିଲା ଏହିପରି ଆବାଜ ତ କବାଟ ଖୋଲିଲେ ତ ଦେଖିଲା ଏମିତି ଦୃଶ୍ୟ। ଜାଣିଲେ ଉଡିଯିବ ହୋସ।

ବିବାହ ପରେ ଲଭ ଆଫେୟାର ରଖିବା ବହୁତ ଖରାପ ଜିନିଷ ହେଇଥାଏ। ମାତ୍ର କିଛି ଲୋକ ନିଜର କାମରୁ କେବେ ବି ସୁଧୁରୀ ନଥାନ୍ତି। ଆଉ ଚୋରି ଚୋରି ବହୁତ ପ୍ରେମ ସ-ମ୍ବ-ନ୍ଧ ବନାନ୍ତି। ବହୁତ ଥର ଏହି ପ୍ରେମ ସ-ମ୍ବ-ନ୍ଧ ପରସ୍ପର ସମ୍ପର୍କୀୟଙ୍କ ଭିତରେ ହିଁ ହେଇ ଯାଇ ଥାଏ। ସମ୍ପର୍କକୁ ଖଣ୍ଡ ଖଣ୍ଡ କରିବା ଏହିପରି ହିଁ ଏକ ଘଟଣା ଘଟିଛି ଉତ୍ତର ପ୍ରଦେଶର ବରେଲି ଠାରେ ଥିବା କେଣ୍ଟ ଇଲାକାରେ। ଏଠାରେ ଦିଅର ଆଉ ଭାଉଜ ନିଜ ନିଜ ଭିତରେ ଶାରୀରିକ ସ-ମ୍ବ-ନ୍ଧ ବନାଉଥିବା ସମୟରେ ଆଉ ଏହି ସମୟରେ ପତ୍ନୀ ନିଜ ସ୍ୱାମୀଙ୍କୁ ନିଜ ନଣନ୍ଦଙ୍କ ସହ ଦେଖିଦେଲା।

Google

ନବ ବିବାହିତା ପତ୍ନୀ ନିଜର ସ୍ୱାମୀକୁ ନିଜର ନଣନ୍ଦଙ୍କ ସହ ନଗ୍ନ ଅବସ୍ଥାରେ ପାଇଲା ଆଉ ତା ପରେ ପୁରା ଘରେ ଏହି ଘଟଣାର ବ୍ୟାପକ ସତ୍ୟତା ବ୍ୟାପିଗଲା। କଥା ଛାଡପତ୍ର ଯାଏ ବି ପହଂଚି ଗଲା। ଏହି ସମୟରେ ପତ୍ନୀ ଏହାର କମ୍ପ୍ଲେନ ପୋଲିସ ତଥା ସିଏମ ଯାଏ ବି କରି ଦେଇଛି। ପୀଡିତ ମହିଳା ଙ୍କର ଆରୋପ ଏଇଆ କି ସ୍ୱାମୀ ବିବାହ ପରେ ହି ତାଙ୍କ ଠାରୁ ଦଶ ଲକ୍ଷ ଟଙ୍କା ମାଗୁଛି ଆଉ ତାଙ୍କ ବିବାହକୁ ମାତ୍ର ୨ ବର୍ଷ ହିଁ ହେଇଛି।

ମହିଳା ଜଣକ ଘରେ କିଛି କାମ କରୁଥିଲେ ଆଉ ଅଚାନକ ତାଙ୍କୁ ତାଙ୍କ ରୁମରୁ କିଛି ଆବାଜ ଆସିଲା। ଏହାପରେ ସେ ରୁମକୁ ଗଲେ ଆଉ ସେହି ସମୟରେ ହିଁ ତାଙ୍କ ସ୍ବାମୀ ଆଉ ତାଙ୍କ ନଣନ୍ଦ ଭିତରେ ପ୍ରେମ ସ-ମ୍ବ-ନ୍ଧ ବନାଉ ଥିଲେ ଆଉ ସ୍ତ୍ରୀ ତାଙ୍କୁ ସେହି ସମୟରେ ଧରି ନେଲେ। ସେ ତାଙ୍କ ସ୍ବାମୀ ଆଉ ନଣନ୍ଦଙ୍କୁ ଖରାପ କାମ କରୁଥିବା ଅବସ୍ଥାରେ ଧରି ନେଲେ। ଏହି କଥାରେ ହିଁ ତାଙ୍କ ସ୍ବାମୀ ରାଗିକି ପୁରା ନିଆଁ ଗୋଲା ହେଇଗଲେ। ସେ ସ୍ତ୍ରୀଙ୍କୁ ଛାଡପତ୍ର ଦେବାକଥା କହିବାକୁ ଲାଗିଲା।

Google

ପତ୍ନୀ ନିଜ ଉପରେ ଘଟିଥିବା ସମସ୍ତ କଥା ୟୁପି ପୋଲିସକୁ କହିଲା ଆଉ ଏହା ସହିତ ତାଙ୍କର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ବି ସବୁ କଥା କହିଲେ। ସେ ସିଏମଙ୍କୁ କହିଲେ କି ତାଙ୍କ ସ୍ବାମୀ ତଥା ତାଙ୍କ ଭାଉଜ ଙ୍କର ବହୁତ ଦିନରୁ ଆଫେୟାର ଚାଲିଥିଲା। ତାଙ୍କ ଦୁହିଁଙ୍କ ଉପରେ ବହୁତ ଦିନରୁ ସନ୍ଦେହ ଥିଲା ମାତ୍ର ଏଥର ସେ ତାଙ୍କ ଦୁହିଁକି ଆଖି ସାମ୍ନାରେ ଦେଖିଲେ। ବହୁତ ଦୁଃଖର କଥା କି ଆଜିକାଲି ଲୋକ ନିଜ ଘର ଲୋକ ମାନଙ୍କ ସହ ହି ପ୍ରେମ ସ-ମ୍ବ-ନ୍ଧ ବନାଉଛନ୍ତି। ଥରେ ଭାବନ୍ତୁ କି ସେହି ପତ୍ନୀ ଉପରେ କଣ ବିତୁଥିବ ଯିଏ ନିଜର ସ୍ୱାମୀଙ୍କୁ ତାର ନଣନ୍ଦଙ୍କ ସହ ଧରିନେଲା। ଥରେ ଭାବନ୍ତୁ କି ସେ କଣ ଭାବୁଥିବ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *